ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବହୁତଗୁଡିଏ ମଇଁଷିକି ଦେଖିବାକୁ ମିଳୁଛି। ମଇଁଷିକୁ ଦେଖି ସିଂହ ଏବଂ ସିଂହୀ ଦୌଡ଼ିବାକୁ ଲାଗୁଛନ୍ତି। ପରେ ସିଂହୀ ଆଗକୁ ଗଲାପରେ ସିଂହ ଫେରି ମଇଁଷିକୁ ଡାରାଉଛି। ପରେ ସେମାନେ ମଧ୍ୟ ଡରି ପଳାଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
That’s king for you 😊😊 pic.twitter.com/8BEN6Slwls
— Susanta Nanda IFS (Retd) (@susantananda3) July 10, 2021

