ଫୁରସତ

ରୋବୋଟ୍‌ ପ୍ରେମରେ ପଡିଛନ୍ତି ମହିଳା

ଲିଲି ନାମରେ ଏକ ଫ୍ରେଞ୍ଚ ମହିଳା ଥ୍ରୀ ଡି ପ୍ରିଣ୍ଟେଡ୍‌ ରୋବୋଟ୍‌ ପ୍ରେମରେ ଏମିତି ପଡିଯାଇଛନ୍ତି ଯେ, ସେ ତାଙ୍କୁ ବିବାହ କରିବାକୁ ମନସ୍ଥ ମଧ୍ୟ କରିନେଇଛନ୍ତି। ଏ ନେଇ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ ଲିଲି କହିଛନ୍ତି ଯେ,…

ଦାମ୍ପତ୍ୟ ଗୁମର

[ମଞ୍ଚରେ କେବଳ ଜଣେ ପୁରୁଷ(ସ୍ବାମୀ) ଚେୟାରରେ ବସି ଟେବୁଲରେ କିଛି ଲେଖୁଛନ୍ତି।] ସ୍ବାମୀ- ଆରେ ଶୁଣୁଛ? (ମଞ୍ଚରେ ଜଣେ ସ୍ତ୍ରୀଲୋକ(ପତ୍ନୀ) ପ୍ରବେଶ ) ପତ୍ନୀ-ନାଁ, ମୁଁ ଜନ୍ମରୁ ବଧିର, ସକାଳୁ ଏମିତି ଚିଲଉଛ କ’ଣ ପାଇଁ ? ଆଚ୍ଛା ଏବେ କୁହ?…

ବହିର ଗାଁ: ଯୁଆଡ଼େ ଚାହିଁବେ ସେଠି କେବଳ ବହି

ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଭିଲାର ନାମକ ଏକ ଗାଁ। ଏହି ଗାଁ ବହିର ଗାଁ ଭାବେ ଏବେ ବେଶ୍‌ ଲୋକପ୍ରିୟ। କାରଣ ଏଠାରେ ଯୁଆଡ଼େ ଚାହିଁବେ ସେଠି ଆପଣଙ୍କୁ କେବଳ ବହି ହିଁ ବହି ଦେଖାଯିବ। ଅର୍ଥାତ୍‌ ସ୍ଥାନୀୟ ଅଞ୍ଚଳର…

ପ୍ରହ୍ଲାଦ ନାଟକ

ଓଡ଼ିଶାର ଏକ ଲୋକପ୍ରିୟ ଲୋକନାଟକ ଭାବେ ପ୍ରହ୍ଲାଦ ନାଟକ ଖୁବ୍‌ ପରିଚିତ। ଏହା ନୃସିଂହ ପୂଜାର ଲୋକପ୍ରିୟତାରୁ ନାଟ୍ୟରୂପ ନେଇଥିଲା। ନୃସିଂହ ମହାପ୍ରଭୁଙ୍କର ଆବିର୍ଭାବ କାହାଣୀ ଏହି ନାଟକର ବିଷୟବସ୍ତୁ। ଦାନବ ହିରଣ୍ୟକଶିପୁଙ୍କ ଗର୍ବ ଖର୍ବ କରିବା ପାଇଁ ଭକ୍ତ ପ୍ରହ୍ଲାଦଙ୍କ…

ଚାନ୍ଦୁଆ ଦେଇଛି ରୋଜଗାର

ପିଲାଦିନେ ବାପଘରେ ଶିଖିଥିବା ଚାନ୍ଦୁଆ ସିଲେଇ କାମ ତାଙ୍କୁ ଦେଇପାରିଛି ରୋଜଗାର ଓ ସମ୍ମାନ। ଏଥିରେ କେବଳ ସେ ଏକା ନୁହନ୍ତି ବରଂ ଆଉ କେତେଜଣଙ୍କୁ ରୋଜଗାରର ବାଟଦେଖାଇଛନ୍ତି। ସେ ହେଲେ ବାସନ୍ତି ମୁଦୁଲି। ସେ କୁହନ୍ତି, ମୋ ବାପଘର ପିପିଲି…

ପ୍ରଥମ ଦରମାରେ ଘର ପାଇଁ ମିଠା କିଣିଥିଲି: ମଧୁସୂଦନ ଦାଶ

କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ଗାଁରେ ମୋ ଜନ୍ମ। ବାଲିଆ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ପଢିଥିଲି। ତା’ପରେ ରେଭେନ୍ସା କଲେଜରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର…

