Posted inଫୁରସତ

ହାତୀ ବି ଡରିଯାଉଛି ପକ୍ଷୀକୁ, ବଞ୍ଚିବା ଲାଗି କରୁଛି ଏପରି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଛୁଆକୁ ଦେଖିବାକୁ ମିଳୁଛି। ପକ୍ଷୀକୁ ଡରି ହାତୀ ଛୁଆଟି ଶୁଣ୍ଢ ହଲାଉଛି। ଅନେକଗୁଡ଼ିଏ ପକ୍ଷୀ ଥିବାବେଳେ କାଳେ ସେମାନେ ତାଙ୍କ ଥଣ୍ଟରେ ହାତୀ ଛୁଆକୁ କାମୁଡ଼ି ଦେବେ ସେଥିଲାଗି ସେ ଏପରି କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୌଷଧି ମହୁ

ଶୀତଦିନେ ନିଜ ଶରୀରର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ। କୁହାଯାଏ, ଥଣ୍ଡା ସମୟରେ ମହୁର ସେବନ ଶରୀର ପକ୍ଷେ ଲାଭଦାୟକ ହୋଇଥାଏ। କାରଣ ଏଥିରେ...

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।...

ବୋତଲରେ ପାଣି ଦେଖି ପାଖକୁ ଆସିଲା ହାତୀ, ଆଉ ତାପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ସେଭଳି ବର୍ତ୍ତମାନ ହାତୀର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ...

ଜଙ୍ଗଲ ରାଜାକୁ ମିଳୁନି ଖାଦ୍ୟ: ବ୍ୟଥିତ କରୁଛି ଭାଇରାଲ ଫଟୋ

ଖାର୍ତୁମ,୨୧।୧: ନର୍ଥ ଆଫିକ୍ରାର ସୁଦାନରେ ଥିବା ଏକ ଚିଡିଆଘରର ଦୃଶ୍ୟ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି। ସିଂହ ଜଙ୍ଗଲର ରାଜା ହୋଇଥିବା ବେଳେ ସୁଦାନର ଖାର୍ତୁମରେ...

ଏମିତି ସହର, ଯେଉଁଠି ୫ ଦିନ ଡ୍ରେସ୍‌ ଧୋଇବା ମନା

ସାଧାରଣତଃ ଡ୍ରେସ୍‌ ୨ କିମ୍ବା ୩ଥର ଧୋଇବା ପରେ ତାହା ମଇଳା ହୋଇଯାଇଥାଏ। ଫଳରେ ତାକୁ ସଫା କରିବାକୁ ପଡେ। ପ୍ରତ୍ୟେକ ଦିନ ଡ୍ରେସ୍‌ ସଫା...

ସର୍ବୋଚ୍ଚ ରୋପ୍‌ ଓ୍ବେରେ ଚାଲି ରେକର୍ଡ

ଜର୍ମାନୀର ସର୍ବୋଚ୍ଚ ପର୍ବତ ଜୁଗ୍‌ସପିଜ୍‌ର ଉଚ୍ଚତା ୯୭୧୮ ଫୁଟ୍‌। ଏଠାରେ ଥିବା ୯୯୫ ମିଟର ଲମ୍ବ ରୋପ୍‌ଓ୍ବେରେ ସୁଇଜରଲାଣ୍ଡର ୪୬ ବର୍ଷୀୟ ଫ୍ରେଡି ନକ୍‌ ସନ୍ତୁଳନ...

ଖ୍ରୀଷ୍ଟମାସରେ ପିନ୍ଧାଯାଏ ଏହି ରଙ୍ଗର ପୋଷାକ, ଜାଣନ୍ତୁ ପଛରେ କ’ଣ ରହିଛି କାରଣ

ଆଜି ଖ୍ରୀଷ୍ଟମାସ ହୋଇଥିବା ବେଳେ ମହାମାରୀ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଆପଣ ଦେଖିଥିବେ ଏହି ଦିନରେ ଅନେକ ଲୋକ ନାଲି...

ଘରକୁ ଫେରିବା ପାଇଁ ସାଇକେଲ ଚୋରିକଲେ ପ୍ରବାସୀ ଶ୍ରମିକ: ଚିଠି ଲେଖି କ୍ଷମା ବି ମାଗିଲେ

ଲକ୍ଷ୍ନୌ,୧୬।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ବିଭିନ୍ନ ରାଜ୍ୟରେ ଅଟକି...

Advertisement
Archives

Model This Week