ଫୁରସତ

ଦେହସାରା ପତାକା ଟାଟୁ

ଦିଲ୍ଲୀର ହର ପ୍ରକାଶ ରିଶି। ବୟସ ୭୫ ବର୍ଷରୁ ଉର୍ଦ୍ଧ୍ୱ। ହେଲେ ତାଙ୍କ ଭିତରେ ଭରି ରହିଛି ରେକର୍ଡ କରିବାର ନିଶା। ଫଳରେ ତାଙ୍କ ନାମରେ ଏବେ ୨୦ରୁ ଉର୍ଦ୍ଧ୍ୱ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ରହିଛି। ସେଇଥିପାଇଁ ଅନେକେ ତାଙ୍କୁ ‘ଗିନିଜ…

ଧାର୍ମିକସ୍ଥଳୀ ଧର୍ମଶାଳା

ହିମାଚଳ ପ୍ରଦେଶର ଏକ ଧାର୍ମିକସ୍ଥଳୀ ଭାବେ ଧର୍ମଶାଳାର ବେଶ୍‌ ନାମ ରହିଛି ଦେଶ ବିଦେଶରେ। କାରଣ ଏଠାରେ ରହିଛି ମୈକଲୋଡ଼ଗଞ୍ଜ ନାମକ ଏକ ତୀର୍ଥସ୍ଥଳୀ; ଯେଉଁଠାରେ ମୁଖ୍ୟତଃ ତିବ୍ବତୀୟମାନଙ୍କ ଧାର୍ମିକ ଭାବଧାରାକୁ ବୁଝିବାର ଅନେକ ସୁଯୋଗ ମିଳିଥାଏ… ହିମାଚଳ ପ୍ରଦେଶର କାଙ୍ଗରା…

ପ୍ରଥମ ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି: ତହସିଲଦାର ପଲ୍ଲବୀ ନାୟକ

କେନ୍ଦୁଝର ଜିଲାର ବୃନ୍ଦାବନପୁର ହେଉଛି ମୋର ପ୍ରକୃତ ଗାଁ। ହେଲେ ମୋ ମା’ ଯେହେତୁ କେନ୍ଦୁଝର ଜିଲାର ବାସୁଦେବପୁରରେ ରହି ଶିକ୍ଷକତା କରୁଥିଲେ, ତେଣୁ ମୋର ଜନ୍ମ ସେହିଠାରେ ହିଁ ହୋଇଥିଲା। ପାଠପଢ଼ା ଆରମ୍ଭ ହେଲା ବେଳକୁ ମା’ଙ୍କର ଜୁନାଗଡ଼ ବଦଳି…

କଳା କାରିଗର ସଞ୍ଜୟ

କାଠର କଠିନ ଆବରଣ ଉପରେ କଳାର କୋମଳ ଫୁଲ ଫୁଟେଇ ପାରୁଥିବା ପିତାଙ୍କଠାରୁ ମିଳିଛି ତାଙ୍କୁ ଚିତ୍ରକଳାର ଆତ୍ମା । ତହିଁରେ ସଞ୍ଜୟ ଭରନ୍ତି ନିଜ କାରିଗରୀର ଅଭିନବତ୍ୱ ଓ ନିଆରା କୌଶଳ। ରୂପ ଦିଅନ୍ତି ଆପଣା ସ୍ବପ୍ନକୁ ନିଜ ନିଷ୍ଠା…

ପଣା

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହ ପଣା ବା ପ୍ରପାନକ ଜଡ଼ିତ। ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହା ଅତି ପ୍ରିୟ। ଏହାକୁ ପିଇବା ମାତ୍ରେ ତୃଷା ନିବାରଣ ହୁଏ, ତୁରନ୍ତ ଶକ୍ତି ମିଳେ। ପ୍ରସାଦଭାବେ ଦେବୀ ଦେବତାଙ୍କୁ ଅର୍ପଣ ମଧ୍ୟ କରାଯାଏ।…

