ଫୁରସତ

ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ ମହିଳା ଜଣକ ଡରି ଯାଇ ନ ଥିଲେ, କାରଣ ସାପକୁ କେମିତି ଧରି ହେବ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ

ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ। ସେ ଏହାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ୍‌ ମୋହନ ରେଡ୍ଡୀଙ୍କୁ ଉତ୍ସର୍ଗ…

ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…

କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଚାଲିଛନ୍ତି। କିଛି ଦେଶ ମଧ୍ୟ ଆଫଗାନିସ୍ତାନରେ କ୍ଷମତା ହସ୍ତାନ୍ତର ନେଇ ନିଜ ନିଜ ମତ…

ଝଡ଼ ବେଗରେ ଦୋସା ତିଆରି କରୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟ ସୋସିଆଲ ମିଡିଆରେ ହୃଦୟ ଜିଣିଲା ପରି ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ଆନନ୍ଦ୍ର ମହିନ୍ଦ୍ରା ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏହି…

୭୨ ବର୍ଷରେ ଯୁବକଙ୍କୁ କଡ଼ା ଟକ୍କର ଦେଉଛନ୍ତି ଏହି ବୃଦ୍ଧ; ସିକ୍ସ ପ୍ୟାକ୍‌ ଦେଖିଲେ…

ଆଜିକାଲି ଫିଟନେସକୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ। ବିଶେଷ କରି ଯୁବକମାନେ ଏଥିପାଇଁ ଅନେକ କିଛି କରିଥାନ୍ତି। କିନ୍ତ କିଛି ବୃଦ୍ଧ ମଧ୍ୟ ନିଜର ଫିଟନେସକୁ ନେଇ ’ପାଗଳ’ ଥାନ୍ତି। ଏଥିପାଇଁ ସେମାନେ କଠିନ ପରିଶ୍ରମ କରିଥାନ୍ତି। ଏହି କ୍ରମରେ,…

ଏହି ପାକିସ୍ତାନୀ ମହିଳା ୨୬ ବର୍ଷ ଧରି ମୋଦିଙ୍କ ହାତରେ ବାନ୍ଧି ଆସୁଛନ୍ତି ରାଖୀ, ଏଥର ବି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ୨୬ ବର୍ଷ ଧରି ଜଣେ ପାକିସ୍ତାନୀ ମହିଳା ରାଖୀ ବାନ୍ଧି ଆସୁଛନ୍ତି। ତାଙ୍କ ନାମ କମର ଜହାଁ। ସେ ମୋଦିଙ୍କ ପାଇଁ ବହୁତ ସୁନ୍ଦର ରାଖୀ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି। ରାଖୀ ସହିତ…

ଛୋଟପିଲାଟି ହାତରେ ନାଲି ନାଲି ଦେଖି ଧାଇଁ ଆସିଲେ ପକ୍ଷୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଷ୍ଟେଜ୍‌ ଉପରେ ବରବଧୂଙ୍କ ସହ ଏଭଳି ବ୍ୟବହାର କଲେ ଅତିଥି; ଚକିତ ହେଲେ…

ସୋସିଆଲ ମିଡିଆରେ ବିବାହର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲେ। ସେଥିରୁ କିଛି ଚକିତ କରୁଥିଲେ ହେଁ କିଛି ବାରମ୍ବାର ଦେଖିବାକୁ ବାଧ୍ୟ କରିଥାଏ। ବିବାହରେ ହସଖୁସିର ପରିବେଶ ରହିବାଟା ସ୍ବାଭାବିକ କଥା। ଅନେକ ସମୟରେ ବରବଧୂ ନିଜ ବିବାହକୁ ସ୍ବତନ୍ତ୍ର…

ଯୁବକ ଗୁଗ୍‌ଲରେ ସର୍ଚ୍ଚ କରୁଥିଲେ ସବୁଠାରୁ ଭୟଙ୍କର ସ୍ଥାନ, ପରେ ପହଞ୍ଚିଗଲେ ଏମିତି ଜାଗାରେ…

କିଛି ଅଲଗା କରିବାକୁ ଚାହୁଁଥିବା ଲୋକେ ବେଳେବେଳେ ଏମିତି ଅସୁବିଧାରେ ପଡ଼ନ୍ତି ଯେ, ସେଠାରୁ ବାହାରିବା ମୁସ୍କିଲ। ଏମିତି ଘଟିଛି ବ୍ରିଟେନର ଜଣେ ଛାତ୍ରଙ୍କ କ୍ଷେତ୍ରରେ। ୧୪ବର୍ଷୀୟ ମାଇଲ୍ସ ରୁଟଲେଜ ଗୁଗ୍‌ଲରେ ପର୍ଯ୍ୟଟକଙ୍କ ପାଇଁ ସବୁଠୁ ଭୟଙ୍କର ସ୍ଥାନ କେଉଁଠି ସର୍ଚ୍ଚ…

ବିହାରରୁ କେରଳ ପର୍ଯ୍ୟନ୍ତ ୩୩୦୬ କିଲୋମିଟର ସାଇକେଲ ଚଳାଇ ଏହି ବାର୍ତ୍ତା ଦେଲେ ଛାତ୍ରୀ

ପାଟଣା,୧୮ା୮: ବିହାରର ନାଳନ୍ଦାରେ ରହୁଥିବା ଅପର୍ଣ୍ଣା ସିହ୍ନା ନାମକ ଜଣେ ଛାତ୍ରୀ ଏମିତି କାମ କରିଛନ୍ତି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅପର୍ଣ୍ଣା ‘ଗ୍ରୀନ୍‌ ଇଣ୍ଡିଆ’ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବିହାରରୁ କେରଳ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ପୂରଣ…

ଜନ୍ମଦିନରେ ମା’ଙ୍କୁ ଏପରି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଲେ ପୁଅ

ମୁମ୍ବାଇ,୧୮ା୮: ଠାଣେ ଜିଲା ଉଲ୍ଲାସନଗରରେ ଆଜିର ଯୁଗର ଶ୍ରବଣ କୁମାରଙ୍କୁ ଦେଖିବାକୁ ମିଳିଛି। ଜଣେ ପୁଅ ମା’ଙ୍କ ଜନ୍ମଦିନରେ ତାଙ୍କର ଇଚ୍ଛା ପୂରଣ କରିଛନ୍ତି। ସେ ତାଙ୍କ ମା’ଙ୍କ ୫୦ ତମ ଜନ୍ମଦିବସରେ ଏକ ସରପ୍ରାଇଜ୍‌ ଗିଫ୍ଟ ଦେଇ ପ୍ରଥମଥର ହେଲିକପ୍ଟରରେ…

ଶାଢ଼ି ପିନ୍ଧି ଶିଡ଼ିରେ ପଛୁଆ ଚାଲିଲେ ଏହି ଯୁବତୀ, ଭାଇରାଲ ହେଉଛି ଭିଡିଓ

ଇଣ୍ଟରନେଟ୍‌ରେ ଜୟପୁରର ଜଣେ ଯୁବତୀଙ୍କ ଷ୍ଟଣ୍ଟ୍‌ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯୁବତୀଙ୍କ ଅଦ୍ଭୁତ ବ୍ୟାକ୍‌ଫ୍ଲିପ୍‌ ସମସ୍ତଙ୍କୁ ଚକିତ କରିଦେଇଛି। ଯୁବତୀ ଜଣକ ଆଥେଲେଟିକ୍‌ କପଡ଼ାରେ ନୁହେଁ ଶାଢ଼ି ପିନ୍ଧି ଷ୍ଟଣ୍ଟ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଷ୍ଟଣ୍ଟ୍‌ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?