ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି। ଏଲିଅନ୍‌ ଏହି ସିଗ୍‌ନାଲ୍‌ ପଠାଉଛନ୍ତି କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ଗତ ବର୍ଷଠାରୁ ଏଭଳି ହେଉଛି। ପୃଥିବୀ ରହିଥିବା ସୌରମଣ୍ଡଳରେ ଅନ୍ୟ କୌଣସି ଜୀବନ୍ତ ଗ୍ରହ ଅର୍ଥାତ୍‌ ବାସ ଉପଯୋଗୀ ଗ୍ରହ ନାହିଁ। ତେବେ ଏଭଳି ସିଗ୍‌ନାଲ୍‌ କେଉଁଠୁ ଆସୁଛି ତାହା ମହାକାଶ ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। ୨୦୨୦ ଏପ୍ରିଲ୍‌ ୨୮ରେ ପୃଥିବୀର ରେଡିଓ ଟେଲିସ୍କୋପ୍‌ରେ ତୀବ୍ର ତରଙ୍ଗକୁ ରେକର୍ଡ କରିଥିଲା। ଏହା କିଛି ମିଲି ସେକେଣ୍ଡ ପାଇଁ ପୃଥିବୀକୁ ଆସିଥିଲା। ଏହା ପୃଥିବୀଠାରୁ ୩୦ ଆଲୋକବର୍ଷ ଦୂରରୁ ଆସୁଥିବା ମହାକାଶ ବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଏହି ତରଙ୍ଗକୁ ଦ କାନାଡ଼ିଆନ୍‌ ହାଇଡ୍ରୋଜେନ ଇଣ୍ଟେନସିଟି ମ୍ୟାପିଂ ଏକ୍ସପେରିମେଣ୍ଟ୍‌ ଏବଂ ଦ ସର୍ଭେ ଫର୍‌ ଟ୍ରାଞ୍ଜିଏଣ୍ଟ୍‌ ଏଷ୍ଟ୍ରୋନୋମିକାଲ ରେଡ଼ିଓ ଇମିଶନ୍‌-୨ ଦ୍ୱାରା ସହଜରେ ରେକର୍ଡ କରାଯାଇଥିବା ନେଇ ମାଚାସ୍ୟୁସେଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟୋକ୍ନୋଲୋଜିର ପଦାର୍ଥ ବିଜ୍ଞାନ ପ୍ରଫେସର କିୟୋଶି ମାସୁଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୨୦୦୭ରେ ହୋଇଥିବା ଏଭଳି ରହସ୍ୟମୟ ଘଟଣାର ପରୀକ୍ଷା ନିରୀକ୍ଷା ଅଷ୍ଟ୍ରେଲିଆର ପାର୍କ୍ସ ରେଡିଓ ଡିସ୍‌ର ଡାଟା ଆଧାରରେ ଗବେଷକ ଡଙ୍କନ ଲିରିମର୍‌ ଏବଂ ଡେଭିଡ୍‌ ନାର୍କଓ୍ବେିକ୍‌ କରୁଥିଲେ। କିଛି ବିଛି ବର୍ଷ ଅନ୍ତରରେ ଆକାଶଗଙ୍ଗାରୁ ଏଭଳି ତୀବ୍ର ରହସ୍ୟମୟ ତରଙ୍ଗ ଆସିବାର କାରଣ ନେଇ ଗବେଷଣା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri