ଫୁରସତ

୭ମାସରେ ତିଆରି ହେଲା ୪କୋଟିର ଏହି ନିଆରା ଡାଇମଣ୍ଡ ଚେନ୍‌

ହଲିଉଡ୍‌ର ବେଶ୍‌ ଜଣାଶୁଣା ରେପର ଗାୟକ ଟାଇଲର ଦ କ୍ରିଏଟର୍‌ଙ୍କ ନିକଟରେ ଏକ ନୂଆ ଆଲବମ୍‌ ‘କଲ ମି ଇଫ୍‌ ୟୁ ଗେଟ୍‌ ଲଷ୍ଟ’ର ରିଲିଜ୍‌ ହୋଇଛି। ଏହି ଗୀତକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ସମସ୍ତଙ୍କ ମନରେ…

ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ବାସନ ଧୋଇବାକୁ କହିଲେ ବରକନ୍ୟା, କାରଣ ଜାଣିଲେ…

ବିବାହ ଉତ୍ସବରେ ନାଚ, ଗୀତ, ଖୁସି ମଜା ସାଧାରଣ କଥା। ମାତ୍ର ଏମିତି ଏକ ବିବାହ ଉତ୍ସବର କାହାଣୀ ଭାଇରାଲ ହେଉଛି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁ ବିବାହରେ ବରଯାତ୍ରୀଙ୍କୁ ଅଇଁଠା ବାସନ ଧୋଇବାକୁ ପଡ଼ିଛି। ଏହି ଘଟଣା ଏବେ ସୋସିଆଲ…

ଗୋଟିଏ ଗଛରେ ଫଳିଛି ୧୨୧ ପ୍ରକାରର ଆମ୍ବ

ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଆମ୍ବ ହିଁ ଫଳିଥାଏ। ମାତ୍ର ଏକ କମ୍ପାନୀର ବଗିଚାରେ ଆମ୍ବ ଗଛ ଲଗାଯାଇଛି, ଯେଉଁଥିରେ ୧୨୧ ପ୍ରକାର ଆମ୍ବ ଫଳିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଆମ୍ବ ଫଳିଛି ଉତ୍ତରପ୍ରଦେଶର ସାହାରନପୁରରେ। ଏଠାରେ…

ଅଧା ବାହାଘର ପରେ ସିନ୍ଦୂର ଲଗାଇବାକୁ ମନା କଲେ କନ୍ୟା, କହିଲେ ଏପରି…

ରାଞ୍ଚି,୧।୭: ବିବାହ ମଣ୍ଡପରେ ବର-କନ୍ୟାଙ୍କ ବାହାଘର ଅଧା ସରିବା ପରେ ହଠାତ୍‌ କନ୍ୟାଙ୍କ ଆଚରଣ ନେଇ ବିବାହ ଅଟକି ଯାଇଛି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ମୌସିବାଡ଼ି ଅଞ୍ଚଳରେ ଏଭଳି…

ଏମିତି ଚାକିରି: ଯେଉଁଠି ଟ୍ରେନ୍‌ରେ ଲୋକଙ୍କୁ ଧକ୍କା ମାରିବାକୁ ପଡ଼େ

ସାଧାରଣତଃ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିତ୍ୟାନ୍ତ ଆବଶ୍ୟକ। ଏହା ମୌଳିକ ଆବଶ୍ୟକତା। ଆଉ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଜଣେ ଲୋକକୁ କିଛି ନା କିଛି ରୋଜଗାର କରିବା ନିହାତି ଦରକାର। ଅନେକ ଲୋକ ପେଟ…

