କୁମ୍ଭୀର ଆଁରୁ ଏମିିତି ଚାଲାକି କରି ବଞ୍ଚିଲା କୁକୁଡା, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି
ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ ତେବେ ଉଭୟ ସ୍ତ୍ରୀ-ସ୍ବାମୀଙ୍କୁ ୩ ଦିନ ଛୁଟି ସହ ଦରମା ବି ମିଳିଥାଏ। ଗତ…
ନିର୍ବାଚନ ସମୟରେ ନେତାଙ୍କ ଅଜବ ପ୍ରତିଶ୍ରୁତି
ଚେନ୍ନାଇ,୨୭।୩: ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ବେଶ୍ ସରଗରମ ରହିଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଘୋଷଣା ପତ୍ର ଜାରି କରିଛନ୍ତି। ମତଦାତାମାନଙ୍କୁ ଆକର୍ଷିତ କରିବା ପାଇଁ କେହି କେହି ପ୍ରାର୍ଥୀ ଚାକିରି, ଘର, ଶିକ୍ଷା…
ଜାଣନ୍ତି ହୋଲିରେ କାହିଁକି ପିନ୍ଧାଯାଏ ଧଳା ପୋଷାକ
ପ୍ରତ୍ୟେକ ବର୍ଷ ଫାଲ୍ଗୁନ ମାସରେ ହୋଲି ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣା ଯୋଗୁ ଏହି ଉତ୍ସବ ଟିକେ ଫିକା ପଡ଼ିବ। ସେ ଯାହା ହେଉନା କାହିଁକି ପୌରାଣିକ ଯୁଗରୁ ପାଳିତ ହୋଇ ଆସୁଥିବା ଏହି…
କଣ୍ଟାଳିଆ ଫଳରୁ ପ୍ରସ୍ତୁତ ଆଣ୍ଟି ବ୍ୟାକ୍ଟେରିଆଲ ବ୍ୟାଣ୍ଡେଜ୍, ନିମିଷକରେ ଭଲ ହେବ ଏସବୁ
ସିଙ୍ଗାପୁର,୨୭।୩: ସିଙ୍ଗାପୁରର ବୈଜ୍ଞାନିକମାନେ ପଣସ ପରି ଦେଖାଯାଉଥିବା ଏକ କଣ୍ଟାଳିଆ ଫଳରୁ ଆଣ୍ଟି ବ୍ୟାକ୍ଟେରିଆଲ ଜେଲ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଣ୍ଡେଜ ଲଗାଇଲେ ବ୍ୟାକ୍ଟେରିଆଲ ଇନ୍ଫେକ୍ସନ, କଟା, ପୋଡ଼ା, ଦରଜ ଆଦି ଖୁବ୍ ଶୀଘ୍ର ଭଲ ହୋଇଯିବ। ଏହି ଫଳର…
କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ
ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି। ନାଗା ସାଧୁଙ୍କ ନାମ ହେଉଛି ନାରାୟଣ ନନ୍ଦ ଗିରି ମହାରାଜ। ସେ ଜୁନା ଆଖଡ଼ାର…
ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍ ଆଲୋକ ବନ୍ଦ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ପର୍ଯ୍ୟନ୍ତ ସମସ୍ତ ଅଦରକାରୀ ବିଦ୍ୟୁତ୍ ଆଲୋକ…
ଚୋର ନୁହେଁ ସୁନା ଚେନ୍ ଟେକି ନେଇଗଲେ ପିମ୍ପୁଡି, ଭାଇରାଲ ଭିଡିଓ ଦେଖିଲେ…
ଆପଣ ଅନେକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ଦେଖିଥିବେ। ହେଲେ ଆମେ ପିମ୍ପୁଡ଼ିଙ୍କର ସୁନା ଚୋରି କଥା କହିବୁ, ଯାହାକୁ ଦେଖି ଚକିତ ହେବା ସ୍ବାଭାବିକ। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଆପଣ ବିଶ୍ୱାସ କରିପାରିବେ ନାହିଁ।…
ଭାରତର ଏହି ସହରରେ ଖୋଲିଲା ପାନର ଏଟିଏମ୍, ବାର୍ କୋଡ୍ ସ୍କାନ କଲେ ମିଳିବ ମନ ପସନ୍ଦର ପାନ
ଭାରତୀୟ ସଂସ୍କୃତିରେ ପାନର ଗୁରୁତ୍ୱ ରହିଛି। ପ୍ରତ୍ୟେକ ମାଙ୍ଗଳକ କାର୍ଯ୍ୟରେ ପ୍ରଥମେ ଖୋଜାପଡ଼େ ପାନ। ପାନ ନ ଥିଲେ ପୂଜା ଯେମିତି ଅଧୁରା। ସେହିପରି ଭାରତରେ ଅନେକ ପାନପ୍ରିୟ ଲୋକ ଅଛନ୍ତି। ସେଥିପାଇଁ ଦୋକାନ ବଜାରରୁ କିଣି କି ହେଉ କି…
ସ୍ତ୍ରୀଠୁ ଅଲଗା ରହିବା ପାଇଁ ଲୁଟିଥିଲେ ବ୍ୟାଙ୍କ
ପ୍ରାୟତଃ ସହଜରେ ଶୀଘ୍ର ଓ ଅଧିକ ଟଙ୍କା ପାଇଁ ଲୁଟେରାମାନେ ବ୍ୟାଙ୍କ ଲୁଟନ୍ତି। କିନ୍ତୁ ୨୦୧୬ରେ ଆମେରିକାର କାନ୍ସାସସ୍ଥିତି ଏକ ବ୍ୟାଙ୍କ୍ ଲୁଟିଥିଲେ ଲରେନ୍ସ ରିପଲ। ବ୍ୟାଙ୍କ ଭିତରକୁ ଯାଇ ବନ୍ଧୁକ ରଖିଥିବା କହି ୩ ହଜାର ଡଲାର (୨୦ ଲକ୍ଷ…
ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…
ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ପୋଡ଼ି ଦେଉଥିବା ଦେଖାଯାଇଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଜସ୍ଥାନରେ ଦୁର୍ନୀତି ନିବାରଣ…
ଆସିଲା ‘ନୋଜ୍ ଓନ୍ଲି ମାସ୍କ’: ପିନ୍ଧି ଆରାମରେ ଖାଇପିଇ ପାରିବେ
ମହାମାରୀ କରୋନାର ଟିକା ବାହାରିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଥିଲେ। ହେଲେ ଏବେ ପୁଣି ଲେଉଟିଛି କରୋନା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି। ହେଲେ ମାସ୍କ…

