ନୋବେଲ ପାଇବା ପରେ ପାକିସ୍ତାନ ବୈଜ୍ଞାନିକ ମାଗିଥିଲେ ଭାରତର ସାହାଯ୍ୟ
ପାକିସ୍ତାନର ପ୍ରଥମ ନାଗରିକ ଭାବେ ନୋବେଲ ପୁରସ୍କାର ପାଇଥିଲେ ବୈଜ୍ଞାନିକ ଅବଦୁସ ସଲାମ। ପଦାର୍ଥ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ୧୯୭୯ରେ ତାଙ୍କୁ ମିଳିଥିଲା ବିଶ୍ୱର ସର୍ବଉଚ୍ଚ ସମ୍ମାନ। ବିଶ୍ୱ ସ୍ତରରେ ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ନିଜକୁ…
ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ପଛରୁ ଆସି ହାତୀ କଲା ଏମିତି
ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା ବିପଦପୂର୍ଣ୍ଣ। କାରଣ କେତେବେଳେ ଏମାନଙ୍କ ମୁଣ୍ଡକୁ କ’ଣ ଜୁଟେ ତା’ର କଳନା କରିବା କାଠିକର ପାଠ। ଏବେ ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ବ୍ୟକ୍ତି ଜଣକ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ। ଝିଅକୁ କୋଳରେ ଧରି…
ପୃଥିବୀପୃଷ୍ଠରୁ ୧୯ କିଲୋମିଟର ପର୍ଯ୍ୟନ୍ତ ଚକ୍ ଗୁଣ୍ଡ ବିଛାଇବାକୁ ଚାହୁଁଛନ୍ତି ବିଲ୍ ଗେଟ୍ସ, କାରଣ ଜାଣିଲେ…
ଓ୍ବାଶିଂଟନ,୨୪।୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଚାହୁଁଛନ୍ତି ପୃଥିବୀ ପୃଷ୍ଠରୁ ୧୯ କିଲୋମିଟର ଦୂରରେ ଚକ୍ ଗୁଣ୍ଡର ଏକ ସ୍ତର କରିବେ। ଫଳରେ ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ କମ୍ ଆସିବ। ପୃଥିବୀରେ ଗ୍ଲୋବାଲ ଓ୍ବାର୍ମିଂ…
କାଉର ଏପରି ନାଚ ଦେଖିଲେ, ଅଟକିଯିବେ ଘଡ଼ିଏ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଅଧିକ ଟଙ୍କା ଖର୍ଚ୍ଚ ନ କରି ୩ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି ଯୋଡ଼ି, କାରଣ ଜାଣିଲେ…
ପ୍ରେମୀଯୁଗଳ ବିବାହରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ମାତ୍ର ୩ ଅତିଥିଙ୍କ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯଦିଓ ଏହି ବାହାଘର କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥାଏ ତେବେ ଏହା ପଛରେ ଏକ କାରଣ…
୧୦ ଲକ୍ଷ ଖର୍ଚ୍ଚ କରି ୨୦ ଗର୍ଲଫ୍ରେଣ୍ଡ୍ କଲେ ଯୁବକ, ଏହି କାରଣ ପାଇଁ ନେଲେ ଏପରି ନିଷ୍ପତ୍ତି
ବିଶ୍ୱର କିଛି ଦେଶରେ ଯୁବତୀ ଯୁବକ ଡେଟିଂ, ଲଭ୍ ଏବଂ ରିଲେସନଶିପ୍ରେ ରହିବାକୁ ପସନ୍ଦ କରିଥାନ୍ତି। ଠିକ୍ ସେହିପରି ଆମେରିକାରେ ରହୁଥିବା ଜଣେ ଯୁବକ ରିଲେସନଶିପ୍ରେ ଏକ ନୂଆ କନ୍ସେପ୍ଟ ଆରମ୍ଭ କରିଛନ୍ତି। କିଛି ବର୍ଷ ହେବ ସେ ଜଣେ କି…
ପ୍ରବଳ ବନ୍ୟା ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେଲେ ବର-କନ୍ୟା: ଲିଫ୍ଟ ଦେଲା ହେଲିକପ୍ଟର
ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ସେଠାରୁ ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି, ଯାହାକୁ କେହି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ଅଷ୍ଟ୍ରେଲିଆର ବନ୍ୟା ପରିସ୍ଥିତି ମଧ୍ୟ ଏକ…
ରାସ୍ତାରେ ଜମିଥିବା ପାଣିରେ ଗାଧୋଇଲେ ବ୍ୟକ୍ତି: ପଛରେ ରହିଛି ଏହି କାରଣ
ଇଣ୍ଡୋନେସିଆର ଏକ ରାସ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଜମିଥିବା ପାଣିରେ ବସି ଗାଧୋଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ମଧ୍ୟ। ମାତ୍ର ଏହି ବ୍ୟକ୍ତି…
ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ
ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ କରନ୍ତି। ଝାଡୁ, ପୋଛା ଠାରୁ ଆରମ୍ଭ କରି ବାସନ ମାଜିବା, କପାଡ଼ା ସଫା ଆଦି…
ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା: ଖାଇପାରିଲେ…
ରଙ୍ଗର ପର୍ବ ହୋଲିରେ ଅନେକ ପ୍ରକାରର କରଞ୍ଜି ମିଳିଥାଏ। ହେଲେ ଏବେ ଏକ ସ୍ବତନ୍ତ୍ର କରଞ୍ଜି ଦେଖିବାକୁ ମିଳିଛି। ଲକ୍ଷ୍ନୌର ଛପନ ଭୋଗ ନାମକ ଏକ ମିଠା ଦୋକାନରେ ୧୪ ଇଞ୍ଚ ଲମ୍ବର ବାହୁବଳୀ କରଞ୍ଜି ତିଆରି ହେଉଛି। ଏହାର ଓଜନ…
୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡ, କଙ୍କାଳରେ ନିର୍ମିତ ଚର୍ଚ୍ଚ, ଫଟୋ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଦୁନିଆରେ ଏମିତି ଏକ ଚର୍ଚ୍ଚ ରହିଛି, ଯାହା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡରେ ତିଆରି ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହା ‘ଚର୍ଚ୍ଚ ଅଫ୍ ବୋନ୍ସ’ ନାମରେ ପରିଚିତ। ଏହାର ପ୍ରତିଷ୍ଠା ପଛର ରହିଥିବା କାହାଣୀ…
ରେଷ୍ଟୁରାଣ୍ଟରେ ମାସ୍କ ଲଗାଇବାକୁ ମନାକଲେ ମହିଳା ଗ୍ରାହକ, ଓ୍ବେଟର ଛାଡିଦେଲେ ଚାକିରି, ଆଉ ତା ପରେ…
ମହାମାରୀ କରୋନା ପୁଣିଥରେ ସମଗ୍ର ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବଭଳି ସାମାଜିକ ଦୂରତା ଏବଂ ମାସ୍କର ଆବଶ୍ୟକତା ପଡ଼ୁଛି। ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ କରୋନା ଭୟରେ ସବୁବେଳେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ମଧ୍ୟ…

