ଫୁରସତ

କଳା ମୁଗୁନିପଥର ଆଣିବା ଦାୟିତ୍ୱରେ ଥିଲେ ଖେମୁଣ୍ଡି ରାଜା

ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ କୋଣାଦିତ୍ୟ (କୋଣାର୍କ) କ୍ଷେତ୍ରକୁ ଯିବାଆସିବା କରିବା ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଆଜିପରି ସହଜ ନ ଥିଲା। ପୂର୍ବରୁ ଆମେ ଜାଣିଛେ କେଉଁଠି ବାଲିପନ୍ତରା, କେଉଁଠି ଅଗନାଅଗନି ବନସ୍ତ, ନଈନାଳ ପୁଣି ତା’ ଭିତରେ ଜନ୍ତୁଜୁନ୍ତା ଭୟ।…

ପ୍ରେମିକାଙ୍କ ସହ ପ୍ରେମିକଙ୍କୁ ଏକାଠି ଦେଖିଲେ ମିଳିଥାଏ ଏପରି ଦଣ୍ଡ

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି। ଏହି ନିୟମକୁ ନେଇ ପାକିସ୍ତାନ ଚର୍ଚ୍ଚାରେ ରହିଥାଏ। ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ…

ହାତୀ ବି ଡରିଯାଉଛି ପକ୍ଷୀକୁ, ବଞ୍ଚିବା ଲାଗି କରୁଛି ଏପରି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ନୂଆବର୍ଷର ଭିନ୍ନ ଏକ ପରମ୍ପରା

ଦକ୍ଷିଣ ଆମେରିକାର ଇକ୍ୱେଡରରେ କାହିଁ କେଉଁକାଳରୁ ନବବର୍ଷକୁ ନେଇ ଚାଲିଆସିଛି ଭିନ୍ନ ଏକ ପରମ୍ପରା। ଏଠାରେ ନବବର୍ଷ ପୂର୍ବ ରାତିରେ ଲୋକେ ଏକ ପାଳଭୂତକୁ ଜାଳିଥାନ୍ତି। ଭାବୁଥିବେ ପାଳଭୂତକୁ ବା କାହିଁକି ନୂଆବର୍ଷ ସ୍ବାଗତ ଅବସରରେ ଜଳାଯାଏ। ତେବେ କହି ରଖୁଛୁ…

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା ବୃଥା – ଜଣେ ବୟସ୍କ ପିତୃ ପ୍ରତିମ ପାଲାକାର ସେଦିନ ସନ୍ନ୍ୟାସୀକୁ କହୁଥିଲେ ଏ…

ସବୁଠୁ ଛୋଟ ଘୋଡ଼ା; ଉଚ୍ଚତା ମାତ୍ର ୧ଫୁଟ ୧୦ ଇଞ୍ଚ

ଘୋଡ଼ା ତ ସମସ୍ତେ ଦେଖିଥିବେ। ଏହାର ଉଚ୍ଚତା, ବଳିଷ୍ଠ ଶରୀର ଓ ଦ୍ରୁତ ବେଗରେ ଦୌଡ଼ିବାର କ୍ଷମତା ସମସ୍ତଙ୍କ ମନ ଜିଣି ନିଏ। ତେବେ ଏମିତି ବି ଏକ ଘୋଡ଼ା ଅଛି; ଯାହାକୁ ଦେଖିଲେ ଆପଣ ଭାବିପାରିବେନି ଏହା ଏକ ଘୋଡ଼ା…

ନୂଆବର୍ଷରେ ଭ୍ରମଣ

ନୂଆବର୍ଷ ଆସିଲେ ପାର୍ଟି, ଫଙ୍କ୍‌ଶନ, ପିକ୍‌ନିକ୍‌ ଇତ୍ୟାଦିର ପ୍ଲାନିଂ କରିବା ସାଧାରଣ କଥା। ଯଦି ଆପଣ ମଧ୍ୟ ସେମିତି କିଛି ଯୋଜନା କରୁଥାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା କିଛି ଖାସ୍‌ ଡେଷ୍ଟିନେଶନ ମଧ୍ୟରୁ କାହାକୁ ବି ଚୟନ କରିପାରିବେ। କାରଣ ଏହିସବୁ…

ପ୍ରଥମ ଦରମା ଟଙ୍କାରେ ଗରିବ ପିଲାଙ୍କ ପାଇଁ ପାଠ୍ୟ ଉପକରଣ କିଣିଥିଲି: ଭବାନୀ ଭୂୟାଁ

ପିଲାଦିନେ ବେଳେ ବେଳେ ଭାବେ ଚାକିରୀ କରିବି । ବାପା, ମାଆଙ୍କୁ ଆଣି ପାଖରେ ରଖିବି କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଧାରା ବି ପରିବର୍ତ୍ତିତ ହେବାକୁ ଲାଗିଲା । ମୁଁ ମୋର ପ୍ରଥମ ରାଜନୈତିକ କର୍ମକ୍ଷେତ୍ରରୁ (ବାଲିଆପାଳରୁ…

ସେନାଙ୍କ ଗାଁ ବିଲିପଡ଼ା

ପବିତ୍ର ଦେଶ ମାତୃକାର ସେବା କରିବା ପାଇଁ ଅନେକ ଯୁବତୀଯୁବକ ସୈନ୍ୟବାହିନୀରେ ଯୋଗଦେଇଥାନ୍ତି। ସେମାନଙ୍କ ତ୍ୟାଗ ଓ ଦେଶପ୍ରେମ ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥାଏ। ତେବେ ଓଡ଼ିଶାର ଏମିତି ଏକ ଗାଁ ଅଛି ଯେଉଁଠି ଏକାଧିକ ଯୁବକ ସୈନ୍ୟବାହିନୀରେ ଯୋଗଦେଇ ଗାଁକୁ…

ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ କରିଛନ୍ତି ଯୁବତୀ। ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି।…

ଶୋଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଦରମା ନେଉଥିଲେ ଯୁବକ

ଆଜିକାଲି ଲୋକମାନେ ନିଜ ଜୀବନ ସହ ଜଡ଼ିତ ଘଟଣାଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।ସେହିପରି ରେଡ୍ଡିଟ ନାମକ ଏକ ସୋସିଆଲ ସାଇଟ୍‌ରେ ଜଣେ ଯୁବକ ତାଙ୍କ ଜୀବନ ସହିତ ଜଡ଼ିତ ଏପରି କଥା କହିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ…

ଅଜବ ବିଦ୍ୟାଳୟ, ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି କରିଥାଏ ସ୍ଥିର

ଦୁନିଆରେ ଏମିତି କିଛି ବିଦ୍ୟାଳୟ ରହିଛି, ଯାହାର ନୀତି ନିୟମ ଅଜବ ଧରଣର। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ସେମିତି କିଛି ଅଜବ ବିଦ୍ୟାଳୟ ରହିଛି ଜାପାନରେ। ଏଠାକାର କେତେକ ବିଦ୍ୟାଳୟରେ ଛାତ୍ରୀମାନେ ପିନ୍ଧୁଥିବା ଡ୍ରେସଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?