ଅମାନିଆଙ୍କ ହାତରେ କରୋନା ଦୂତ ଷ୍ଟାମ୍ପ୍
ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି…
ଘର ମହକାଉଛି ବାସିଫୁଲ
ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଥିବା ବାସିଫୁଲ ବି ଦେଇପାରିବ କୋଟି କୋଟି ଟଙ୍କାର ରୋଜଗାର, ଯାହାକୁ କରି ଦେଖାଇଛନ୍ତି କାନପୁରର ଅଙ୍କିତ ଅଗ୍ରଓ୍ବାଲ। ଗଙ୍ଗାନଦୀ କୂଳରେ ନିଜର ବିଦେଶୀ ବନ୍ଧୁଙ୍କ ସହ ବସିଥିବାବେଳେ ହଠାତ୍ ତାଙ୍କ ମୁଣ୍ଡକୁ ଜୁଟିଥିଲା ଏଭଳି ଏକ…
ପାକିସ୍ତାନ ଯୁବକଙ୍କ ପ୍ରେମରେ ଓଡ଼ିଶାର ଏହି ମହିଳା, ଭେଟିବା ପାଇଁ ପହଞ୍ଚିଲେ ସୀମାରେ; ଆଉ ତା’ ପରେ…
ଇସଲାମାବାଦ,୮।୪: ସୋସିଆଲ ମିଡିଆ ଜରିଆରେ ଭାରତର ଜଣେ ମହିଳା ପାକିସ୍ତାନର ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଘର ଛାଡ଼ି ପଞ୍ଜାବର ଡେରା ବାବା ନାନକସ୍ଥିତ କରତାପୁର ସୀମାରେ ପହଞ୍ଚିଛନ୍ତି। ଏହି ମହିଳା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ୫ ବର୍ଷର…
ଦେହସାରା ବ୍ୟାଣ୍ଡେଜ୍ ବାନ୍ଧି ବିବାହ କଲେ ଯୁବକ
ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି। ଜଣେ ଯୁବକ ବିବାହରେ ଦେହରେ ବ୍ୟାଣ୍ଡେଜ୍ ଗୁଡ଼ାଇ…
ଦେଶର ସବୁଠୁ ଛୋଟ ଓକିଲ!
ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର କୌର। କମ୍ ଉଚ୍ଚତା ଯୋଗୁ ତାଙ୍କୁ ଅନେକ ସମୟରେ ଲୋକଙ୍କର ଟାର୍ଗେଟରେ ରହିବାକୁ ପଡୁଥିଲା।…
ଦୁଇ ଭଉଣୀଙ୍କ ଜଣେ ବୟଫ୍ରେଣ୍ଡ, ଏକା ସାଙ୍ଗରେ କରିବାକୁ ଚାହୁଁଛନ୍ତି ବିବାହ
ବେଳେବେଳେ ଅଜବ କଥା ଶୁଣିବାକୁ ମିଳିଥାଏ। ଏଥିରୁ କିଛି କଥା ବିଶ୍ୱସନୀୟ ହୋଇଥିବା ବେଳେ ଆଉ କିଛି ଅବିଶ୍ୱସନୀୟ ଲାଗିଥାଏ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ଏଠାରେ ରହୁଥିବା ଦୁଇ ଯାଁଳା ଭଉଣୀ ଏନା ଏବଂ ଲୁସିଙ୍କର ଜଣେ…
ନାବାଳିକାଙ୍କ ପେଟରୁ ବାହାରିଲା ଫୁଟବଲ ଆକାରର ଦୁଇଟି ଟ୍ୟୁମର
ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଟିମ୍ ୧୨ ବର୍ଷର ଜଣେ ନାବାଳିକାଙ୍କ ପେଟରୁ ଫୁଟବଲ ଆକାରର ଦୁଇଟି ଟ୍ୟୁମର ବାହାର କରିଛନ୍ତି। ଗତ ୪-୫ ବର୍ଷ ଧରି ନାବାଳିକାଙ୍କ ପେଟରେ ଦରଜ ହେଉଥିଲା। ଧୀରେ ଧୀରେ ଏହାର ଆକାର ବଢ଼ିବାରେ…
ମାଲିକ ଚାକିରିରୁ ବାହାର କରିଦେବାରୁ ଯୁବକ ନେଲେ ଏମିତି ପଦକ୍ଷେପ
ମାଲିକ ଚାକିରିରୁ ବାହାର କରିଦେବା ଜଣେ ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଅପମାନଜନକ ହୋଇଥାଏ। କିଛି ଲୋକ ଚୁପ୍ଚାପ ଚାଲି ଯାଉଥିବା ବେଳେ ଆଉ କିଛି ଲୋକ ଅପମାନକୁ ବରଦାସ୍ତ କରିପାରନ୍ତି ନାହିଁ। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ପ୍ରୟାସ କରିଥାନ୍ତି।…
ମାତ୍ର ୪୦ ମିନିଟ୍ରେ ଆଗରେ ଥିବା ଯୁବତୀଙ୍କୁ ହୃଦୟ ଦେଇ ବସିଥିଲେ ଚାଇନା ରାଷ୍ଟ୍ରପତି; କିଛି ଏଭଳି…
ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିଷୟରେ କଥା ପଡ଼ିଲେ ଏକ ବିସ୍ତାରବାଦୀ ନେତାଙ୍କ ଛବି ମନକୁ ଆସେ। ପଡୋଶୀ ଦେଶ ସହ ତିକ୍ତତା ଏବଂ ବିଶ୍ୱ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ସେ ସର୍ବଦା ଚେଷ୍ଟିତ। ଚାଇନାର କମ୍ୟୁନିଷ୍ଟ ଶାସନରେ…
ଲକ୍ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍-ବସ୍ ହେଲେ ବ୍ୟକ୍ତି
ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍ ଭୟଙ୍କର ରୂପ ଧାରଣ କରିଛି। ଭାକ୍ସିନ ଆସିବା ସତ୍ତ୍ୱେ ଏହାକୁ କାବୁ କରାଯାଇପାରିନାହିଁ। ତେଣୁ କରୋନା ମୁକାବିଲା…
ପାରାକୁ ପାଣି ଟିକେ ଦେବା ପାଇଁ ପିଲାଟି କରୁଛି ଏପରି, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଏମିତି ଗାଁ: ଯେଉଁଠି ରହିବାକୁ ହେଲେ କାଟିବାକୁ ପଡ଼େ ଏହି ଅଙ୍ଗ
ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ରହିବାକୁ ହେଲେ କିଛି ନା କିଛି ନିୟମ ମାନିବାକୁ ପଡ଼ିଥାଏ। ମାତ୍ର ଥରେ ଭାବିଲେ ଏମିତି ଏକ ଗାଁ ଅଛି ଯେଉଁଠି ରହିବାକୁ ହେଲେ ଶରୀରର ଗୋଟିଏ ଅଙ୍ଗ କାଟିବାକୁ ପଡ଼ିବ। ଶୁଣିବାକୁ…