କନ୍ୟାଙ୍କ ହାତ ଜିତିବା ପାଇଁ ସ୍ବଂୟବରରେ ଧନୁ ଭାଙ୍ଗିଲେ ବର

ଭଗବାନ ରାମ ସ୍ବଂୟବରରେ ମା’ ସୀତାଙ୍କୁ ବିବାହ କରିବା ପାଇଁ ଭଗବାନ ଶିବଙ୍କ ଧନୁ ଭାଙ୍ଗିଥିଲେ ବୋଲି ରାମାୟଣରେ ବର୍ଣ୍ଣିତ ଅଛି। ଠିକ୍‌ ସେହିଭଳି ବିହାରର ସରନ ଜିଲାର ସୋନପୁର ବ୍ଲକ ସବଲପୁର ଅଞ୍ଚଳରେ ଆୟୋଜିତ ହୋଇଥିଲା ଧନୁଷ ସ୍ବଂୟବର। ତେବେ…

ଜଳନ୍ତା ଗ୍ରହପିଣ୍ଡ ପୃଥିବୀ ମୁହାଁ, ଜୁଲାଇ ୧ରେ କରିବ ଅତିକ୍ରମ…

ଓ୍ବାଶିଂଟନ୍‌,୩୦।୬: ବିରାଟ ଜଳନ୍ତା ଗ୍ରହପିଣ୍ଡ ପୃଥିବୀମୁହାଁ ହୋଇଛି। ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଏହା ମାଡ଼ି ଆସୁଛି। ଜୁଲାଇ ୧ରେ ଏହା ପୃଥିବୀର କକ୍ଷ ପଥର ନିକଟରେ ଅତିକ୍ରମ କରିବ ବୋଲି ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହାକୁ ୨୦୨୧…

ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି ନୂଆ ଜ୍ଞାନକୌଶଳ ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପୋଲାରିସ୍‌ ସଲ୍ୟୁଶନ କମ୍ପାନୀ ସହିତ ମିଳିତ ହୋଇ…

ଏହି ୨ ଆପ୍‌ ଦେବ ମାଗଣା ଇଣ୍ଟରନେଟ୍‌ ସୁବିଧା, ନେଟ୍‌ ପ୍ୟାକ୍‌ ସରିଗଲେ ବି ନାହିଁ ଚିନ୍ତା…

ନୂଆଦିଲ୍ଲୀ,୩୦।୬: ଏବେ ସଭିଙ୍କ ପାଖରେ ସ୍ମାର୍ଟଫୋନ୍‌। ଧୀରେଧୀରେ ସୋସିଆଲ ମିଡ଼ିଆ ସହିତ ନିରନ୍ତର ସଂଯୋଗରେ ରହୁଥିବା ୟୁଜରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବେଳେବେଳେ ନେଟ୍‌ ପ୍ୟାକ୍‌ ସରିଯାଉଥିବାରୁ ୟୁଜର ସମସ୍ୟାରେ ପଡ଼ିଥାନ୍ତି। ତେବେ ଏଭଳି ୨ଟି ଆପ୍‌ ରହିଛି…

ଗୁଗଲ-ଫେସ୍‌ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ

ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି ସିଂହ ପୁଣି ଥରେ ଦେଶର ନାଁ କରିଛନ୍ତି। ଚଳିତ ଥର ଗୁଗଲ ଓ ଫେସ୍‌ବୁକ…

ସାପ ପାଟିରୁ ବାହାରୁଛି କୁକୁଡ଼ା ଅଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବିଶ୍ୱର ସବୁଠୁ ବଡ଼ ବୋଟ୍‌: ଏଥିରେ ତିଆରି ହେବ ୩୯ ଆପାର୍ଟମେଣ୍ଟ, ଦାମ୍‌ ରହିବ…

ଦୁନିଆର ସବୁଠୁ ବିଶାଳକାୟ ବୋଟ୍‌ ତିଆରି ଯୋଜନା ଖୁବ୍‌ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ବୋଟ୍‌ରେ ୬ଟି ଫ୍ଲୋର ରହିବ ଏବଂ ୩୯ ଆପାର୍ଟମେଣ୍ଟ ତିଆରି କରାଯିବ। ଏକ ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ଦାମ୍‌ ପ୍ରାୟ ୧୧ ମିଲିୟନ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?