Posted inଫୁରସତ

ନୋବେଲ ପାଇବା ପରେ ପାକିସ୍ତାନ ବୈଜ୍ଞାନିକ ମାଗିଥିଲେ ଭାରତର ସାହାଯ୍ୟ

ପାକିସ୍ତାନର ପ୍ରଥମ ନାଗରିକ ଭାବେ ନୋବେଲ ପୁରସ୍କାର ପାଇଥିଲେ ବୈଜ୍ଞାନିକ ଅବଦୁସ ସଲାମ। ପଦାର୍ଥ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ୧୯୭୯ରେ ତାଙ୍କୁ ମିଳିଥିଲା ବିଶ୍ୱର ସର୍ବଉଚ୍ଚ ସମ୍ମାନ। ବିଶ୍ୱ ସ୍ତରରେ ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ନିଜକୁ ପ୍ରକୃତ ଅଧିକାରୀ ବୋଲି ଚିନ୍ତା କରୁ ନ ଥିଲେ ଡ. ସଲାମ। ସେ ଭାବୁଥିଲେ ଏହି ପୁରସ୍କାରର ପ୍ରକୃତ ଅଧିକାରୀ ତାଙ୍କ ଗୁରୁ ତଥା ଗଣିତ ପ୍ରଫେସର ଗାଙ୍ଗୁଲି।

୧୯୪୭ ମସିହା ଦୁଇ ଦେଶର ବିଭାଜନ ପରେ ପ୍ରଫେସର ଗାଙ୍ଗୁଲି ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିବାବେଳେ ସଲାମ ବାଛିଥିଲେ ପାକିସ୍ତାନକୁ। ନୋବେଲ ପୁରସ୍କାର ପାଇବା ପରେ ଡ. ସଲାମ ଭାରତ ସରକାରଙ୍କୁ ତାଙ୍କ ଗୁରୁ ତଥା ପ୍ରୋଫେସର ଗାଙ୍ଗୁଲିଙ୍କୁ ଖୋଜି ଦେବା ପାଇଁ ସାହାଯ୍ୟ ମାଗିଥିଲେ। ଏଥିରେ ଲାଗିଥିଲା ଦୀର୍ଘ ଦୁଇ ବର୍ଷ। ୧୯୮୧, ଜାନୁୟାରୀ ୧୯ ତାରିଖରେ ଦକ୍ଷିଣ କୋଲକାତାରେ ପ୍ରୋଫେସର ଗାଙ୍ଗୁଲିଙ୍କ ଘରେ ପହଞ୍ଚିଥିଲେ ଡ. ସଲାମ।

ଆଉ ପ୍ରଫେସର ଅନୀଲେନ୍ଦ୍ର ଗାଙ୍ଗୁଲଙ୍କୁ କହିଥିଲେ, ଏହି ପଦକ ହେଉଛି ଆପଣଙ୍କ ଶୀକ୍ଷା ଓ ମୋ ଭିତରେ ଗଣିତ ପ୍ରତି ସୃଷ୍ଟି କରିଥିବା ଭଲ ପାଇବାର ଫଳ। ଏହା ତୁମ ପୁରସ୍କାର, ମୋର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିଭି ଦେଖିଲେ- କ୍ୟାରମ୍‌ ଖେଳିଲେ ଏଠାରେ ଦେବାକୁ ପଡ଼େ ଜରିମାନା…

କୋଲକାତା, ୨୭।୮: ଟିଭି ଦେଖିଲେ, କ୍ୟାରମ୍‌ ଖେଳିଲେ, ମୋବାଇଲ୍‌ରେ ଗୀତ ଶୁଣିଲେ ଜରିମାନା ଦେବାକୁ ପଡୁଥିବା କଥା ନିଶ୍ଚିତ କେତେକଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଏହା...

ବେଲି ଡ୍ୟାନ୍ସ କରୁଛି ଏହି ପକ୍ଷୀ: ଦେଖିଲେ ହସିହସି ଗଡ଼ିଯିବେ

ଘରଚଟିଆକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କର ମଧ୍ୟ ହସ ନିୟନ୍ତ୍ରଣ ହେବ ନାହିଁ। ଘରଚଟିଆ ପେଟ...

୧୨ ବର୍ଷର ଛାତ୍ର ଘରେ ବସି ରୋଜଗାର କଲେ ୨ କୋଟି

କରୋନା ମହାମାରୀ କିଛି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କାହାର ଚାକିରି ଚାଲିଯାଇଛି ତ ଆଉ କାହାର ବ୍ୟବସାୟ ମାନ୍ଦା ହୋଇଛି। ସ୍କୁଲ, କଲେଜ, ଅଫିସ...

ଏହି ଘର ବିଶ୍ୱର ସବୁଠୁ ନିରାପଦ : ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ କ୍ଷତି, ଜାଣନ୍ତୁ କେଉଁଠି

ଆଜିପର୍ଯ୍ୟନ୍ତ ବୁଲେଟ୍‌ପ୍ରୁଫ୍‌ ଘର ତିଆରି ହେଉଥିବା ଜାଣିଛେ, କିନ୍ତୁ ପରମାଣୁ ବମ୍‌ ପ୍ରୁଫ୍‌ ଘର ବିଷୟରେ କେବେ ଶୁଣିଛନ୍ତି? ଯଦି ନା ଆସନ୍ତୁ ଜାଣିବା ଏହି...

୬ ଭାରତୀୟ ଲେଖିକା

ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍‌ ଭାବରେ ନିଆଯାଇ ଉପନ୍ୟାସ ରଚନା...

ମାଟିରୁ ସୃଜନର ଓଁକାର

ଜୀବନ୍ତ ପୃଥିବୀରେ ଜୀବନସତ୍ତାକୁ ସୁରକ୍ଷିତ ରଖିବାରେ ମାଟି ବା ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମାଟିରୁ ହିଁ ସୃଜନର ଓଁକାର ସମ୍ଭବ ହୋଇପାରିଥାଏ। ତେବେ ମୃତ୍ତିକା...

ଦେଶର ପ୍ରଥମ ବରଫ କାଫେ

ମନାଲି: ଲେହ-ମନାଲି ଜାତୀୟ ରାଜପଥରେ ୧୪ ହଜାର ଫୁଟର ବରଫ କାଫେ ତିଆରି କରାଯାଇଛି। ଏହା ଦେଶର ପ୍ରଥମ ବରଫ କାଫେ। ଏଠାରେ ମସଲା ଚା’,...

ଥକିଗଲେଣି କରୋନା ଯୋଦ୍ଧା: ଫଟୋ ଭାଇରାଲ

ପିପିଇ କିଟ୍‌ ପିନ୍ଧି କାମ କରିବା ବଳିଦାନଠାରୁ କିଛି କମ୍‌ ନୁହେଁ। ମାତ୍ର କରୋନା ସମୟରେ ଆଗଧାଡିର ଯୋଦ୍ଧାମାନେ ଏହାକୁ ପିନ୍ଧି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ...

Advertisement


Archives

Model This Week