ଫୁରସତ

ମିଳିଲା ୮୦୦ ବର୍ଷ ତଳର ଲୁହା ଚେନ୍‌ରେ ତିଆରି ଶର୍ଟ, ତଥାପି ଲାଗିନି କଳଙ୍କି

ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍‌ରେ ତିଆରି ଏକ ଶର୍ଟ ମିଳିଛି ତଥାପି ଏଥିରେ କଳଙ୍କି ଲାଗିନାହିଁ। ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଏ…

କୀଟପତଙ୍ଗଙ୍କଠୁ ପ୍ରେରଣା ପାଇ କରନ୍ତି ଆଇ ମେକ୍‌ଅପ୍‌

ପୋକଜୋକ, କୀଟପତଙ୍ଗ ଅନେକଙ୍କୁ ପସନ୍ଦ ନ ଥାଏ। କେହି କେହି ଏମାନଙ୍କୁ ଡରନ୍ତି ତ ଆଉ କିଏ ଘୃଣା କରନ୍ତି। ହେଲେ କିଛି ପୋକ, କୀଟପତଙ୍ଗର ରଙ୍ଗ ଏତେ ସୁନ୍ଦର ହୋଇଥାଏ ଯେ, ସେମାନଙ୍କୁ ଦେଖିଲେ ଆଖି ଲାଖିଯାଏ। ୟୁକେର ଡୁରାନ…

ହାତ,ଗୋଡ଼ ନ ଥାଇ ଲେଖକ ଓ ଖେଳାଳି

ଲକ୍ଷ୍ୟ ସେମାନେ ହାସଲ କରିପାରନ୍ତି, ଯେଉଁମାନଙ୍କ ସ୍ବପ୍ନରେ ଜୀବନ ଥାଏ। ପଙ୍ଖ ଥିଲେ ବି ଅନେକେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରନ୍ତି ନାହିଁ। କାରଣ ସେମାନଙ୍କର ସ୍ବପ୍ନକୁ ସାକାର କରିବାର ଝୁଙ୍କ୍‌ ନ ଥାଏ। ଅନେକେ ତ ନିଜର ଅସଫଳତା ପାଇଁ ଅନେକ କାରଣ…

ଏହି ରେଷ୍ଟୁରାଣ୍ଟରେ ଆଇପ୍ୟାଡ୍‌ ଉପରେ ପରଷା ଯାଏ ଖାଦ୍ୟ

ସାଧାରଣତଃ ଖାଦ୍ୟ ପ୍ଲେଟ୍‌ କିମ୍ବା ଥାଳି ଉପରେ ପରଷାଯାଇ ଖିଆଯାଏ। କିଛି ଲୋକ ପତ୍ର କିମ୍ବା କାଗଜ ତିଆରି ପାତ୍ରରେ ବି ଖାଦ୍ୟ ଖାଆନ୍ତି। ହେଲେ କେହି କେବେ କ’ଣ ମୋବାଇଲ ଓ ଆଇପ୍ୟାଡ ଉପରେ ଖାଦ୍ୟ ଖାଆନ୍ତି? ଭାବୁଥିବେ ଏହା…

ବୃଷଭ ବିଚାର

ଆଜି ଆମ ଏରିଆର ଷଣ୍ଢମାନଙ୍କ ଏକ ମିଟିଂ ବସିଥିଲା । ବୁଲା ଫାଙ୍କାରେ ବୁଲୁଥିବା ଷଣ୍ଢମାନଙ୍କ ଚିନ୍ତାର କାରଣ ହେଲା ଆସନ୍ତା ରାଖୀ ପୂନେଇଁ । ଷଣ୍ଢଙ୍କ ସର୍ଦ୍ଦାର କହିଲା ଆମେ ହେଲୁ ଜାତିରେ ଷଣ୍ଢ । ନା ଆମର ଅଛି…

କେନ୍‌ ଖୋଲି ଶୁଆର ରେକର୍ଡ

ଶୁଆ ଅନୁକରଣ କରି କଥା କହି ସମସ୍ତଙ୍କ ମନ ମୋହିଥାଏ। ତେବେ ଏମିତି ଏକ ଶୁଆ ଅଛି ଯେକି କୋଲ୍ଡ ଡ୍ରିଙ୍କ କେନ୍‌ ଖୋଲି ସମସ୍ତଙ୍କୁ ଚକିତ କରିଛି। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ, ଏକ ମିନିଟ୍‌ରେ ୩୫ଟି…

