Posted inଫୁରସତ

ଗର୍ଭବତୀଙ୍କ ପାଦ ଖସିଯିବାରୁ ଚାଲିଗଲା ପେଟରେ ଥିବା ଶିଶୁର ଜୀବନ; ମହିଳାଙ୍କୁ ମିଳିଲା ଏମତି ଦଣ୍ଡ

୨୯ ବର୍ଷୀୟା ଜଣେ ଗର୍ଭବତୀ ମହିଳାଙ୍କ ପାଦ ଖସିଯିବାରୁ ପେଟରେ ଥିବା ପିଲାଟାର ଜୀବନ ଚାଲିଗଲା। ଏନେଇ ମହିଳାଙ୍କୁ ୯ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଲା। ବର୍ତ୍ତମାନ ସେ ଜେଲ୍‌ରୁ ମୁକୁଳିଛନ୍ତି। ବାହାରକୁ ଆସି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଗର୍ଭପାତ ସହ ଜଡ଼ିତ ଆଇନ କାନୁନକୁ ବଦଳାଇ ଦିଅନ୍ତୁ। ନଚେତ୍‌ ତାଙ୍କ ପରି ଅନେକ ମହିଳା ଅସୁବିଧାରେ ପଡ଼ିବେ।

୨୦୧୨ ମସିହାରେ ସାରା ରୋଗେଲ ଗାର୍ସିଆ ୮ ମାସର ଗର୍ଭବତୀ ଥିଲେ। ସେ କପଡ଼ା ଧୋଉଥିବା ସମୟରେ ତାଙ୍କ ଗୋଡ଼ ଖସିଗଲା। ପରେ ସେ ବେହୋସ ହୋଇଗଲେ। ଯେତେବେଳେ ତାଙ୍କର ହୋସ୍‌ ଆସିଲା ଦେଖିଲେ ସେ ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି। ଏହାର ୪ ଦିନ ପରେ ତାଙ୍କୁ ଜେଲ୍‌ରେ ସଜା କାଟିବାକୁ ଶୁଣାଇ ଦିଆଯାଇଥିଲା। କାରଣ ତାଙ୍କ ଯୋଗୁ ପିଲାଟିର ମୃତ୍ୟୁ ହେଲା। ଏଥିପାଇଁ ସେ ୯ ବର୍ଷ ଜେଲ୍‌ଦଣ୍ଡ ଭୋଗିବେ। କିଛିଦିନ ତଳେ ସାରା ଜେଲ୍‌ରୁ ମୁକୁଳିଛନ୍ତି। ସେ କହିଛନ୍ତି, ମୋ ସହ ଏକ ଦୁର୍ଘଟଣା ଘଟିଲା। ଏଥିରେ ମୋର କିଛି ଦୋଷ ନ ଥିଲା।

ସୂଚନାଯୋଗ୍ୟ, ସାଲ୍‌ଓ୍ବାଡୋରରେ ଗର୍ଭପାତକୁ ନେଇ ବହୁତ କଡ଼ା ଆଇନ ରହିଛି। ଯଦି କୌଣସି ମହିଳାଙ୍କର ମନକୁ ଗର୍ଭପାତ ହୁଏ କିମ୍ବା ଜରୁରିକାଳୀନ ପରିସ୍ଥିତିରେ ଗର୍ଭପାତ କରାଇବାକୁ ହୁଏ ତେବେ ଏହାର ପ୍ରଭାବ ସମ୍ପୃକ୍ତ ଗର୍ଭବତୀଙ୍କ ଉପରେ ପଡ଼ିଥାଏ। ଏପରିକି ଗର୍ଭପାତ ଅଭିଯୋଗରେ ଗର୍ଭବତୀଙ୍କୁ ଜେଲ୍‌ଦଣ୍ଡ ଭୋଗିବାକୁ ହୋଇଥାଏ। ଯାହା ସାରାଙ୍କ କ୍ଷେତ୍ରରେ ଘଟିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri