Posted inଫୁରସତ

ମାଲିକ ଚାକିରିରୁ ବାହାର କରିଦେବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ମାଲିକ ଚାକିରିରୁ ବାହାର କରିଦେବା ଜଣେ ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଅପମାନଜନକ ହୋଇଥାଏ। କିଛି ଲୋକ ଚୁପ୍‌ଚାପ ଚାଲି ଯାଉଥିବା ବେଳେ ଆଉ କିଛି ଲୋକ ଅପମାନକୁ ବରଦାସ୍ତ କରିପାରନ୍ତି ନାହିଁ। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ପ୍ରୟାସ କରିଥାନ୍ତି।

ଆମେରିକାର ଜଣେ ଯୁବକଙ୍କ କ୍ଷେତ୍ରରେ ଏପରି ଘଟିଛି। ଉତ୍ତର କ୍ୟାରୋଲିନାର ଥଣ୍ଡର ରୋଡ୍‌ସ୍ଥିତ ଓ୍ବାଲମାର୍ଟ ଷ୍ଟୋରରେ ଜେଣ୍ଟ୍ରି ନାମକ ଜଣେ ୩୨ ବର୍ଷୀୟ ଯୁବକ କାମ କରୁଥିଲେ। କୌଣସି କାରଣରୁ ମାଲିକ ତାଙ୍କୁ ଚାକିିରିରୁ ବାହାର କରିଦେଲେ। ଏଥିରେ ସେ ରାଗି ଘରକୁ ଆସି କାର୍‌ ନେଇ ସିଧା ଷ୍ଟୋର୍‌ ଭିତରେ ପୂରାଇ ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛି। ପୋଲିସ କହିଛି ଦୋକାନରେ ଅନ୍ୟ କୌଣସି କ୍ଷତି ଘଟିନାହିଁ। ମାତ୍ର ବହୁତ ସାମଗ୍ରୀ ନଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜରୁରୀ ହୋଇପଡ଼ିଛି ସଂସ୍କୃତ ଭାଷାର ପ୍ରସାର

ଭାରତରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଶୁଭ ଉତ୍ସବ ସଂସ୍କୃତ ଦିବସ ଭାବରେ ପାଳନ କରାଯାଏ। ଚଳିତବର୍ଷ ଏହା ଅଗଷ୍ଟ ୩୧ରେ ପାଳନ କରାଯାଉଛି। ଶ୍ରାବଣ ପୂର୍ଣ୍ଣିମା...

ଲଭ୍‌ଷ୍ଟୋରୀରେ ଟୁଇଷ୍ଟ୍‌: କନ୍ୟା ବିଦା ହୋଇ ନ ପାରି ବରଙ୍କୁ ନେଇଗଲେ ନିଜ ଘରକୁ ଆଉ ତାପରେ…

କାନପୁର, ୧୩।୭: ବିବାହ ପରେ କନ୍ୟା ବାପଘରୁ ବିଦା ହୋଇ ବର ଘରକୁ ଆସିଥାନ୍ତି। ତେବେ ଉତ୍ତରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପରସ୍ପରକୁ...

ଅଧିକ ବୁଦ୍ଧିମାନ ହୁଅନ୍ତି ରାତିରେ ଡେରିରେ ଶୋଉଥିବା ଲୋକେ…

ବୌଦ୍ଧିକସ୍ତର ବ୍ୟକ୍ତିର ଖାଦ୍ୟ ଗ୍ରହଣଶୈଳୀ ଶୋଇବା ସମୟ ଉପରେ ନିର୍ଭର କରେ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ...

ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ...

୧୦ ମାସ ପରେ ୧୭୦୦ କିମି ରାସ୍ତା ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଟ୍ରକ

ଥିରୁଭାନନ୍ତପୁରମ, ୧୮।୭- ସାଧାରଣତଃ ୧୭୦୦ କିମି ରାସ୍ତା ଅତିକ୍ରମ କରିବା ଲାଗି ଗୋଟିଏ ଟ୍ରକ୍‌ ୫ରୁ ୭ ଦିନ ସମୟ ନେଇଥାଏ। କିନ୍ତୁ ଶୁଣିଲେ ବିଶ୍ୱାସ...

ଭଙ୍ଗା ହୃଦୟରେ ଲେଖିଥିବା କବିତା ୩ କୋଟି ୮୯ ଲକ୍ଷ ଟଙ୍କାରେ ବିକ୍ରି

କୁହାଯାଏ ଯେ, ବେଳେବେଳେ ହୃଦୟର ଯନ୍ତ୍ରଣା ତୁମର ମୂଲ୍ୟ ବଢାଇଥାଏ। ଲଣ୍ଡନର ବାସିନ୍ଦା ଆର୍କ ହେଡ୍ସଙ୍କ ସହ ସମାନ ଘଟଣା ଘଟିଛି। ଛାଡପତ୍ରର ଦୁଃଖ ତାଙ୍କ...

ପାର୍ବଣରେ…

ପାର୍ବଣ ଆସିଲେ ହିଁ ମନରେ ଭରିଯାଏ ଆନନ୍ଦ। ଏହି ଅବସରରେ କିଏ କେମିତି ଖୁସି ମନାଇବେ ସେଥିପାଇଁ କେତେ କଳ୍ପନାଜଳ୍ପନା। କିନ୍ତୁ ଏମିତି କେତେଜଣ ଅଛନ୍ତି...

କୂଅରେ ପଡ଼ିଗଲା ବିଲେଇ, ଉଦ୍ଧାର କରିବାକୁ ଡେଇଁଲା ମାଙ୍କଡ଼, ଭିଡିଓ ଦେଖିଲେ…

ପଶୁମାନେ ସିନା କଥା କହିପାରନ୍ତିନି ମାତ୍ର ସେମାନେ ମଣିଷମାନଙ୍କଠାରୁ ବେଶ୍‌ ବୁଦ୍ଧିଆ ହୋଇଥାନ୍ତି। ସେମାନଙ୍କର ମଧ୍ୟ ସ୍ନେହ, ଶ୍ରଦ୍ଧା, ଭଲପାଇବା ଆଗରେ ମଣିଷ ମଧ୍ୟ ହାର୍‌...

Advertisement
Archives

Model This Week