ଇନ୍ଦ୍ରଧନୁର ଦେଶ

ସାଉଥ୍‌ ଆଫ୍ରିକା, ଯାହାକି ଇନ୍ଦ୍ରଧନୁର ଦେଶ ଭାବେ ବେଶ୍‌ ପରିଚିତ। ନାଁରୁ ହୁଏତ ଭାବୁଥିବେ, ଏଠାରେ ସବୁବେଳେ ଇନ୍ଦ୍ରଧନୁ ପଡୁଥାଇପାରେ। ହେଲେ ଏହି ନାଁ ପଛର କାହାଣୀ କିନ୍ତୁ ଭିନ୍ନ । ବିଭିନ୍ନ ଧର୍ମାବଲମ୍ବୀ, ଭାଷାଭାଷୀ ଓ ସମ୍ପ୍ରଦାୟର ଲୋକ ବହୁ…

ସ୍ତ୍ରୀଙ୍କୁ ଭେଟିବାକୁ ଜଳପଥରେ ୨୦୦୦ କିଲୋମିଟର ଯାତ୍ରା କଲେ ସ୍ବାମୀ

ହାନୋଇ,୨୬ା୩: ଭିଏତନାମର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ଜଳପଥରେ ୨ ହଜାର କିଲୋମିଟର ଯାତ୍ରା ଆରମ୍ଭ କରଥିଲେ। ଯଦିଓ ସେ ତାଙ୍କ ସ୍ତ୍ରୀଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି ତଥାପି ଲୋକେ ତାଙ୍କ ଉଦ୍ୟମକୁ ବେଶ୍‌ ପ୍ରଶଂସା କରୁଛନ୍ତି। ଖବର…

ଦିନକରେ ୫୧ ଥର କଟିଲା ଚାଲାଣ; ୬ ଲକ୍ଷରୁ ଅଧିକ ଜରିମାନା ଦେଇ ଚର୍ଚ୍ଚାରେ ବ୍ୟକ୍ତି

ଯାନବାହନ ଯାତାୟାତ କରିବା ଲାଗି ଅନେକ ଟ୍ରାଫିକ୍‌ ନିୟମ ରହିଛି। ପ୍ରତ୍ୟେକ ଦେଶର ଟ୍ରାଫିକ୍‌ ନିୟମ ଭିନ୍ନ। ଯଦି କୌଣସି ବ୍ୟକ୍ତି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କର ଚାଲାଣ କଟାଯାଇଥାଏ। ଏଣୁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ। ଥରେ, ଦୁଇଥର…

ମଣିଷଙ୍କ ପରି ବେଲୁନ୍‌ ଖେଳୁଛନ୍ତି କୁକୁର, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କୁକରମାନେ ବେଲୁନ୍‌ ଖେଳୁଛନ୍ତି। ଭିଡିଓ ଦେଖିଲେ ଆପଣ…

ଫସଲ ଲଗାଇବା ପାଇଁ କୃଷକ ଖୋଳୁଥିଲେ ଗାତ, ବାହାରିଲା ଖାଲି ସୁନା ମୁଦ୍ରା

ବିହାରର ବକ୍ସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜମି ଖୋଳୁ ଖୋଳୁ ହଠାତ୍‌ ସୁନାର ମୁଦ୍ରା ବାହାରିବାରେ ଲାଗିଲା। ଏହି ଜମିରେ କାମ କରୁଥିବା କୃଷକ, ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଏହଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଜମିରେ ବାଡ଼ ଦେବା ପାଇଁ…

ଏହି ଯୁବକଙ୍କ ଜଣେ ବଡ଼ ପ୍ରଶଂସକ ପ୍ରଧାନମନ୍ତ୍ରୀ ମୋଦି: ଟୁଇଟର୍‌ରେ କରୁଛନ୍ତି ଫଲୋ

ଭୋପାଳ,୨୫।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଖରଗୋନ ଜିଲାର ନିଆରା ଚିତ୍ରକାର ଆୟୁଷ କୁନ୍ଦଲଙ୍କ ଜଣେ ବଡ଼ ପ୍ରଶଂସକ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଚିତ୍ରକାରଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲକୁ ଫଲୋ କରି ୟୁଟ୍ୟୁବକୁ…

ସଫଳତା ଏକ ଇଭେଣ୍ଟ ନୁହେଁ: ମାଲା ମିଶ୍ର

ମାଲା ମିଶ୍ରଙ୍କ ପିତା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଏହା ତାଙ୍କ ଜ୍ଞାନ ଆହରଣର ପରିସର ବୃଦ୍ଧି କରିଥିଲା। କଲେଜ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷା ସମୟରେ ସେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?