ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩ ଶହରୁ ଅଧିକ ସହରର ୨ ହଜାର ଜଣଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଦେଶର ସବୁଠାରୁ ସେକ୍ସି ଏବଂ ମୋଷ୍ଟ ଏଲିଜିବଲ ବ୍ୟାଚଲର କିଏ ବୋଲି ସର୍ଭେରେ ଭୋଟିଂ କରାଯାଇଥିଲା। ୧୮ ପ୍ରତିଶତ ପୁରୁଷ ଏବଂ ୧୭ ପ୍ରତିଶତ ମହିଳା ୬୮ ବର୍ଷୀୟ ପୁଟିନଙ୍କୁ ଭୋଟ ଦେଇଥିଲେ। ଦେଶବାସୀ ଏବେ ବି ପୁଟିନଙ୍କୁ ଆକର୍ଷଣୀୟ ପୁରୁଷ ବୋଲି ବିବେଚନା କରୁଛନ୍ତି ବୋଲି ସର୍ଭେ କରିଥିବା ସୁପରଜବ୍‌ ନାମକ ଓ୍ବେବସାଇଟ୍‌ କହିଛି। ଡିମିଟ୍ରି ନାଗିଭ, ଡାନିଲା କୋଜଲୋଭସ୍କି, କନଷ୍ଟାଣ୍ଟିନ ଖାବେନସ୍କିଙ୍କ ଭଳି ଅଭିନେତା, ମଡେଲ ଆଦିଙ୍କୁ ପୁଟିନ୍‌ ପଛରେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

ଇସାଲାମାବାଦ୍‌,୧୧।୯: ପାକିସ୍ତାନରେ ଏବେ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳ, ପରିବା,...

ବିଶାଳକାୟ କୁମ୍ଭୀରକୁ ମସାଜ କରୁଛନ୍ତି ଯୁବତୀ, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ, ଯାହା ଅତ୍ୟନ୍ତ ଭୟଙ୍କର। ସେଥିପାଇଁ ଏହି ଜୀବକୁ ସବୁବେଳେ ବନ୍ଦ କରି ରଖାଯାଏ। ପ୍ରାୟ ସମସ୍ତେ ଏହା ନିକଟକୁ ଯିବାକୁ...

୬ଦିନ ପରେ ମୁଁ ପୁଣି ଆସିବି…

ଇସଲାମାବାଦ,୨୬ ।୫: ଶେଷ ହୋଇଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଜାଦୀ ମାର୍ଚ୍ଚ । ସଂସଦ ବାହାରେ ପୋଲିସ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଏହି ଦେଶରେ ଏବେ ଚାଲିଛି ୨୦୧୩ ମସିହା, କାରଣ ଜାଣିଲେ…

ଦୁନିଆ ଏକ ନୂଆ ବର୍ଷରେ ପାଦ ଦେଇଛି। ଏବେ ଲୋକମାନେ ନୂଆବର୍ଷ ପାଳନ କରିବା ପରେ ନିଜ ନିଜ କାମକୁ ଫେରିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ବିଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

ଓ୍ବାଶିଂଟନ,୮।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ପରସ୍ପର ମଧ୍ୟରେ ପ୍ରତିଯୋଗୀତା ସେତେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ...

ଅନ୍ତିମ ସଂସ୍କାରବେଳେ ଜୀବନ୍ତ ହୋଇଗଲେ ଯୁବତୀ; ତାପରେ…

ମିରଟ, ୨୭।୮: ଉତ୍ତର ପ୍ରଦେଶର ମିରଟ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ମଓ୍ବାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଡାକ୍ତର ମୃତ...

ଅଲ୍‌ ଇଣ୍ଡିଆ ରେଡିଓ

ଅଲ୍‌ ଇଣ୍ଡିଆ ରେଡିଓକୁ ଆକାଶବାଣୀ ମଧ୍ୟ କୁହାଯାଇଥାଏ, ଯାହାକି ନା କେବଳ ଭାରତର ପ୍ରଥମ ରେଡିଓ ପ୍ରସାରଣ ସେବା ବରଂ ପୃଥିବୀର ଏକ ସର୍ବପୁରାତନ ରେଡିଓ...

ଶିକ୍ଷା ହିଁ ଆଣେ ବିକାଶ

ଶିକ୍ଷା ହେଉଛି ଏକ ମାନବିକ ଅଧିକାର। ସମସ୍ତେ କିଭଳି ଲେଖିବା, ପଢ଼ିବା ଜାଣିବେ ତାହା ପୃଥିବୀର ପ୍ରତି ଦେଶ ସରକାରଙ୍କ ଦାୟିତ୍ୱ। ଯେକୌଣସି ଦେଶର ବିକାଶ...

Advertisement
Archives

Model This Week