Posted inଫୁରସତ

୧୦ ଲକ୍ଷ ଖର୍ଚ୍ଚ କରି ୨୦ ଗର୍ଲଫ୍ରେଣ୍ଡ୍‌ କଲେ ଯୁବକ, ଏହି କାରଣ ପାଇଁ ନେଲେ ଏପରି ନିଷ୍ପତ୍ତି

ବିଶ୍ୱର କିଛି ଦେଶରେ ଯୁବତୀ ଯୁବକ ଡେଟିଂ, ଲଭ୍‌ ଏବଂ ରିଲେସନଶିପ୍‌ରେ ରହିବାକୁ ପସନ୍ଦ କରିଥାନ୍ତି। ଠିକ୍‌ ସେହିପରି ଆମେରିକାରେ ରହୁଥିବା ଜଣେ ଯୁବକ ରିଲେସନଶିପ୍‌ରେ ଏକ ନୂଆ କନ୍‌ସେପ୍ଟ ଆରମ୍ଭ କରିଛନ୍ତି। କିଛି ବର୍ଷ ହେବ ସେ ଜଣେ କି ଦୁଇଜଣ ନୁହେଁ, ଏକାସାଙ୍ଗରେ ୨୦ ଯୁବତୀଙ୍କ ସହ ଡେଟ୍‌ କରୁଛନ୍ତି।

ଆମେରିକାରେ ରହଥିବା ସେଟ୍‌ ସ୍କୋଲଫ କଲେଜରେ ପଢୁଥିବା ସମୟରେ ସେ ଭାବୁଥିଲେ ଏବେ ପାଠ ପଢ଼ିବା ସମୟ ତେଣୁ ଡେଟ୍‌ ପାଇଁ ସମୟ ବାହାର କରିପାରିବେ ନାହିଁ। ସେ ୟୁନିଭରସିଟି ଅଫ୍‌ ଚିକାଗୋରୁ ଫିଲୋସଫି ଏବଂ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରିଛନ୍ତି। ୨୮ ବର୍ଷ ବୟରେ ସେ ଏକ ହାଇପ୍ରୋଫାଇଲ ଜବ୍‌ କରିଥିଲେ।

ଏକ ସାକ୍ଷାତକାରରେ ସେଟ୍‌ କହିଛନ୍ତି, ମୋ ଚାକିରି ମୋ ପାଇଁ ସବୁଠୁ ବଡ଼। ମୋତେ ଅଧିକ ସମୟ କାମ କରିବାକୁ ପଡ଼ିଥାଏ। ତେଣୁ ମୁଁ ବିଶ୍ୱର ଡେଟିଂ ଆପ୍ସରେ ସମୟ ନଷ୍ଟ କରିବାକୁ ଚାହେଁନାହିଁ। କିନ୍ତୁ ଯୁବତୀମାନେ ତାଙ୍କୁ ଖୁବ୍‌ ପସନ୍ଦ କରୁଥିଲେ। ସୁଗାର ଡେଟିଂରେ ସମୟ ନଷ୍ଟ ନ କରି ସେଟ୍‌ ଗର୍ଲଫ୍ରେଣ୍ଡଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି। ଯେଉଁମାନେ ସୁନ୍ଦରୀ ଯୁବତୀ ଏବଂ ସେମାନଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବଜାୟ ରଖିବା ପାଇଁ ସୁଗାର ଆପ୍‌କୁ ଯାଇଥାନ୍ତି।

ସେଟ୍‌ କୁହନ୍ତି, ଗତ ୬ ବର୍ଷ ମଧ୍ୟରେ ୧୦ ହଜାର ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୦ ଲକ୍ଷ ଟଙ୍କା ୨୦ ଜଣ ଯୁବତୀଙ୍କ ପିଛାରେ ଖର୍ଚ୍ଚ କରିସାରିଲେଣି। ଫାଇଭ୍‌ ଷ୍ଟାର ହୋଟେଲରେ ଖାଇବା ଦେବା, ହାଇ ପ୍ରୋଫାଇଲ ରେଷ୍ଟୁରାଣ୍ଟରେ ଡିନର କରିବା, ଡିଜାଇନର ବ୍ୟାଗ୍‌ କିଣିଦେବାରେ ଅର୍ଥ ପାଣି ପରି ଖର୍ଚ୍ଚ କରିଛନ୍ତି। ସେ କହିଛନ୍ତି, ମୋର ଦୀର୍ଘଦିନ ସମ୍ପର୍କ ଥିଲା। ଏନେଇ ଲୋକଙ୍କ ମନରେ ଖରାପ ଧାରଣା ରହିଛି। ମାତ୍ର ସେମିତି କିଛି ନୁହେଁ। ଏହି ୬ ବର୍ଷ ମଧ୍ୟରେ ସେ ରିଲେସନଶିପ୍‌ଷର ରହିବା ପରେ ନିଜର ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ୍‌ କରିଛନ୍ତି। ସେ କହିଛନ୍ତି, ସେ ଏହି ଓ୍ବେବ୍‌ସାଇଟ୍‌ ଜରିଆେରେ ଅଧିକରୁ ଅଧିକ ନକଲି ସୁଗାର ଚାଇଲ୍ଡ ପ୍ରୋଫାଇଲ ହଟାଇବାକୁ ଚାହାନ୍ତି। ତେଣୁ ତାଙ୍କ ଓ୍ବେବ୍‌ସାଇଟ୍‌ ସାହାଯ୍ୟରେ ଅନେକ ଲୋକ ରିଲେସନଶିପ୍‌ରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri