ଫୁରସତ

୩୬ ଘଣ୍ଟା ଦୋଳି ଖେଳି ବିଶ୍ୱ ରେକର୍ଡ କଲେ ବୃଦ୍ଧ

ଯେତେବେଳେ କ୍ରେଜ୍‌ କାହାର ମୁଣ୍ଡରେ ଚଢ଼ିଯାଏ, ସେତେବେଳେ ଜଣେ ବ୍ୟକ୍ତି କିଛି ବି କରିପାରେ। କେବଳ ନିଜ ଭିତରେ ଉତ୍ସାହ ରହିବା ଦରକାର। ବୟସ ଯେତେ ବଢୁନା କାହିଁକି ଇଚ୍ଛାଶକ୍ତି ଥିଲେ ମଣିଷ ସଫଳତା ହାସଲ କରିଥାଏ। ସେମିତି ଏକ ଉଦାହରଣ…

ନା ଧନ, ନା ସମ୍ପତ୍ତି… ଏହି ଗୋଟିଏ କାରଣ ପାଇଁ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ଯୁବତୀ

କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଛି ୨୫ ବର୍ଷୀୟ ଡାନିଏଲ ରିଫ୍‌ ଏବଂ ୭୧ ବର୍ଷୀୟ ରିକି ମାଷ୍ଟର ହାଓ୍ବାର୍ଡ ରିଫ୍‌ଙ୍କ କ୍ଷେତ୍ରରେ। ଦୀର୍ଘବର୍ଷର ବୟସାଗତ ତଫାତ ଥିଲେ ହେଁ ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି। ଡାନିଏଲ-ହାଓ୍ବାର୍ଡଙ୍କ…

ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ତାରରେ ପକ୍ଷୀମାନେ ବସିଲେ ବି କାହିଁକି ଲାଗେନା କରେଣ୍ଟ

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ପ୍ରତିଦିନ ଆମ ଆଖି ସାମ୍ନାରେ ଦେଖୁ କିନ୍ତୁ ସେମାନଙ୍କର ତର୍କକୁ ବୁଝିପାରୁନାହୁଁ। ଆମ ଆଖି ଏହି ଘଟଣାଗୁଡ଼ିକରେ ଏତେ ଅଭ୍ୟସ୍ତ ଯେ, ଆମେ ସେଥିରେ କିଛି ଅଦ୍ଭୁତ ଜିନିଷ ପରଖି ପାରୁନାହୁଁ।…

ଜାଣନ୍ତି ବବଲ୍‌ ର଼୍ୟାପ୍‌ ଦେଖିବା କ୍ଷଣି କାହିଁକି ଫୁଟାଇବାକୁ ମନ ଚାହେଁ

ଯେତେବେଳେ ଆମେ କିଛି ଜିନିଷ କିଣୁ ଏହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ବହୁତ ଭଲ ଭାବରେ ପ୍ୟାକ୍‌ ହୋଇଥାଏ। ଗ୍ଲାସ ବ୍ୟତୀତ ଚାଇନା ମାଟିର ବାସନ ହେଉ କିମ୍ବା ଅନ୍ୟ କୌଣସି ସୂକ୍ଷ୍ମ ସାମଗ୍ରୀ ହେଉ ଏହି ଜିନିଷଗୁଡ଼ିକ ପ୍ରାୟତଃ ବବଲ୍‌…

ଅନ୍ତିମ ସଂସ୍କାରରେ ଡିଜେ ବଜାଇ ନାଚିଲେ

ଖୁସିର ସମୟରେ ଲୋକମାନେ ନାଚିଥାନ୍ତି, ପାର୍ଟି କରିଥାନ୍ତି। ହେଲେ ଆପଣ କେବେ କେହି ମରିଗଲେ ଉତ୍ସବ ପାଳନ କରିବା ଦେଖିଛନ୍ତି କି? ହୁଏତ ନା। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ…

ଯାଆଁଳା ଭଉଣୀଙ୍କ ସହ ଘଟିଲା ଏମିତି, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଦୁନିଆରେ କିଛି ଜିନିଷ ଅଚାନକ ଘଟିପାରେ। କିନ୍ତୁ ବେଳେବେଳେ କିଛି ଘଟଣା ଏମିତି ଘଟେ, ଯାହାକୁ ସହଜେ ବିଶ୍ୱାସ କରି ହୁଏ ନାହିଁ। ଆମେରିକାର ଅରେଞ୍ଜ୍‌ କାଉଣ୍ଟିରେ ଏପରି ଏକ ଘଟଣା ଘଟିଛି। ନିକଟରେ ଜିଲ ଜଷ୍ଟିନିଆନି ଏବଂ ଏରିନ ଚେପ୍ଲାକ…