ପ୍ରେରଣା ଦିଏ ଜନଜାତିଙ୍କ ଜୀବନଶୈଳୀ: ଦେବାଶିଷ ପାତ୍ର

ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଗଳ୍ପ, ପ୍ରବନ୍ଧ, ସଂସ୍କୃତିକୁ ନେଇ ତାଙ୍କର ଦୁନିଆ ଓ ସ୍ବପ୍ନ। ଓଡ଼ିଆ ଜନଜାତି ସାହିତ୍ୟ କ୍ଷେତ୍ରରେ ତାଙ୍କ ରଚନାର ଭିନ୍ନ ପରିଚୟ ମିଳେ। ଦୀର୍ଘ ୨ଦଶନ୍ଧି ଧରି ଆଦିବାସୀମାନଙ୍କ ଜନଜୀବନ, ଲୋକଭାଷା, ଲୋକସଂସ୍କୃତି, ଲୋକସାହିତ୍ୟର ବିଚାର ସମ୍ପର୍କରେ…

ଓଡ଼ିଶାରେ ଅର୍କିଡ

ଅର୍କିଡ ! ତା’ର ସୌନ୍ଦର୍ଯ୍ୟରେ କାହାକୁ ବା ବିମୋହିତ ନ କରେ। ଏହା ଦେଖିବାକୁ ଯେମିିତି ସୁନ୍ଦର ସେମିତି ସତେଜ୍‌ ରହିବାରେ ବି ଦୀର୍ଘସ୍ଥାୟୀ। ଏହି ଫୁଲ ଥରେ ଫୁଟିଲେ ମାସେ ଦେଢ଼ ମାସ ଯାଏ ସେମିତି ସତେଜ ରହିଥାଏ। ତେବେ…

ଟ୍ରେନ୍‌ରେ ବାଜିଥାଏ ୯ ପ୍ରକାରର ହର୍ନ, ଜାଣନ୍ତୁ କାହାର ଥାଏ କେଉଁ ଅର୍ଥ

ଭାରତର ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ବସ୍‌ ଅପେକ୍ଷା ଟ୍ରେନ୍‌ ଅଧିକ ସୁବିଧାଜନକ। ଏପରିକି ବିମାନ ଅପେକ୍ଷା ଟ୍ରେନ୍‌ ଯାତ୍ରା ଶସ୍ତା ବି ହୋଇଥାଏ। ଭାରତରେ ଟ୍ରେନ୍‌ ନେଟଓ୍ବାର୍କ ଦୁର୍ଗମ ଅଞ୍ଚଳ ମଧ୍ୟ ଦେଇ ଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ…

ନିଆରା ଆମ ଦେଶ

ଆମ ଦେଶ ଭାରତ କଳା, ସଂସ୍କୃତି ଓ ପରମ୍ପରା ପାଇଁ ପୃଥିବୀ ପ୍ରସିଦ୍ଧ। ତେବେ ଏଠାରେ ଆହୁରି ଅନେକ କଥା ରହିଛି, ଯାହାକି ଏହାକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରାଇଥାଏ। ଜାଣିରଖନ୍ତୁ ସେ ସମ୍ପର୍କରେ … ପୃଥିବୀର ସର୍ବାଧିକ ସଂଖ୍ୟକ କ୍ରିକେଟ୍‌…

ଉଦୀୟମାନ କଳାକାର

କାହାର ଅଭିନୟ ତ ଆଉ କାହାର ଗୀତ ଗାଇବାରେ ରୁଚି। ହେଲେ ଆଗକୁ ବଢ଼ିବାକୁ କେବେ ସୁଯୋଗ ପୁଣି କେବେ ମାର୍ଗଦର୍ଶନ ସାଙ୍ଗକୁ ପ୍ରୋତ୍ସାହନର ଅଭାବ। ତଥାପି ନିଜକୁ ପ୍ରତିଷ୍ଠିତ କରାଇବାକୁ ଇଚ୍ଛା ବି ଢେର୍‌। ଏମିତିରେ ଥରେ ଯଦି ନିଜ…

ଏମିତି ଗାଁ, ଯେଉଁଠି ଜନ୍ମ ପରେ ମଣିଷଠାରୁ ପଶୁ ପର୍ଯ୍ୟନ୍ତ ସମସ୍ତେ ହୋଇଯା’ନ୍ତି ଅନ୍ଧ

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଅଧିକାଂଶ ଲୋକ ଏହାର ରହସ୍ୟ ବୁଝି ପାରନ୍ତି ନାହିଁ। ଏମିତି ଏକ ଗାଁ ମେକ୍ସିକୋରେ ଅଛି। ଏହି ଗାଁରେ ପିଲାମାନେ ଭଲ ଭାବରେ ଜନ୍ମ ହୁଅନ୍ତି। କିନ୍ତୁ ଜନ୍ମର କିଛି ଦିନ ପରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?