Posted inଫୁରସତ

ନାବାଳିକାଙ୍କ ପେଟରୁ ବାହାରିଲା ଫୁଟବଲ ଆକାରର ଦୁଇଟି ଟ୍ୟୁମର

ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଟିମ୍‌ ୧୨ ବର୍ଷର ଜଣେ ନାବାଳିକାଙ୍କ ପେଟରୁ ଫୁଟବଲ ଆକାରର ଦୁଇଟି ଟ୍ୟୁମର ବାହାର କରିଛନ୍ତି। ଗତ ୪-୫ ବର୍ଷ ଧରି ନାବାଳିକାଙ୍କ ପେଟରେ ଦରଜ ହେଉଥିଲା। ଧୀରେ ଧୀରେ ଏହାର ଆକାର ବଢ଼ିବାରେ ଲାଗିଲା। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଲା। ପରେ ପରିବାର ଲୋକେ ନାବାଳିକାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲକୁ ନେଇଥିଲେ। ସେଠାରେ ତରୁଣ ମିତ୍ତଲ (ଲାପ୍ରୋସ୍କୋପିକ୍‌ ଆଣ୍ଡ୍‌ ବାରିୟାଟ୍ରିକ୍‌ ସର୍ଜନ) ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତର ପେଟରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ସିଟି ସ୍କାନ କରିବାରୁ ପେଟରେ ଦୁଇଟି ବଡ଼ ବଡ଼ ଟ୍ୟୁମର ଥିବା ଦେଖିବାକୁ ମିଳିଥିଲା। ଏହାକୁ ସର୍ଜିକାଲ ଟିମ୍‌ର ନେତୃତ୍ୱରେ ଡା. ତରୁଣ ମିତ୍ତଲ, ଡା. ଆଶିଷ ଦେ, ଡା. ଅନମୋଲ ଆହୁଜା ସଫଳତାର ସହ ଅପରେଶନ କରାଇଥିଲେ। ବର୍ତ୍ତମାନ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଉପାୟରେ ଚୋରା ମଦ ନେଉଥିଲେ ମାଫିଆ, ଭିଡିଓ ଦେଖିଲେ କହିବେ…

ମଦ ଚୋରାଚାଲାଣ ଏକ ନିତିଦିନିଆ ଘଟଣା। ମାତ୍ର ବେଳେବେଳେ ଚୋରଙ୍କ ଉପାୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେହିପରି ଏକ ଅଜବ ଉପାୟରେ ମଦ ଚୋରାଚାଲାଣ...

ଗାଡ଼ି ଦାମ୍‌ ୫୬ ହଜାରକୁ ଜରିମାନା ୪୨ ହଜାର ଟଙ୍କା

ଭାଗଲପୁର: ସେପ୍ଟେମ୍ବର୧ ରୁ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ବିହାର ଭାଗଲପୁର ସହରରେ ସବୁଠାରୁ ବେଶୀ ଜରିମାନା ୧୫ ବର୍ଷ ବୟସ୍କ ଜଣେ...

ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ୍‌…

ଅନ୍ତିମ ସଂସ୍କାର ଯାତ୍ରାରେ ଲୋକେ ସମବେତ ହୋଇ ମୃତକଙ୍କ ସହିତ ସଂସ୍କାର ସ୍ଥଳକୁ ଯାଇଥାନ୍ତି। ତେବେ ଆମେରିକାରେ କ୍ୟାନସରରେ ମୃତ୍ୟୁ ଘଟିଥିବା ଜଣେ ୧୪ ବର୍ଷ...

କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା

ଡଗ୍‌ ଏବଂ କ୍ୟାଟ୍‌ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ୟୁରୋପରେ...

ମୋତେ ତରବାରୀ ଦିଅନ୍ତୁ, ସ୍ତ୍ରୀଙ୍କୁ ଯୁଦ୍ଧରେ ପରାସ୍ତ କରି ଛାଡପତ୍ର ନେବି

ଆମେରିକାର ଏକ କୋର୍ଟ ରୁମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ଏକ ଅଜବ ସର୍ତ୍ତ...

ପଣ୍ଡିତ କିଏ? କୁହ ଜ୍ଞାନୀ କିଏ?

ଆମେ ଦେଖୁ ଯେ ସଂସାରରେ ଯିଏ ଭଲ ଦି’ପଦ କହିପାରିଲା, କଥା କଥାକେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ ପ୍ରସଙ୍ଗ ସହିତ ଜଡ଼ିତ ଥାଉ କି...

ପୁରୁଣା ଟିଭି ସେଟ୍‌ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ

ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା...

ଗାଡିରେ ବସି ଜଳନ୍ତା ସିଗାରେଟ୍‌ ବାହାରକୁ ଫିଙ୍ଗିଲେ ୫ ଲକ୍ଷ ଟଙ୍କା ଜରିମାନା

ସିଡନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଏବେ...

Advertisement

BGU

Archives

Model This Week

Why Dharitri