ଅଜା ଆଈ ହେଲେ ବରକନିଆ, ନାତି ନାତୁଣୀ ସାଜିଲେ ବରଯାତ୍ରୀ

ଉତ୍ତରପ୍ରଦେଶ ଆମେଠିର ଏକ ବିବାହ ନିକଟରେ ବେଶ୍‌ ଚର୍ଚ୍ଚାରେ ଥିଲା। ଏଠାରେ ଏକ ଦମ୍ପତି ୨୮ ବର୍ଷ ପର୍ଯ୍ୟନ୍ତ ବିନା ବିବାହରେ ଏକାଠି ରହିବା ପରେ ବିବାହ କରିଥିଲେ। ଏଥିରେ ତାଙ୍କ ଝିଅ, ନାତି ନାତୁଣୀ, ସମ୍ପର୍କୀୟ, ଗାଁ ଲୋକ ସମସ୍ତେ…

ଏହି ମନ୍ଦିରରେ ରକ୍ଷାବନ୍ଧନ ଉପଲକ୍ଷେ ଭୋଗ ହୁଏ ୨୧ ହଜାର ଲଡୁ

ଉଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱରଙ୍କ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ରବିବାର ସକାଳୁ ବାବାଙ୍କ ଆରତି ପରେ ପୂଜାରୀମାନେ ମହାକାଳଙ୍କୁ ରାଖୀ ଅର୍ପଣ କରିଥାନ୍ତି। ଏହା ପରେ ଯାଇ ଆଖପାଖରେ ଥିବା ଅନ୍ୟ ମନ୍ଦିରରେ ରକ୍ଷାବନ୍ଧନ ପର୍ବ…

ଦୁର୍ଗା ଓରଫ ଅର୍ପିତାଙ୍କ ଷ୍ଟାଇଲ୍‌-ଫିଟ୍‌ନେସ୍‌ ମନ୍ତ୍ର: ଜାଣନ୍ତୁ ତାଙ୍କର ସିକ୍ରେଟ୍‌…

ଦୁର୍ଗା ନାମରେ ଘରେ ଘରେ ପରିଚିତା ଅର୍ପିତା କର। ଜଣେ ବଳିଷ୍ଠ ଅଭିନେତ୍ରୀ ହେବା ସହ ଦେଖିବାକୁ ସେ ବେଶ୍‌ ମଡର୍ନ ଓ ଷ୍ଟାଇଲିଶ୍‌। ତା’ସହ ସେ ବେଶ୍‌ ଫିଟ୍‌ ମଧ୍ୟ। ଆସନ୍ତୁ ଜାଣିବା ତାଙ୍କର କିଛି ଷ୍ଟାଇଲ୍‌ ଓ ଫିଟ୍‌ନେସ୍‌…

ପ୍ରଥମ ଟଙ୍କାରେ ହନୁମାନଙ୍କ ପାଖେ ଭୋଗ କରିଥିଲି: ଡା. ଶିବପ୍ରସାଦ

ଖୋର୍ଦ୍ଧା ଜିଲା କୁହୁଡ଼ି ନିକଟସ୍ଥ ଗଈନଡ଼ା ଗାଁରେ ମୋ ଜନ୍ମ। ଚିଲିକା ଉଚ୍ଚ ବିଦ୍ୟାପୀଠରୁ ୨୦୦୪ରେ ମାଟ୍ରିକ୍‌ ପାସ୍‌ କରିବା ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ତା’ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ବ୍ୟାଚଲର୍‌ ଅଫ୍‌…

ଦେଶ ଜାତିର ପରିଚୟ ଦିଏ ଇତିହାସ

କେବେ ଗଢ଼ିଉଠିଥିଲା ଗଡ଼, କିପରି ଥିଲା ଗଡ଼ଖାଇର ଅତୀତ। ଆଉ କେମିତି ବିତିଥିଲା ଗଡ଼ବାସୀଙ୍କ ଜୀବନଶୈଳୀ। ଏମିତି ନାନା ପ୍ରକାରର କଥା ଜାଣିବା ପାଇଁ ଅନିସନ୍ଧିତ୍ସୁ ଭାବନାରେ ସେ ଖୋଜୁଥିଲେ ରାଜାରାଜୁଡ଼ା ସମୟର ବହୁ ଅନାଲୋଚିତ ଘଟଣାବଳୀକୁ। ଘୂରିବୁଲିଛନ୍ତି ବିଭିନ୍ନ ଅଞ୍ଚଳ।…

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..

ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍‌ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍‌ପିଟ୍‌ ତ ହୁଏ। ହେଲେ ତା’ରି ଭିତରେ ଥାଏ ସେମାନଙ୍କର ଭଲ ପାଇବା। ଆଉ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?