ପୋଲିସ ବାବୁଙ୍କ ଘରେ ଚୋରି ପରେ ଚିଠି ଛାଡ଼ିଗଲା ଚୋର…

ଭୋପାଳ,୭।୭: ଜଣେ ପୋଲିସ ବାବୁଙ୍କ ଘରେ ଚୋରି କରିବା ପରେ ବିଚରା ଚୋର ଏକ ଚିଠି ଛାଡ଼ି ପଳାଇଛି। ଅସୁବିଧା ଥିବାରୁ ସେ ଚୋରି କରିଥିବା ଚିଠିରେ ଲଲ୍ଲେଖ କରିଛନ୍ତି। ଏପରି ନ କଲେ ତାଙ୍କ ସାଙ୍ଗଙ୍କର ଜୀବନ ରକ୍ଷା ସମ୍ଭବ ହେବ ନାହିଁ ବୋଲି ଚୋର ଚିଠିରେ ଲେଖିଛନ୍ତି। ଆର୍ଥିକ ଅବସ୍ଥା ସୁଧୁରିଲେ ସେ ଚୋରି କରିଥିବା ଟଙ୍କା ଫେରାଇ ଦେବାକୁ ଚିଠିରେ ପ୍ରତିଶ୍ରୁତି ଦେଇଛନ୍ତି। ବନ୍ଧୁ ଏନେଇ ମନ ଦୁଃଖ କରିବେନି ବୋଲି ବି କହିଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡ୍‌ରେ ଏଭଳି ରୋଚକ ଘଟଣା ଘଟିଛି। ପୋଲିସ ବାବୁ ଜଣକ ଛତିଶଗଡ଼ରେ କାମ କରୁଥିବା ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଚୋର କିଛି ସୁନା ରୁପା ଅଳଙ୍କାର ଏବଂ ଟଙ୍କା ଚୋରି କରିଥିବା ସମ୍ପୃକ୍ତ ପୋଲିସ ବାବୁଙ୍କ ପରିବାର ପକ୍ଷରୁ କୁହାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଟ୍‌ ସ୍ପିଚ୍‌ ନେଇ କାହିଁକି ନିଆଗଲା ନାହିଁ ଆଇନଗତ ପଦକ୍ଷେପ, ହିମାଚଳ-ଉତ୍ତରାଖଣ୍ଡ ସରକାରଙ୍କୁ ଏସ୍‌ସିଙ୍କ ତାଗିଦ୍‌…

ନୂଆଦିଲ୍ଲୀ, ୨୬।୪ : ଭାଜପା ଶାସିତ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଧର୍ମସଂସଦରେ ଦିଆଯାଇଥିବା ହେଟ୍‌ସ୍ପିଚ୍‌ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ମଙ୍ଗଳବାର ତାଗିଦ୍‌ କରିଛନ୍ତି।...

ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ...

ରାଜ୍ୟ ସଭା ନିର୍ବାଚନ ୨୦୨୨: ଭାଜପାକୁ ମହାରାଷ୍ଟ୍ରରେ ୩, ହରିୟାଣାରେ ମିଳିଲା ଗୋଟିଏ ଆସନ

ନୂଆଦିଲ୍ଲୀ,୧୧ ।୬: ଶୁକ୍ରବାର ସକାଳେ ୪ ରାଜ୍ୟର ୧୬ ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ଭୋଟ...

ମାତ୍ର ୨୨ ମିନିଟ୍‌ରେ ୫୦ ଚିଲି ଡଗ୍‌ ଖାଇ ରେକର୍ଡ ସୃଷ୍ଟି କଲେ ଏହି ମହିଳା

ଓ୍ବାଶିଂଟନ: ଆମେରିକାର ପଶ୍ଚିମ ମିଶିଗାନ ସହରର ଜଣେ ମହିଳାଙ୍କ ଖାଦ୍ୟ ପ୍ରତି ଏତେ ରୁଚି ଯେ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମହିଳା ଜଣକ ମାତ୍ର...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇଲେ ଛାତ୍ର

ଇମ୍ଫାଲ୍‌,୨୭।୪: ମଣିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୬ ଜଣ ଛାତ୍ର ସ୍ଥାନୀୟ କାଥଲିକ୍‌ ସ୍କୁଲର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ...

ବିଷାକ୍ତ ଖାଦ୍ୟ ଖାଇ ହସ୍ପିଟାଲରେ ଆଇଫୋନ ନିର୍ମାତା କମ୍ପାନୀର ୧୫୦ କର୍ମଚାରୀ

ଚେନ୍ନାଇ,୧୯।୧୨: ଆପଲ ପାଇଁ ଆଇଫୋନ ନିର୍ମାଣ କରୁଥିବା ଫକ୍ସକନ ଇଣ୍ଡିଆ ୟୁନିଟ୍‌ରେ ବିଷାକ୍ତ ଖାଦ୍ୟ ଖାଇ ୧୫୦ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା...

ଏଣିକି ଆକାଶରେ ଉଡ଼ିବ ବୋଟ୍‌, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ବର୍ତ୍ତମାନ ପର୍ଯ୍ୟନ୍ତ ପାଣିରେ ଡଙ୍ଗା ଚାଲୁଥିବାର ଦେଖିଥିଲେ। କିନ୍ତୁ ଏବେ ଆକାଶରେ ଉଡ଼ି ପାରୁଥିବା ବୋଟ୍‌ ବା ଡଙ୍ଗା ଆସିବ। ଇଟାଲୀ କମ୍ପାନୀ ଏକ ସ୍ବତନ୍ତ୍ର...

ପ୍ରଧାନ ମନ୍ତ୍ରୀଙ୍କ ପୁଡୁଚେରୀ ଗସ୍ତକୁ ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ବୋଲି ବୁଧବାର ଏକ ପ୍ରେସ...

Advertisement
Archives

Model This Week