Posted inଫୁରସତ

ମିଳିଲା ୮୦୦ ବର୍ଷ ତଳର ଲୁହା ଚେନ୍‌ରେ ତିଆରି ଶର୍ଟ, ତଥାପି ଲାଗିନି କଳଙ୍କି

ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍‌ରେ ତିଆରି ଏକ ଶର୍ଟ ମିଳିଛି ତଥାପି ଏଥିରେ କଳଙ୍କି ଲାଗିନାହିଁ। ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଖୁଲାସା କରିଥିଲେ। ୮୦୦ ବର୍ଷର ପୁରଣା ଏହି ଲୁହା ଚେନ୍‌ରେ ତିଆରି ଶର୍ଟ ତାଙ୍କ ବଗିଚା ସେଡ୍‌ରେ ଥିଲା। ଏହାକୁ ଏବେ ନାଇଟ୍‌ସ ଆଣ୍ଡ କନ୍‌କ୍ୱେଟ୍‌ସ ହେରିଟେଜ୍‌ ସେଣ୍ଟରକୁ ଦାନ କରିଦିଆଯାଇଛି।

ହେରିଟେଜ୍‌ ସେଣ୍ଟରର ମହାପ୍ରବନ୍ଧକ ବର୍ଟଲ ଡି ଆର୍ସି କୁହନ୍ତି, ଯେତେବେଳେ ଏହି ବ୍ୟକ୍ତି ଜଣକ କଳାକୃତିକୁ ନେଇ ତାଙ୍କ ସାମ୍ନାକୁ ଆସିଲେ ସେ ଚେନ୍‌ରେ ତିଆରି ଶର୍ଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏତେ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଘରକୁ ଫେରେ ଅଧାଜଳା ମୃତ ଶରୀର

ସାଧାରଣ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ...

ଶିଆଳି ଲଟାର ଦଉଡ଼ି

କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପରମ୍ପରା ବହୁ ପୁରୁଣା। କୁହାଯାଏ, ତତ୍କାଳୀନ ରାଜରାଜୁଡ଼ା ଶାସନ ସମୟ ୧୬୭୧ ମସିହାରେ ପ୍ରତିଷ୍ଠିତ ଶ୍ରୀଜୀଉଙ୍କ ରଥଯାତ୍ରା ଏବେ ମଧ୍ୟ ପାଳନ...

ମୁଁ ସ୍ବାମୀ ପାଖକୁ ଯିବି: କହୁଛି ଏହି କୁନି ଝିଅ

ଜଣେ କୁନି ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ଝିଅଟି କାନ୍ଦି କାନ୍ଦି ମା’ଙ୍କୁ ଏମିତି କିଛି କହିଲେ ଯାହାକୁ...

କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କ ଚାକିରି ଛାଡ଼ିଲେ ଏହି ବ୍ୟକ୍ତି

କ୍ୟାନସର ପୀଡ଼ିତ ବନ୍ଧୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତି ବ୍ୟାଙ୍କ ଚାକିରି ଛାଡ଼ି ଦେଇଛନ୍ତି। ଏଥିସହିତ ୯୬ ସପ୍ତାହରେ ୧୯୬ ଦେଶ...

ଭୂସ୍ବର୍ଗରେ ମାହାପୁରୁ

ଆମେ ଯେଉଁ ଲୋକରେ ବାସ କରୁଛେ, ସେହି ଲୋକର ସ୍ବର୍ଗ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ୟେ ମନଗଢ଼ା କଥା ନୁହେଁ। ମହର୍ଷିମାନଙ୍କର ଘୋଷଣା। ପ୍ରାଚୀନ ପୋଥିପତ୍ରରେ...

ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା...

ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି।...

ରାଜସ୍ଥାନରେ ଖସିଲା ୨.୭୮ କେଜିର ବିରଳ ଉଲ୍‌କାପିଣ୍ଡ

ଯୋଧପୁର, ୧୯।୬- ରାଜସ୍ଥାନର ଜାଲୋର ଜିଲା ସାଞ୍ଚୋର ସହରରେ ଶୁକ୍ରବାର ସକାଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆକାଶରୁ ପାଖାପାଖି ୩ କେଜି ଓଜନର...

Advertisement
Archives

Model This Week