Posted inଫୁରସତ

ପ୍ରେମିକାଙ୍କ ସହ ପ୍ରେମିକଙ୍କୁ ଏକାଠି ଦେଖିଲେ ମିଳିଥାଏ ଏପରି ଦଣ୍ଡ

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି। ଏହି ନିୟମକୁ ନେଇ ପାକିସ୍ତାନ ଚର୍ଚ୍ଚାରେ ରହିଥାଏ।

ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ ସମାଲୋଚନା ବି କରାଯାଇଛି। କିଛି ମାସ ପୂର୍ବରୁ ଏକ ନିୟମକୁ ନେଇ ଅନେକ ସମାଲୋଚନା କରାଯାଇଥିଲା। ପାକିସ୍ତାନର ସିନ୍ଧ ରାଜ୍ୟରେ ଏକ ସ୍ବତନ୍ତ୍ର ବିଲ୍‌ ପ୍ରସ୍ତାବ ଦିଆଯାଇଥିଲା। ଏହି ବିଲ୍‌ ପାଇଁ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିଲ୍‌ରେ କୁହାଯାଇଛି ଯେ, ପିଲାଙ୍କୁ ୧୮ବର୍ଷ ହେବା ପରେ ବିବାହ ବାଧ୍ୟତାମୂଳକ କରାଯିବା ଉଚିତ୍‌। ଏହା ବ୍ୟତୀତ ଯେଉଁମାନେ ଏହି ନିୟମ ପାଳନ କରୁନାହାନ୍ତି ସେମାନଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି। ପାକିସ୍ତାନୀ ରାଜନେତାମାନେ ଯୁକ୍ତି କରନ୍ତି, ଏହା ଗଣବଳାତ୍କାର ଏବଂ ଶିଶୁ ବଳାତ୍କାରକୁ ରୋକିବାରେ ସହାୟକ ହେବ। ତେବେ ଜାଣନ୍ତୁ ଏପରି ଅଜବ ନିୟମ ସମ୍ପର୍କରେ…

ଯଦି ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ସହିତ ବୁଲିବା ବା ରହିବା ସମୟରେ ଧରାଯାଏ, ତେବେ ତାଙ୍କୁ ଜେଲ୍‌ ଦଣ୍ଡ ମିଳିଥାଏ। ଏଠାରେ କୌଣସି ଝିଅଙ୍କ ସହିତ କେହି ପୁରୁଷ ବନ୍ଧୁ ହୋଇପାରିବେ ନାହିଁ। ବିବାହ ପୂର୍ବରୁ ଝିଅ ପୁଅ ଏକାଠି ହୋଇପାରିବେ ନାହିଁ ବୋଲି କଡ଼ା ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୮୩ ବର୍ଷରେ ଫିଟ୍‌ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...

ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି କୋହୀନୂର…

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ ଆକର୍ଷିତ କରିଥାଏ । ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। ତେବେ ଏହା ଯାହା...

ଜନ୍ମ ହେବାମାତ୍ରେ ରାତାରାତି ଷ୍ଟାର ପାଲଟିଲେ ଯାଆଁଳା ଶିଶୁ: ଜାଣନ୍ତୁ କେମିତି

କାଲିଫର୍ନିଆରେ ଏକ ସ୍ବତନ୍ତ୍ର ଘଟଣା ଘଟିଛି। ଫାତିମା ମାଡ୍ରିଗାଲ ନାମକ ଜଣେ ମହିଳା ନାଟିଭିଡାଡ ମେଡିକାଲରେ ୧୫ ମିନିଟର ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ।ଏଥିରେ...

ବିଶ୍ୱର ସବୁଠୁ ରାଗ ଲଙ୍କା

ଅଧିକାଂଶ ଲୋକ ରାଗଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ସେଥିମଧ୍ୟରୁ କିଛି କିସମର ଲଙ୍କା ଆଦୌ ରାଗ ନ ଥିବା ବେଳେ ଆଉ କିଛି ଲଙ୍କା...

କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…

ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ...

ମିସ ୟୁନିଭର୍ସ ବିଜେତାଙ୍କୁ ମିଳିଥାଏ ଏସବୁ ସୁବିଧା

ନୂଆଦିଲ୍ଲୀ,୧୩।୧୧: ଭାରତର ହର୍‌ନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ ମୁକୁଟ ପିନ୍ଧିଛନ୍ତ। ପଞ୍ଜାବର ହର୍‌ନାଜ୍‌ ୨୧ ବର୍ଷ ପରେ ମିସ ୟୁନିଭର୍ସ ଟାଇଟେଲ ଜିତିବାରେ ସଫଳ...

ନିଜର ୨୮ ସ୍ତ୍ରୀଙ୍କ ସାମ୍ନାରେ ଯୁବତୀଙ୍କ ହାତ ଧରିଲେ ଏହି ବୃଦ୍ଧ; ଭିଡିଓ ଦେଖିଲେ ହେବେ…

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ବିବାହର ଭିଡିଓ। ଆଇପିଏସ୍‌ ଅଧିକାରୀ ରୁପିନ ଶର୍ମା ଟୁଇଟରରେ ଏହାକୁ ଶେୟାର କରିଛନ୍ତି। ଭିଡିଓରେ ଜଣେ ବୃଦ୍ଧ...

ଏମିତି ମନ୍ଦିର: ଯେଉଁଠି ପବନରେ ଝୁଲି ରହିଛି ଏକ ଖମ୍ବ, ଆଜି ବି ରହସ୍ୟାବୃତ୍ତ

ଭାରତକୁ ମନ୍ଦିରର ଦେଶ କୁହାଯାଏ। କାରଣ ଏଠାରେ ଅନେକଗୁଡ଼ିଏ ମନ୍ଦିର ଅଛି, ଯାହାକୁ ଗଣିବା ଅସମ୍ଭବ। ସେଥିମଧ୍ୟରୁ କିଛି ମନ୍ଦିର ମହାନତା ଏବଂ ଅନନ୍ୟ ବିଶ୍ୱାସ...

Advertisement
Archives

Model This Week