ଫୁରସତ

କବିତା କହେ କବି ମନର କଥା

କବି ଜଣେ ସାଧାରଣ ମଣିଷ ନୁହନ୍ତି । ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ । ଜଣେ ସାଧାରଣ ଲୋକ ଦେଖୁଥିବା ବିଭିନ୍ନ ଜିନିଷ ଅବା ପ୍ରକୃତିକୁ କବି ଏକ ଅନ୍ୟ ଢଙ୍ଗରେ ଦେଖିଥାନ୍ତି।…

ଅନ୍‌ଲାଇନ୍‌ ଗେମ୍‌ରୁୁ ପଡ଼ିଗଲେ ପ୍ରେମରେ, ଆଉ ତା’ ପରେ…

କୁହାଯାଏ, ପ୍ରେମ ପ୍ରେମ ଅନ୍ଧ। ଏହା ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ବୟସ, ଦୂରତା କିଛି ମାନେନା। ବ୍ରିଟେନର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଏପରି ଘଟିଛି। ଏକ ଅଦ୍ଭୁତ ପରିସ୍ଥିତିରେ ପ୍ରେମରେ ପଡ଼ିଥିଲେ। ଦୁହେଁ ଅନ୍‌ଲାଇନ୍‌ ଗେମ୍‌ ଖେଳୁଖେଳୁ ପ୍ରେମରେ ପଡ଼ିଗଲେ।…

ଭୂପୃଷ୍ଠରୁ ୩ ହଜାର ଫୁଟ ତଳେ ବାସ କରନ୍ତି ଏହି ଗାଁର ଲୋକେ

ଆପଣ ନିଶ୍ଚିତ ଭାବରେ ସ୍ବର୍ଗ ଲୋକ ଏବଂ ପାତାଳ ଲୋକଙ୍କ କାହାଣୀ ବିଷୟରେ ଅନେକ ଶୁଣିଥିବେ। ଏହି ଦୁଇଟି ଦୁନିଆ ମଧ୍ୟରୁ ସ୍ବର୍ଗକୁ ଆକାଶ ବୋଲି ବିବେଚନା କରାଯାଏ ଏବଂ ତଳେ ରହୁଥିବା ଲୋକଙ୍କୁ ପାତାଳ ଲୋକ ବୋଲି ବିଶ୍ୱାସ କରାଯାଏ।…

ପରସ୍ପରକୁ ଜୋତା ଫିଙ୍ଗି ମନାଇଥା’ନ୍ତି ହୋଲି

ସାରା ଦେଶରେ ଆଜି ପାଳନ କରାଯାଇଛି ହୋଲି। ସୋସିଆଲ ମିଡିଆରେ ବିହାରର ଏକ ହୋଲିର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ବିଶ୍ୱାସ କରିପାରିବେନି। ଭିଡିଓରେ ଲୋକମାନେ ରଙ୍ଗ ବଦଳରେ ପରସ୍ପର ଉପରେ ଚପଲ ଏବଂ ଜୋତା ଫିଙ୍ଗୁଥିବାର ଦେଖିବାକୁ ମିଳିଛି।…

ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବାବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ଭିନ୍ନ ରୂପେ ପାଳନ କରାଯାଏ।…

ଏଠାରେ ଲାଲ ଟମାଟୋରେ ଖେଳାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥାଏ। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନ୍‌ର ଭାଲେନ୍‌ଶିୟା ନଗରରେ ଟମାଟୋ ଲାଲ୍‌ ଫୋପାଡ଼ି ହୋଲି ମନାଯାଇଥାଏ। ପ୍ରତିବର୍ଷ…

୪୦ ବର୍ଷ ଧରି ପଥରଫଟା କାର୍ଯ୍ୟ କରୁଛନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ…

ଯେଉଁଠାରେ ଅନେକ ଦେଶ ଅଗ୍ରଗତି କରୁଥିବା ବେଳେ ଆଉ କିଛି ଦେଶର ଲୋକ ଆଜି ବି ନିଜର ମୌଳିକ ସୁବିଧା ପୂରଣ କରିବାରେ ଅସମର୍ଥ। ଜାଣି ଆଶ୍ଚର୍ଯ୍ୟ ହେବେ ଆଫ୍ରିକାରେ ମଧ୍ୟ ଏକ ଦେଶ ଅଛି, ଯେଉଁଠାରେ ଲୋକମାନେ ଗତ ୪୦…

ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟ ହେଉଥିଲା ଦରଜ, ଅପରେଶନ ପରେ ଯାହା ବାହାରିଲା; ଜାଣିଲେ…

ଦୁନିଆରେ ଏପରି ଅନେକ ଅଦ୍ଭୁତ ଘଟଣା ଘଟୁଛି, ଯାହା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏବେ ସେମିତି ଏକ ଘଟଣା ଗୋଟିଏ ଚର୍ଚ୍ଚାରେ ରହିଛି। ଆଫ୍ରିକାର ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଦରଜ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ଆସିଥିଲେ।…

ଏହି କାମ ପାଇଁ ସ୍ବାମୀଙ୍କୁ ୫ କୋଟି ଟଙ୍କାର କାର୍‌ ଉପହାର ଦେଲେ ସ୍ତ୍ରୀ

ଜଣେ ଗର୍ଭବତୀ ମହିଳା ପ୍ରଥମ ସନ୍ତାନର ଜନ୍ମ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଲମ୍ବୋର୍ଗିନି ହୁରାକାନ ଇଭୋ (Lamborghini Huracan Evo) କାର୍‌ ଉପହାର ଦେଇଛନ୍ତି। ସେ ତାଙ୍କ ପିଲାଙ୍କ ସାହାଯ୍ୟ ପାଇଁ ସ୍ବାମୀଙ୍କୁ ଆଗୁଆ ପୁରସ୍କାର ଦେବାକୁ ଚାହୁଁଥିଲେ। ସେଥିପାଇଁ ଏହି…

ଆସାମରେ ‘ଜେଲେନ୍‌ସ୍କି ଚା’

ରୁଷିଆ ଆକ୍ରମଣରେ ଭୟଭୀତ ନ ହୋଇ ଅଦ୍ଭୁତ ସାହସିକତା ପ୍ରଦର୍ଶନ କରିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ନାଁରେ ଆସାମର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଚା’ ପ୍ରସ୍ତୁତ କରିଛି। ଜେଲେନ୍‌ସ୍କିଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଚା’ ଲଞ୍ଚ୍‌ କରାଯାଇଛି। ଆସାମର…

ଟାଟୁ କରି ରେକର୍ଡ: ଏକାଥରକେ ୩୬ କଳାକାର ଫୁଟାଇଲେ ଛୁଞ୍ଚି

ଟାଟୁ କରିବା ଏବେ ଗୋଟେ ଟ୍ରେଣ୍ଡ ପାଲଟିଗଲାଣି। ଅନେକ ଲୋକ ଶରୀରରେ ଟାଟୁ କରୁଥିବାର ଦେଖିଥିବେ। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ନିଜ ଶରୀରକୁ ଛୁଞ୍ଚିରେ ଫୁଟାଇ ନୀଳ ରଙ୍ଗ ଦେଇଛନ୍ତି। ଏପରି କରି ସେ ବିଶ୍ୱ…

ୟୁକ୍ରେନ ଯୁବତୀଙ୍କ ପ୍ରତି ବଢୁଛି ଚାଇନା ଯୁବକଙ୍କ ରୁଚି, କାରଣ ଜାଣିଲେ…

ବେଜିଂ,୧୭ା୩: ଚାଇନା ଯୁବକ ୟୁକ୍ରେନ ଯୁବତୀଙ୍କ ପାଇଁ ପାଗଳ। ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ୟୁକ୍ରେନ ଲୋକମାନେ ନିଜ ଦେଶ ଛାଡ଼ି ଅନ୍ୟ ସ୍ଥାନରେ ଶରଣ ନେଉଛନ୍ତି। ଏହା ମଧ୍ୟରେ ଏକ ଅନ୍‌ଲାଇନ୍‌ ଓ୍ବେବ୍‌ସାଇଟ୍‌ରେ ୟୁକ୍ରେନ ଯୁବତୀଙ୍କ ପ୍ରତି ଚାଇନା ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?