ଫୁରସତ

ଗରମରୁ ମୁକ୍ତି ଲାଗି ଏମିତି ଅଭିନବ ଉପାୟ ବାଛିଛନ୍ତି ଯୁବକ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ସୋସିଆଲ ମିଡିଆରେ ଏବେ ଏକ…

ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା

କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି, ଯାହା ପ୍ରଶଂସାର କାରଣ ପାଲଟେ। ଉତ୍ତରପ୍ରଦେଶର ଏଟା ଜିଲାରେ ଜଣେ ବୃଦ୍ଧା ମହିଳା ଏଭଳି…

‘ଦ କଶ୍ମୀର ଫାଇଲ୍ସ’ର ଲୋକପ୍ରିୟତାକୁ ଦେଖି ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କଲେ ବ୍ୟବସାୟୀ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି । ୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ପରଦାରେ ପ୍ରଦର୍ଶନ କରାଯାଇଛି। ଫିଲ୍ମକୁ ଦେଖିବା…

ବିଶ୍ୱର ମହଙ୍ଗା ସ୍କୁଲ, ଫି’ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିର ସମୟରେ ପିଲାମାନଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ାଇବା ଏତେ ସହଜ ନୁହେଁ। କାରଣ ସେମାନଙ୍କ ବିଦ୍ୟାଳୟର ଫି’ ଏତେ ଅଧିକ ଯେ ଅଭିଭାବକଙ୍କୁ ଅନେକଥର ଚିନ୍ତା କରିବାକୁ ପଡ଼ିବ। ସାଧାରଣତଃ ବେସରକାରୀ ସ୍କୁଲଗୁଡ଼ିକର ଅତ୍ୟଧିକ ଫି’ ନେବା ଦ୍ୱାରା ଅସୁବିଧାରେ ପଡ଼ନ୍ତି…

ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ ରହୁ

୧୯୩୬ ମସିହାରେ ଭାଷାକୁ ଭିତ୍ତିକରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତେଣୁ ଭାଷାଭିତ୍ତିକ ଏକତ୍ୱ ପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା, ବର୍ତ୍ତମାନ ସେହି ଭାଷା ପ୍ରତି ଗୁରୁତ୍ୱ କମି କମି ଯାଉଛି। ସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗକୁ ଆଜି…

ଆମେ କେତେ ଓଡ଼ିଆ

ଆମେ ଓଡ଼ିଆ- ଅନ୍ୟକୁ ଏହି ପରିଚୟ ଦେବାରେ ଆଜି ଆମକୁ କୁଣ୍ଠା ଲାଗୁଛି। କେହି ଆମକୁ ‘ଓଡ଼ିଆ’ କହିଦେଲେ ଆମ ମନ ଭିତରେ କେମିତି ଗୋଟାଏ ନୂ୍ୟନମନ୍ୟତା ଛାଏଁ ଛାଏଁ ସୃଷ୍ଟି ହୋଇଯାଉଛି। ଆପଣା ଲୋକ ସହ କଥା ହେବାବେଳେ ଇଂଲିଶ…

ଜାଣନ୍ତି ଟୁଥ୍‌ବ୍ରଶ୍‌ ବ୍ରିଷ୍ଟଲରେ କାହିଁକି ଥାଏ ଦୁଇ ପ୍ରକାର ରଙ୍ଗ

ସାଧାରଣତଃ ଦନ୍ତ ଚିକିତ୍ସକମାନେ ଦାନ୍ତକୁ ସୁନ୍ଦର ରଖିବା ପାଇଁ ପରାମର୍ଶ ଦେଇଥାନ୍ତି। ଦିନକୁ ଦୁଇଥର ବ୍ରଶ କରିବା ଉଚିତ୍‌ ବୋଲି କହିଥାନ୍ତି। ଏହା ବ୍ୟତୀତ ପ୍ରତି ୬ ମାସରେ ବ୍ରଶ୍‌ ପରିବର୍ତ୍ତନ କରାଯିବା ଉଚିତ୍‌। ଟୁଥବ୍ରଶ୍‌ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…

ହାତୀ ଉପରେ ଚଢ଼ି ଏମିତି ଷ୍ଟଣ୍ଟ୍‌ ମାରିଲେ ଯୁବକ, ପଛରେ ପଡ଼ିଯିବେ ବାହୁବଳୀ

ଆଜିର ସମୟରେ ଫିଟ୍‌ନେସ୍‌ ଏବଂ ଷ୍ଟଣ୍ଟ୍‌ ସାଧାରଣ କଥା ପାଲଟିଗଲାଣି। ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଷ୍ଟଣ୍ଟ ଦେଖିବାକୁ ମିଳୁଛି। ସେମିତି ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଷ୍ଟଣ୍ଟ୍‌ମ୍ୟାନ୍‌ ହାତୀ ଉପରେ ଚଢ଼ିବା ସହିତ…

ଏହି ରାଜ୍ୟରେ ସାମାନ୍ୟ ତରଭୁଜ ପାଇଁ ହୋଇଥିଲା ଯୁଦ୍ଧ, ପ୍ରାଣ ହରାଇଥିଲେ ହଜାର ହଜାର ସୈନିକ

ଯୁଦ୍ଧ କେବେ ବି କାହାର ଲାଭ କରେ ନାହିଁ ବରଂ ବହୁମାତ୍ରାରେ କ୍ଷତି କରେ। ଯୁଦ୍ଧରେ ହଜାର ହଜାର ଜୀବନ ଯାଏ। ଲୋକମାନେ ନିଜ ନିଜର ପ୍ରିୟଜନଙ୍କୁ ହରାଇଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଯୁଦ୍ଧରେ ଶକ୍ତି ଏବଂ ଧନ ହିଁ…

୧୩ ବର୍ଷ ବଡ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ଆଇଏଏସ୍‌ ଟିନା ଡାବି

ନୂଆଦିଲ୍ଲୀ,୩୧।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି…

ପ୍ରତ୍ୟେକ ପାର୍ଟିରେ ଗୋଟିଏ ଡ୍ରେସ୍‌ ପିନ୍ଧି ଯାଆନ୍ତି ମହିଳା, କାରଣ ଜାଣିଲେ…

ବିବାହ ପାର୍ଟି ହେଉ କିମ୍ବା କୌଣସି ଛୋଟମୋଟ ପ୍ରୋଗ୍ରାମ ହେଉ ଏହା ପ୍ରାୟତଃ ମହିଳାମାନଙ୍କ ପସନ୍ଦ ଅଟେ। ସେମାନେ ନୂଆ ଡ୍ରେସ ପିନ୍ଧି ସବୁଆଡ଼େ ଯାଆନ୍ତି। କିଛି ମହିଳା ଅଛନ୍ତି, ସେମାନେ ଯେଉଁଆଡ଼େ ବି ଯାଆନ୍ତି ଗୋଟିଏ ଡ୍ରେସ ପିନ୍ଧି ଯାଇଥାନ୍ତି।…

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର ଡାଇନାମିକ୍ସ ଅବଜରଭେଟୋରି ସୌରପୃଷ୍ଠରେ ଘଟୁଥିବା ଘଟଣାଗୁଡ଼ିକର ଚମତ୍କାର ଭିଜୁଆଲ କ୍ୟାପଚର କରିଛି। ଅନ୍ୟପକ୍ଷରେ କୋଲକାତାସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?