ବେଡ୍‌ରୁମ୍‌ରେ ମହୁମାଛି ବସା, ଶବ୍ଦ ଶୁଣିବା ପାଇଁ ଲୋକେ ଦେଉଛନ୍ତି ଏତିକି ଟଙ୍କା

ମହୁମାଛି ପ୍ରାୟତଃ ଦେଖିଥିବେ। ଏହାର ବସାରେ ଯଦି ଥରେ କୌଣସି ଆଘାତ ଲାଗିଲା ତେବେ ଏମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥାନ୍ତି। ଅନେକ ସ୍ଥାନରେ ମହୁମାଛି ଆକ୍ରମଣରେ ଲୋକେ ମରୁଥିବାର ମଧ୍ୟ ଖବର ଜାଣିବାକୁ ମିଳିଥାଏ। ଆଜି ହେଉଛି ବିଶ୍ୱ ମହୁମାଛି…

ଜଣେ ପୁଅ ପାଇଁ ସ୍କୁଲଛାତ୍ରୀଙ୍କ ‘ଗ୍ୟାଙ୍ଗଓ୍ବାର’: ବିଧା-ଗୋଇଠା ସହ କାଠ ଫାଳିଆରେ ଆକ୍ରମଣ

ବେଙ୍ଗାଲୁରୁ: ରାସ୍ତାରେ ସ୍କୁଲଛାତ୍ରୀଙ୍କ ମହାଭାରତ। ସ୍କୁଲ ପୋଷାକରେ ପରସ୍ପରର ଚୁଟି ଧରି ଘୋଷାଡ଼ିବା ସହ ବିଧା, ଗୋଇଠା, ମୁଥ, କାଠ ଫାଳିଆରେ ଆକ୍ରମଣ କୌଣସି ଗ୍ୟାଙ୍ଗଓ୍ବାରଠାରୁ କମ୍‌ ଲାଗୁନାହିଁ। ଜଣେ ପୁଅପାଇଁ ସେମାନେ ଏପରି କାଣ୍ଡ ଭିଆଇଛନ୍ତି। ଏହାର ଭିଡିଓ ଏବେ…

ପ୍ରତି ୩୦ ସେକେଣ୍ଡ୍‌ରେ ସବୁକିଛି ଭୁଲି ଯାଉଛନ୍ତି ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଭାବରେ ଅମିର ଖାନ୍‌ଙ୍କ ଫିଲ୍ମ ‘ଗଜ୍‌ନୀ’କୁ ମନେ ରଖିଥିବେ। ଯେଉଁଥିରେ ତାଙ୍କ ଚରିତ୍ର ସ୍ବଳ୍ପ ସମୟର ସ୍ମୃତି ଶକ୍ତି ହରାଇଥାଏ ଏବଂ ପ୍ରତ ୫ ମିନିଟରେ ଅତୀତକୁ ଭୁଲିଯାଇଥାନ୍ତି। ବାସ୍ତବ ଜୀବନରେ କ୍ଲାଇଭ ଓ୍ବେୟାରିଙ୍ଗ୍‌ ନାମକ ଜଣେ ବ୍ୟକ୍ତିଙ୍କଠାରେ…

ଟାଇଟନିକ୍‌ ପୋଜ୍‌ରେ ଶୁଟିଂ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା…

୧୯୯୭ରେ ହଲିଉଡ୍‌ ଫିଲ୍ମ ‘ଟାଇଟନିକ୍‌’ ସମ୍ପର୍କରେ କିଏ ବା ନ ଜାଣିଛି। ଏହି ଫିଲ୍ମ ସେତେବେଳେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଫିଲ୍ମଟି ଯୁବପିଢ଼ିଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏଥିରେ କିଛି ରୋମାଣ୍ଟିକ୍‌ ସିନ୍‌ ବା ଦୃଶ୍ୟ ଥିଲା। ସେଥିମଧ୍ୟରୁ…

ଜଙ୍ଗଲରେ ନିଆଁ ଲଗାଇ ଯୁବତୀ କରୁଥିଲେ ଟିକ୍‌ଟକ୍‌, ଆଉ ତା’ ପରେ…

ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ପଡ଼ିଛି। ଭାରତର କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ତେବେ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ସମାନ ଅବସ୍ଥା । ଏଭଳି ଗରମ ସମୟରେ ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି ତେବେ…

ନିଜ ଖାଦ୍ୟକୁ ମାଛ ସହ ବାଣ୍ଟି ଦେଉଛିି ପାରା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?