Advertisement
Posted inଫୁରସତ

ମଣିଷଙ୍କ ପରି ବେଲୁନ୍‌ ଖେଳୁଛନ୍ତି କୁକୁର, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କୁକରମାନେ ବେଲୁନ୍‌ ଖେଳୁଛନ୍ତି। ଭିଡିଓ ଦେଖିଲେ ଆପଣ ବି ଖୁସିରେ କହିବେ ବାଃ।

 

ଏହି ଭିଡିଓଟି Buitengebieden ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ସମସ୍ତେ ମଜା ମୁଡ୍‌ରେ। ଭିଡିଓରେ ଦଳେ କୁକୁର ପିଙ୍କ୍‌ କଲରର ଏକ ବେଲୁନ୍‌ ସହ ବେଶ୍‌ ମନ ଆନନ୍ଦରେ ଖେଳୁଛନ୍ତି। ଏହା ଦେଖି ଅନେକ ୟୁଜର ଲେଖିଛନ୍ତି, କୁକୁରମାନେ ବି ମଣିଷ ପରି ବେଲୁନ୍‌ ଖେଳିପାରନ୍ତି। ସେମାନଙ୍କ ଖେଳ ଦେଖିଲେ ଯେମିତି ଲାଗିବ ସମସ୍ତେ ଖୁସି ମିଜାଜରେ ଖେଳୁଛନ୍ତି। ଜଣେ ଅନ୍ୟ ଜଣକ ନିକଟରୁ ବେଲୁନ ପକାଉଥିବା ବେଳେ ଆଉ ଜଣେ ଡିଆଁ ମାରି ବେଲୁନ୍‌କୁ ଉପରକୁ ମାରୁଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବହୁ ୟୁଜର ବେଶ୍‌ ମଜାଳିଆ କମେଣ୍ଟ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ନଜଣାଇ ଘରକୁ ପଳାଇଲେ ବୋଲି ବିଜୁଳି ଖୁଣ୍ଟରେ ଚଢ଼ି ବସିଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ବଳରାମପୁର: ଯଦି ଆପଣ ‘ଶୋଲେ’ ଫିଲ୍ମ ଦେଖିଥିବେ ତେବେ ଅଭିନେତା ଧର୍ମେନ୍ଦ୍ର ସେଥିରେ ମଦନିଶାରେ ପାଣି ଟାଙ୍କି ଉପରେ ଚଢ଼ିବା ଘଟଣା ମନେଥିବ ନିଶ୍ଚିତ। ଏବେ...

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ଏହି ଉପହାର ଦେଲେ ନୀତା ଅମ୍ବାନୀ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀ ମହିଳାମାନଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ‘ହର ସର୍କଲ’ ଆରମ୍ଭ କରିଛନ୍ତି। ଏଥିରେ...

କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଲେନିି ପୁଅ

ହାଇଦ୍ରାବାଦ, ୩୧।୫: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଇନାହାନ୍ତି ପୁଅ-ବୋହୂ। ତେଲେଙ୍ଗାନାର କରିମନଗର...

ସୁନା ଆଖି ଥିବା ଯୁବତୀ

ବେଳେବେଳେ ସମୟ ଏମିତି ଆସେ ଯେବେ ଜୀବନ ବଞ୍ଚାଇବା ଲାଗି ମଣିଷକୁ ନିଜ ଶରୀରର ଅଙ୍ଗକୁ ବଳି ଦେବାକୁ ପଡିଥାଏ। ପ୍ରାୟତଃ ଦୁର୍ଘଟଣା ଅବା କୌଣସି...

ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ

ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି...

ଚିକେନ ପକୋଡ଼ା ଖାଇଲେ ମିଳିବ ୧ ଲକ୍ଷ ଟଙ୍କାର ଚାକିରି, ଅଫର ଦେଇଛି ଏହି କମ୍ପାନୀ

ବ୍ରିଟେନର ଏକ କମ୍ପାନୀ ଚିକେନ ପକୋଡ଼ା ଖାଇଲେ ୧ ଲକ୍ଷ ଟଙ୍କାର ଦରମା ମିଳିବ ବୋଲି ଘୋଷଣା କରିଛି। ଚିକେନ ପକୋଡ଼ା ଖାଇବା ପରେ ଏଠାକାର...

୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା...

ଏଠାରେ ରହିଛି ପାରଶ ମଣି: ଯାହାକୁ ଛୁଇଁଲେ ହୋଇଯିବ ସୁନା

ଭୋପାଳ, ୧୦।୮: ଏଭଳି ଦୁର୍ମୂଲ୍ୟ ମଣି ରହିଛି ଏହାକୁ ଯେଉଁଥିଲେ ସ୍ପର୍ଶ କଲେ ତାହା ସୁନାରେ ପରିଣତ ହୋଇଯିବ। ଏନେଇ ବହୁ କାହାଣୀ ରହିଛି। ତେବେ...

Advertisement
Archives

Model This Week