ଅମାନିଆଙ୍କ ହାତରେ କରୋନା ଦୂତ ଷ୍ଟାମ୍ପ୍‌

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି କେହି ବିନା ମାସ୍କରେ ଘରୁ ବାହାରିବ ତେବେ ପୋଲିସ ଏହି ଅମାନିଆଙ୍କ ହାତରେ ’ମୁଁ କରୋନା ଦୂତ’ ଲେଖାଥିବା ଏକ ସିଲ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏପରି ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ପୋଲିସ। ଖାଲି ଷ୍ଟାମ୍ପ ନୁହେଁ, କଟକଣା ଉଲ୍ଲଂଘନକାରୀଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିବ ଏବଂ ସେମାନଙ୍କୁ ଜେଲ ବି ପଠାଯିବା ବୋଲି ଜଣାପଡ଼ିଛି। ଏହି ଅଭିଯାନ ବିଦିଶା କଲେକ୍ଟର ଡା. ପଙ୍କଜ ଜୈନଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ରୋକିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲିକଙ୍କ ସହ ସ୍କିପିଂ କରି ବିଶ୍ୱ ରେକର୍ଡ କଲା କୁକୁର, ଭିଡିଓ ଦେଖିଲେ…

ଦୀର୍ଘଦିନ ଧରି ଲୋକମାନେ ସେମାନଙ୍କର ଦକ୍ଷତା ଆଧାରରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣ ମଧ୍ୟ ନିଶ୍ଚୟ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ସେମାନଙ୍କର...

ଦ୍ୱିତୀୟ ଲହର ଡାକିଆଣିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ, ୧୧।୫: ଦେଶରେ ଦିନକୁ ପାଖାପାଖି ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ କଲବଲ ହେଉଥିବାବେଳେ ପ୍ରାୟ ୪ ହଜାରଙ୍କ ଦୈନିକ ମୃତ୍ୟୁ ଘଟୁଛି।...

ପାରଦର୍ଶୀ ଜଙ୍ଗଲ: ହିଂସ୍ର ପ୍ରାଣୀଙ୍କୁ ସହଜରେ ହୁଏ ଦେଖି

ବ୍ୟାଙ୍କକ,୧।୨: ଜଙ୍ଗଲ ପୁଣି ପାରଦର୍ଶୀ। ମାନେ ଏପଟୁ ଦେଖିଲେ ସେପଟେ ଯାହା ଥିବ ସବୁ ଦେଖାଯିବ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ...

ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି, ୨୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର...

ଛୁଆକୁ କ’ଣ ଶିକ୍ଷା ଦେଉଛି ସିଂହୀ, କୁହନ୍ତୁ ତ..

ମା’ ଓ ଶିଶୁ ମଧ୍ୟରେ ସମ୍ପର୍କ ନିବିଡ଼। ମଣିଷ ହେଉ ଅବା ପଶୁ ନିଜର ଜନ୍ମିତ ଶିଶୁ ପାଇଁ ସମସ୍ତେ ହୋଇ ଉଠନ୍ତି ବ୍ୟାକୁଳ। ମା’...

ଚାଲିଥିଲା ଜୁମ୍‌ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…

କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ...

କୋଭିଡ-୧୯ ମୁକାବିଲା: ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୪.୫ ଲକ୍ଷ ପରିବାର

ଭୁବନେଶ୍ୱର, ୧୮।୪(ବ୍ୟୁରୋ): କରୋନା (କୋଭିଡ-୧୯) ସାରା ବିଶ୍ୱରେ କେବଳ ଏକ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ଏହା ଅନେକ ଅର୍ଥନୈତିକ ସମସ୍ୟା ମଧ୍ୟ ସୃଷ୍ଟି କରିଛି। ଏହାର...

ଆଜି ରାଜ୍ୟରେ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୭।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା...

Advertisement
Archives

Model This Week