ଫୁରସତ

ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ମହାନ ମହାକାବ୍ୟର ଗଭୀର ଜ୍ଞାନ ବାସିତ ଏବଂ ଜବୀରଙ୍କୁ ବିଜୟୀ ହେବାକୁ ସାହାଯ୍ୟ କରିଛି।…

ଭାଇଚାରା: ପାହାଡ଼ ଚଢ଼ି ଦେବବେଦୀଙ୍କ ମୂର୍ତ୍ତି ମନ୍ଦିରରେ ପହଞ୍ଚାଇଲେ ମୁସଲମାନ…

ନୂଆଦିଲ୍ଲୀ, ୬।୮ : ଜମ୍ମୁ-କଶ୍ମୀରର ଡୋଡାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଲୋକମାନେ ମଧ୍ୟ ୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଦେବବେଦୀଙ୍କ ମୂର୍ତ୍ତିଗୁଡ଼ିକୁ ପାହାଡ଼ ଚଢ଼ି ମନ୍ଦିରରେ ପହଞ୍ଚାଇବାକୁ ଆଗେଇ ଆସିଥିଲେ। ସୂଚନାନୁସାରେ, ମୁସଲମାନମାନେ ହିନ୍ଦୁ…

ରାସ୍ତାରେ ଯାଉଥିଲା କାର୍‌, ହଠାତ୍‌ ଭାଙ୍ଗିପଡ଼ିଲା ଇଲେକ୍ଟ୍ରି ପୋଲ୍‌, ଭିଡିଓ ଦେଖିଲେ..

ଦୁର୍ଘଟଣା କାହା ସହିତ କେତେବେଳେ ଘଟିବ କହିବ ହେବ ନାହିଁ। ବ୍ୟକ୍ତି ଯେତେ ସତର୍କ ରହିବାକୁ ଚେଷ୍ଟା କରନ୍ତୁ ନା କାହିଁକି, ଯଦି ଏହା ଘଟିବାର ଥିବ ତେବେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ଯାହାର ପ୍ରମାଣ ଏକ…

ଦେଖାଇଲେ ଏମିତି ଯାଦୁ, ହସି ହସି ଗଡ଼ିଗଲା ସିମ୍ପାଞ୍ଜି

ଦୈନନ୍ଦିନ ସୋସିଆଲ ମିଡିଆରେ କିଛିନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ…

ସହରର ରାସ୍ତାରେ ଦୌଡ଼ୁଛି ଗଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଗଣ୍ଡା ପଛରୁ ଆସି ସିଂହ କଲା ଏମିତି, ଡରିଯାଇ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମୋଦିଙ୍କ ନେତୃତ୍ୱ: ଓଡ଼ିଶା ପାଇଁ ସକାରାତ୍ମକ ଦୃଷ୍ଟିଭଙ୍ଗୀ

ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଓଡ଼ିଆ ଅସ୍ମିତାର ପ୍ରତୀକ ପାଲଟି ଯାଇଛନ୍ତି। ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଆଦିବାସୀ ମହିଳା, ଯିଏ ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ…

ଦେଶର ଜନସଂଖ୍ୟା ୨୭

ଲଣ୍ଡନ: କ୍ଷେତ୍ରଫଳ ଦୃଷ୍ଟିରୁ ରୁଷିଆ ବିଶ୍ୱର ସର୍ବବୃହତ ଦେଶ ହୋଇଥିବାବେଳେ ଜନସଂଖ୍ୟା ଦୃଷ୍ଟିରୁ ଚାଇନା ସବୁଠାରୁ ଆଗରେ ରହିଛି। ଏହି କ୍ରମରେ ଦେଖିଲେ ଭାରତ ଦ୍ୱିତୀୟ ସର୍ବାଧିକ ଲୋକସଂଖ୍ୟାର ଦେଶ। ୟୁରୋପୀୟ ଦେଶ ଭାଟିକାନ୍‌ ସିଟିର ଜନସଂଖ୍ୟା ପ୍ରାୟ ୯୦୦ ହୋଇଥିବାବେଳେ…

ବିନା ଶୁକ୍ରାଣୁରେ ଭ୍ରୂଣ

ଜେରୁଜେଲମ: ଚିକିତ୍ସା ବିଜ୍ଞାନରେ ଏକ ବଡ଼ ସଫଳତା ଭାବେ ପ୍ରଥମ କରି ବିନା ଶୁକ୍ରାଣୁ(ସ୍ପର୍ମ)ରେ ଇସ୍ରାଏଲର ବୈଜ୍ଞାନିକମାନେ ଏକ ସିନ୍ଥେଟିକ୍‌ ଭ୍ରୂଣ (ଏମ୍ବ୍ରିଓ) ପ୍ରସ୍ତୁତ କରିଛନ୍ତି। ଗର୍ଭ ବାହାରେ ଏକ ପେଟ୍ରି ଥଳିରେ ଷ୍ଟେମ୍‌ କୋଷିକା ବ୍ୟବହାର କରି ଏହି ଭ୍ରୂଣ…

ଟ୍ରେନ୍‌ ଦୁର୍ଘଟଣା ରୋକିବ ‘କବଚ’

ନୂଆଦିଲ୍ଲୀ: ରେଲଓ୍ବେକୁ ଦୁର୍ଘଟଣାମୁକ୍ତ କରିବା ପାଇଁ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ସ୍ବୟଂଚାଳିତ ଟ୍ରେନ୍‌ ସୁରକ୍ଷା ସିଷ୍ଟମ ‘କବଚ’ ଅଧୀନରେ ଧୀରେ ଧୀରେ ଭାରତୀୟ ରେଳପଥକୁ ସମ୍ପୂର୍ଣ୍ଣ ଭାବେ କଭର୍‌ କରିବାକୁ ପଦକ୍ଷେପ ନିଆଯିବ। ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ…

ବାଘ ସହ ଲଢ଼େଇ, କିଏ ଜିତିଲା ଭିଡିଓ ଦେଖିଲେ ଜାଣିବେ…

ବାଘ ସହ ଲଢ଼େଇ କରିବାକୁ କେବେ ଚିନ୍ତା କରିଛନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓଟି ପ୍ରାଣୀ ଉଦ୍ୟାନର। ଯେଉଁଠାରେ ଜଣେ ପର୍ଯ୍ୟଟକଙ୍କୁ ଏକ ବାଘ ସହିତ…

ଛାତ୍ରାବସ୍ଥାରୁ ଆବେଗ ବଢ଼ିଥିଲା

ଛାତ୍ରାବସ୍ଥାରୁ ମୋର ସାମ୍ବାଦିକତା ପ୍ରତି ଆବେଗ ସୃଷ୍ଟି ହୋଇଥିଲା। ୧୯୭୧ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ସେହି ବର୍ଷ ପୁନେ ଯାଇ ବର୍ଷିକିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇଲି। ୧୯୭୨ରେ ପାଠ୍ୟକ୍ରମ ଶେଷ ହେଲା, ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?