Posted inଫୁରସତ

ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା: ଖାଇପାରିଲେ…

ରଙ୍ଗର ପର୍ବ ହୋଲିରେ ଅନେକ ପ୍ରକାରର କରଞ୍ଜି ମିଳିଥାଏ। ହେଲେ ଏବେ ଏକ ସ୍ବତନ୍ତ୍ର କରଞ୍ଜି ଦେଖିବାକୁ ମିଳିଛି। ଲକ୍ଷ୍ନୌର ଛପନ ଭୋଗ ନାମକ ଏକ ମିଠା ଦୋକାନରେ ୧୪ ଇଞ୍ଚ ଲମ୍ବର ବାହୁବଳୀ କରଞ୍ଜି ତିଆରି ହେଉଛି। ଏହାର ଓଜନ ୧.୫ କିଜି। ଏହି ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା। ଏହା ଖୁଆ, ବାଦାମ, କେଶର, ପିସ୍ତା ଏବଂ ଚିନିରୁ ତିଆରି। ଏହି କରଞ୍ଜିକୁ ଛାଣିବା ପାଇଁ ୨୦ରୁ ୨୫ ମିନିଟ ସମୟ ଲାଗିଥାଏ।
ନିକଟରେ ଏହି ଦୋକାନର ମାଲିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରିଥିଲେ। ଲୋକଙ୍କୁ ୮ ମିନିଟ ମଧ୍ୟରେ ୧.୫ କିଲୋଗ୍ରାମ୍‌ର ଏହି ବାହୁବଳୀ କରଞ୍ଜିକୁ ଖାଇବାକୁ ପଡିଥିଲା। ଏହି ପ୍ରତିଯୋଗିତାରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ଏହି ଦୋକାନରେ ଛୋଟ କରଞ୍ଜି ମଧ୍ୟ ତିଆରି ହୋଇଥାଏ। ଯାହାକି ମାତ୍ର ୧.୫ ଇଞ୍ଚର। ଏହାକୁ ବେବି କରଞ୍ଜି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ସକାଳୁ ସକାଳୁ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨୮।୬: ରବିବାର ସକାଳେ ଉତ୍ତର-ପୂର୍ବ ଜାପାନରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା; କିନ୍ତୁ, କୌଣସି ସୁନାମି ଚେତାବନୀ ଜାରି…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

୨୪ ଘଣ୍ଟାରେ ଦ୍ୱିତୀୟ ଥର ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ତେହରାନ,୨୮।୬: ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଶନିବାର ଇରାନ ବିରୁଦ୍ଧରେ ଆଉ ଏକ ସାମରିକ ଆକ୍ରମଣ କରିଛି। ହର୍ମୁଜ ପ୍ରଣାଳୀ ନିକଟରେ…

ସିଚେଲ୍ସକୁ ପାଟ୍ରୋଲ ଜାହାଜ ଦେଲେ ମୋଦି

ଭିକ୍ଟୋରିଆ,୨୮ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିିଆ ସିଚେଲ୍ସ ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚତ୍ଥିବାବେଳେ ଏହାର ତଟସୁରକ୍ଷା ପାଇଁ ଭାରତ ନିର୍ମିତ ପାଟ୍ରୋଲ ଜାହାଜ ହସ୍ତାନ୍ତର…

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri