Posted inଫୁରସତ

ଏମିତି ଗାଁ: ଯେଉଁଠି ରହିବାକୁ ହେଲେ କାଟିବାକୁ ପଡ଼େ ଏହି ଅଙ୍ଗ

ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ରହିବାକୁ ହେଲେ କିଛି ନା କିଛି ନିୟମ ମାନିବାକୁ ପଡ଼ିଥାଏ। ମାତ୍ର ଥରେ ଭାବିଲେ ଏମିତି ଏକ ଗାଁ ଅଛି ଯେଉଁଠି ରହିବାକୁ ହେଲେ ଶରୀରର ଗୋଟିଏ ଅଙ୍ଗ କାଟିବାକୁ ପଡ଼ିବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।

ଏମିତି ଗାଁ ରହିଛି ଆଣ୍ଟାର୍କଟିକାର ମହାଦ୍ୱୀପରେ। ଏହାର ନାମ ‘ବିଲାସ ଲାସ ଆଷ୍ଟ୍ରେଲାସ’। ଏଠାରେ ଗ୍ରୋସରି ଦୋକାନ, ବ୍ୟାଙ୍କ, ସ୍କୁଲ, ଛୋଟମୋଟ ଅଫିସ ଏବଂ ହସ୍ପିଟାଲ ରହିଛି। ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ମିଳିଯାଉଛି। ମାତ୍ର ହସ୍ପିଟାଲରେ ଏତେ ସୁବିଧା ନାହିଁ। ଭଲ ଚିକିତ୍ସା ପାଇଁ ଆଣ୍ଟାର୍କଟିକାରେ ଏକ ବଡ଼ ହସ୍ପିଟାଲ ରହିଛି। ଯାହାକି ବିଲାସ ଲାସ ଆଷ୍ଟ୍ରେଲାସ ଠାରୁ ୧୦୦୦ କିଲୋମିଟର ଦୂର। ତେଣୁ ଯଦି ଏହି ଗାଁର କୌଣସି ଲୋକଙ୍କ ଆପେଣ୍ଡିକ୍ସ ସାଇଟ୍‌ ଦରଜ ହୁଏ ତେବେ ଏହାକୁ କାଟି ବାହାର କରିଦିଆଯାଏ। ଏହା ଦ୍ୱାରା ମଣିଷ ସୁସ୍ଥ ରହିଥାଏ ବୋଲି ଏଠାରେ ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ରାଜା ଅବସର ସମୟରେ କରନ୍ତି ମେକାନିକ୍‌ କାମ…

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।...

ରାମମନ୍ଦିର ନିର୍ମାଣ ନେଇ ଅଧିକ ଖୁସି ହେଉଛନ୍ତି ରାବଣ

ଫରିଦାବାଦ୍‌, ୨୯।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରିବେ। ଏହି ଅବସରରେ ସାଧୁସନ୍ଥଙ୍କ ସମେତ ପ୍ରାୟ ୨୦୦ଜଣ ଅତିଥି...

ପିଆନୋ ହାଉସ୍‌

ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ...

ଡକ୍ଟର ମ୍ୟାଙ୍ଗୋ

ଲକ୍ଷ୍ନୌ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସେବା ଓ ନିଷ୍ଠାପର କାମକୁ ସମ୍ମାନ ଜଣାଇବା ପାଇଁ ଆସିଛି ଡକ୍ଟର ମ୍ୟାଙ୍ଗୋ। କଥାଟା ଶୁଣିବାକୁ ହୁଏତ...

ଏହି ଗାଁରେ ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନି ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମା’ଙ୍କର ଜମଜ...

ବରଫ ଭିତରେ ପଶି ଶିକାର କଲା ଭାଲୁ : ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭାଲୁ ବରଫ ପାହଡ ଭିତରେ ପଶି ମାଛକୁ ଧରୁଥିବା ଭିଡିଓ ବେଶ ଭାଇରାଲ...

ବିଲେଇ ଆଁରୁ ଚକମା ଦେଖାଇ ଖସିଲା ପକ୍ଷୀ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା କୁକୁଡ଼ା: ପରେ କଲା ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

Advertisement

BGU

Archives

Model This Week

Why Dharitri