ଯୁଗ ସହିତ ନିଜକୁ ପରିବର୍ତ୍ତନ କରିଛି କାଉ: ଟ୍ୟାପ୍ ଖୋଲି ପିଉଛି ପାଣି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ତେବେ ପିଲାବେଳେ କାଉର ଚତୁରତା ବିଷୟରେ…
ସର୍ବଦା ଶିକାର କରୁଥିବା ସିଂହ ବି କରୁଛି ଏମିତି ସାହାଯ୍ୟ, ଭାଇରାଲ ଭିଡିଓ ଦେଖିଲେ ….
ସିଂହ ଏବଂ ବାଘଙ୍କ କଥା ଉଠିଲେ ଅଧିକାଂଶ ଲୋକ ଏହା କହନ୍ତି ସେମାନେ ଭୟଙ୍କର ପଶୁ। ଯେଉଁମାନେ ସର୍ବଦା ଶିକାର କରନ୍ତି। ମାତ୍ର ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଦ୍ୱାରା ଟୁଇଟରରେ ଶେୟାର ହୋଇଥିବା ଏକ ଭିଡିଓ ସେହି…
ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ବାହାରିଲା ୫୯ ଫୁଟର ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଦରଜ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କ ପେଟରୁ ୫୯ ଫୁଟର ପୋକ ବାହାରିଥିଲା। ଏହି…
ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା
ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍ ଦେଖିବାକୁ ମିଳିଥାଏ। କିନ୍ତୁ ଦିଲ୍ଲୀର ଏକ ଭିନ୍ନ ପ୍ରକାର ମୋମୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର…
ଏମିତି ମନ୍ଦିର, ଯେଉଁଠି ପାଣିରେ ଜଳେ ଦୀପ
ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ। ଗାଦିଆଘାଟ ମାତାଜୀ ମନ୍ଦିର ଏହି ଚମତ୍କାର ପାଇଁ ଜଣାଶୁଣା। କାଲିସିନ୍ଧ ନଦୀ କୂଳରେ ନିର୍ମିତ ଏହି ମନ୍ଦିରର ଚମତ୍କାରିତା ଦେଖିବା ପାଇଁ ଲୋକେ ଆସିଥାନ୍ତି।…
ସ୍କୁଟିର ଚାଲାଣ କାଟିବାରୁ ହାଇ ଭୋଲ୍ଟେଜ୍ ଡ୍ରାମା କଲେ ଏହି ମହିଳା, ପୋଲିସ ଟୋପି-ଏଟିଏମ୍ କାର୍ଡକୁ ଛଡ଼ାଇ…
ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଜରିମାନା ଲାଗିବା ସାଧାରଣ କଥା। ହେଲେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମଜାଦାର ଘଟଣା ଘଟିଛି। ଜଣେ ମହିଳା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିଲେ। ପୋଲିସ ତାଙ୍କର ଚାଲାଣ କାଟିବା ସମୟରେ ସେ ହାଇ ଭୋଲ୍ଟେଜ୍…
ନାଗିନ୍ ଟ୍ୟୁନ୍ ଶୁଣି ତଳେ ଗଡ଼ି ଏପରି ନାଚିଲା କୁକୁର, ଆପଣ ବି ଭିଡିଓ ଦେଖିଲେ…
ନାଚିବା କଥା ଯଦି ପଡେ ତେବେ ଏଭଳି କିଛି ଗୀତ ରହିଛି ଯାହା ବାଜିବା ମାତ୍ରେ ପାଦ ଆପେ ଆପେ ଉଠିଥାଏ। ଯେତେ ଚାହିଁଲେ ବି ନାଚିବାରୁ ନିଜକୁ ନିବୃତ କରିହୁଏନାହିଁ। ସେଭଳି ଗୋଟିଏ ଗୀତ ହେଲା ‘ନାଗିନ୍ ଟ୍ୟୁନ୍’। ବିଶେଷକରି…
ସୁନ୍ଦର ପୁରୁଷଙ୍କୁ ଦେଖିବା ମାତ୍ରେ ବେହୋସ୍ ହୋଇଯାଆନ୍ତି ଏହି ମହିଳା: ଆଖି ସହ ଆଖି ମିଶାଇବାକୁ….
