ଫୁରସତ

ମାଙ୍କଡ଼ ପାଖେ ହାର ମାନିବ ମଣିଷ , ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କୁକୁର ଜନ୍ମଦିନରେ ମହିଳା ଖର୍ଚ୍ଚ କଲେ ୧୧ ଲକ୍ଷ ଟଙ୍କା

ବେଜିଂ: ସାଧାରଣତଃ ଗୃହପାଳିତ ପ୍ରାଣୀଙ୍କ ମଧ୍ୟରେ ଲୋକଙ୍କର ଅଧିକ ସ୍ନେହ ଥାଏ କୁକୁର ପ୍ରତି । ଏବେ ଏମିତି ଏକ କୁକୁରର ଜନ୍ମଦିନରେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ଚାଇନାର ଜଣେ ମହିଳା ତାଙ୍କ…

ଜ୍ୱାଇଁଙ୍କୁ କାନ୍ଧରେ ବସାଇ ଗାଁ ସାରା ବୁଲାଇଲେ ଶାଶୁ; କାରଣ ଜାଣିଲେ…

ପ୍ରତ୍ୟେହ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ଭିଡିଓ ଶେୟାର କରାଯାଇଥାଏ। ସେଥିରୁ କିଛି ବେଶ ମଜାଦାର ହୋଇଥିବା ଯୋଗୁ ଲୋକଙ୍କୁ ପସନ୍ଦ ଆସିଥାଏ। ସେଭଳି ଗୁଜରାଟର ଏକ ଭିଡିଓ ଏବେ ଭାଇରାଲ ହେଉଛି । କାରଣ ଭିଡିଓରେ ନିର୍ବାଚନ ଜିତିଥିବା…

ଦେଶରେ ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ୍‌, ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ଆପଣ ନିଶ୍ଚିତ ୧ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ଦେଖିଥିବେ । ଆମର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ସମସ୍ତେ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ମୁଦ୍ରିତ ଏହି ନୋଟଗୁଡ଼ିକୁ ବ୍ୟବହାର କରିଥାଉ। କିନ୍ତୁ ଏପରି…

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଚର୍ଚ୍ଚାରେ ଥିଲା ଏହି ବିଲେଇ, ଏବେ ଯାହା କରିଛି; ଜାଣିଲେ…

ସାଧାରଣତଃ ଚୋର ବିଭିନ୍ନ ସାମଗ୍ରୀ ଚୋରି କରୁଥିବାର ଜାଣିଥିବେ। ମାତ୍ର ଗୋଟିଏ ବିଲେଇ ଯେ, କୁଖ୍ୟାତ ଚୋର ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା ସତ। ଏବେ ବିଲେଇ ଏକ ନୂଆ କାଣ୍ଡ ଭିଆଇଛି। ପୂର୍ବରୁ ମହିଳାମାନଙ୍କ ଅନ୍ତଃବସ୍ତ୍ର ଚୋରି…

କୁକୁର ଛୁଆକୁ ସ୍ତନ୍ୟପାନ କରାଉଛି ମାଙ୍କଡ଼, ଭିଡିଓ ଦେଖିଲେ..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଜାଣନ୍ତୁ କାହିଁକି ଖ୍ରୀଷ୍ଟମାସରେ ପିନ୍ଧାଯାଏ ଲାଲ୍‌ ରଙ୍ଗର ପେଷାକ

ଆଜି ଖ୍ରୀଷ୍ଟମାସ ହୋଇଥିବା ବେଳେ ମହାମାରୀ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଆପଣ ଦେଖିଥିବେ ଏହି ଦିନରେ ଅନେକ ଲୋକ ନାଲି ଡ୍ରେସ କିମ୍ବା ସାଣ୍ଟା କ୍ୟାପ୍‌ ପିନ୍ଧିଥାନ୍ତି । ମାତ୍ର ଆପଣଙ୍କ ମନକୁ ଆସୁଥିବ ଲାଲ୍‌…

ଜେମ୍ସ ଓ୍ବେବ୍‌ ଟେଲିସ୍କୋପ ପ୍ରସ୍ତୁତ: କାଲି କରିବ ଲଞ୍ଚ, ସାରା ବିଶ୍ୱର ସଂଗ୍ରହ କରିବ ଡାଟା

ଓ୍ବାଶିଂଟନ,୨୪ା୧୨: ନାସା ଲଞ୍ଚ୍‌ କରିବା ପୂର୍ବରୁ ଜେମ୍ସ ଓ୍ବେବ୍‌ ଟେଲିସ୍କୋପର ଫଟୋ ପ୍ରକାଶ କରିଛି। ଏହି ଟେଲିସ୍କୋପ୍‌ ମହାକାଶରେ ସବୁଠାରୁ ଶକ୍ତିଶାଳୀ ହେବ ବୋଲି ତାଲିକାରେ ରହିଛି। ପାଣିପାଗ ଓ ପ୍ରଯୁକ୍ତି ବିଦ୍ୟା ହେତୁ ଲଞ୍ଚ୍‌ରେ ବିଳମ୍ବର ସମ୍ମୁଖୀନ ହେବା ପରେ…

୧୭ ବର୍ଷ ଧରି ନିଜର ପରିସ୍ରା ପିଉଛନ୍ତି ଏହି ବ୍ୟକ୍ତି; କାରଣ ଜାଣିଲେ…

ଦୁନିଆର ପ୍ରତିଟି ବ୍ୟକ୍ତି ସର୍ବଦା ଫିଟ ଏବଂ ଯୁବକ ହେବାକୁ ଚାହାନ୍ତି। କିଛି ଲୋକ ଏଥିଲାଗି ପରିଶ୍ରମ କରି ସଫଳ ହୁଅନ୍ତି। ହେଲେ ଅଧିକାଂଶ ଲୋକଙ୍କ ପାଇଁ ଏହି ସ୍ବପ୍ନ କେବଳ ଏକ ସ୍ବପ୍ନ ହୋଇ ରହିଯାଇଥାଏ। ଅପରପକ୍ଷେ କିଛି ଲୋକ…

ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି ଦୁଇ ଯୋଡା ଭାଇଙ୍କୁ ମିଳିଛି ସରକାରୀ ଚାକିରି। ୧୯ ବର୍ଷୀୟ ଯୋଡା ଶରୀର ଥିବା…

ନିଜ ପାଇଁ କନ୍ୟା ଖୋଜୁଛନ୍ତି ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି

ତୁର୍କୀର ସୁଲତାନ କୋସେନ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି ଭାବେ ଜଣାଶୁଣା। ଏବେ ସେ ତାଙ୍କ ପାଇଁ କନ୍ୟା ଖୋଜୁଛନ୍ତି। ଏଥିପାଇଁ ସେ ତୁର୍କୀରୁ ରୁଷିଆରେ ଯାଇ ପହଞ୍ଚିଛନ୍ତି। ତାଙ୍କ କହିବା କଥା ଏବେ ସେ ସାଥୀରେ କନ୍ୟା ନେଇ ଘରକୁ…

ଗ୍ରାହକ ଅଧିକାର ସର୍ବୋପରି

ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୪ ଡିସେମ୍ବର ଭାରତରେ ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଥାଏ। ୧୯୮୬ରେ ଏହି ଦିନ ଉପଭୋକ୍ତା ସୁରକ୍ଷା ଅଧିନିୟମର ଏହି ଆଇନ ପ୍ରଣୟନ ଦ୍ୱାରା ଦେଶରେ ଉପଭୋକ୍ତାଙ୍କୁ ସେମାନଙ୍କର ଅଧିକାର ଏବଂ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?