ସୁନ୍ଦର ପୁରୁଷଙ୍କ ପ୍ରତି ମହିଳାଙ୍କ ଦୁର୍ବଳତା ରହିଥାଏ। ହେଲେ ଯଦି କେହି ହ୍ୟାଣ୍ଡସମ୍ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଚେତାଶୂନ୍ୟ ହୋଇଯିବେ କି ବୋଲି ପ୍ରଶ୍ନ କରନ୍ତି ତେବେ ଏହାକୁ ହାସ୍ୟାସ୍ପଦ ପ୍ରଶ୍ନ ବୋଲି କହିବେ ନିଶ୍ଚୟ। ମାତ୍ର ଜଣେ ମହିଳା ଏଭଳି…
ରାସ୍ତାରେ ଚାଲୁ ଚାଲୁ ଖସିଗଲା ଗୋଡ଼, ଆଉ ତା’ ପରେ…
ବେଳେବେଳେ ରାସ୍ତାରେ ଯିବା ସମୟରେ ହେଉ କି କୌଣସି କାମ କରୁଥିବା ସମୟରେ ହେଉ ଆମର ପାଦ ଖସି ଯାଇଥାଏ। ପରେ ଆମକୁ କଷ୍ଟ ଲାଗେ। ଏପରିକି ହାତଗୋଡ଼ ମଧ୍ୟ ଭାଙ୍ଗି ଯାଇଥାଏ। ଫଳରେ ଆମକୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପଡ଼ିଥାଏ।…
ଜିମ୍ ସେଣ୍ଟରରେ ଓ୍ବାର୍କଆଉଟ୍ କରୁଥିଲେ ବ୍ୟକ୍ତି, ଏମିତି କିଛି ଦୃଶ୍ୟ ଦେଖି ଲୋକେ କହିଲେ…
ସୋସିଆଲ ମିଡିଆରେ ଏବେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଜିମ୍ ସେଣ୍ଟରରେ ଓ୍ବାର୍କଆଉଟ୍ କରୁଥିବା ନଜର ଆସିଛନ୍ତି। ଏଥିରେ ବ୍ୟକ୍ତିଙ୍କ ଗୋଡ଼ ଏକ କୁକୁଡ଼ା ଗୋଡ଼ ପରି ଦେଖାଯାଉଛି। ଯାହା ଦେଖି ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।…
ଅଧା ଶରୀର କୁକୁର, ଅଧା ବାଘ
ବିଶ୍ୱରେ ଅନେକ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି। ମାତ୍ର ଏଥିମଧ୍ୟରୁ କିଛି ପ୍ରଜାତି ବିଲୁପ୍ତ ପ୍ରାୟ। ଏହିପରି ଏକ ପ୍ରଜାତି ହେଉଛି ତସମାନିଆ ବାଘ। ଏହି ପ୍ରଜାତି ପ୍ରାଣୀର ଶରୀର ଅଧା କୁକୁର ଏବଂ ଅଧା ବାଘ ପରି ଦେଖାଯାଏ। ଏହି ପ୍ରଜାତିର…
ଜାଣନ୍ତି ପାଣିରେ ଗୋଲାକାର ଭାବେ କାହିଁକି ପହଁରନ୍ତି ସାମୁଦ୍ରିକ ଜୀବ
କିଛି ସାମୁଦ୍ରିକ ଜୀବ ଅଛନ୍ତି, ଯେଉଁମାନେ ପାଣିରେ ଗୋଲାକାର ଭାବେ ପହଁରିଥାନ୍ତି। ସାଧାରଣତଃ ଏପରି ଗତିବିଧି ବଡ଼ ଜୀବ ଯେମିତିକି ଶାର୍କ, ହ୍ବିଲ୍ ଏପରିକି କଇଁଛଙ୍କଠାରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ। ୟୁନିଭରସିଟି ଅଫ୍ ଟୋକିଓର…

