ଫୁରସତ

ସମ୍ପତ୍ତି ମୋହରେ ମଣିଷ

ସନ୍ଥ ଜୁନୈଦ ଜଣେ ଉଚ୍ଚ କୋଟିର ମହାତ୍ମା ଥିଲେ l ସଂସାର ପ୍ରତି ସେ ସମ୍ପୂର୍ଣ୍ଣ ନିରାସକ୍ତ ଥିଲେ l ସେ ପରିବ୍ରାଜକ ବ୍ରତ ଧାରଣ କରିଥିଲେ l ସବୁଆଡେ ପରିଭ୍ରମଣ କରୁଥିଲେ l ଆଜି ଏଠି ତ କାଲି ଆଉ…

ଏମିତି ସହର, ଯେଉଁଠି ପ୍ରତିବର୍ଷ ମାଙ୍କଡ଼ଙ୍କ ପାଇଁ ଆୟୋଜନ କରାଯାଏ ବଫେ

ଦୁନିଆରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଅନେକ ବିଶ୍ୱାସ ରହିଛି। ବର୍ଷ ବର୍ଷ ଧରି ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି। ଏହିପରି ଏକ ବିଶ୍ୱାସ ହେଉଛି ଥାଇଲାଣ୍ଡର ମଙ୍କି ବଫେ ଫେଷ୍ଟିଭାଲ। ବ୍ୟାଙ୍କକ୍‌ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଲୋପବୁରୀ…

ମେଣ୍ଢା ଛୁଆର ଲମ୍ବା କାନ

ମେଣ୍ଢା ଛୁଆଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର। ତେବେ ଆଜି ଆମେ ଏମିତି ଏକ ମେଣ୍ଢା ଛୁଆ ବିଷୟରେ କହିବୁ ଯିଏ ଦେଖିବାକୁ ଯେତିକି ସୁନ୍ଦର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। କାରଣ ଏହାର କାନ ଏତେ ଲମ୍ବା ଯେ, ତାହା ତଳେ ଘୋଷାଡ଼ି…

ସୌନ୍ଦର୍ଯ୍ୟର ଗନ୍ତାଘର ସାପୁତାରା ଶୈଳନିବାସ

ସାପୁତାରା ହିଲ୍‌ ଷ୍ଟେଶନଟି ଗୁଜରାଟର ଏକମାତ୍ର ଶୈଳନିବାସ। ଏହା ଗୁଜରାଟ ଓ ମହାରାଷ୍ଟ୍ର ସୀମା ମଧ୍ୟସ୍ଥ ପଶ୍ଚିମଘାଟ ପର୍ବତମାଳାର ସୈୟାଦ୍ରୀ ପାହାଡ଼ ଶୃଙ୍ଖଳା ଅନ୍ତର୍ଭୁକ୍ତ ଅତ୍ୟନ୍ତ ସୁନ୍ଦର ସ୍ଥାନଟିଏ। ଗୁଜରାଟର ପର୍ଯ୍ୟଟନ ମାନଚିତ୍ରରେ ଏହା ଶ୍ରେଷ୍ଠ ସ୍ଥାନରେ ରହିଛି। ରାମାୟଣର ପୌରାଣିକ…

କାହ୍ନୁ ଢୋଲିଆ

ଓଡ଼ିଶାର ପୁରପଲ୍ଲୀରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ସେହି ଅଞ୍ଚଳ ଲୋକମାନଙ୍କର ଚିତ୍ତବିନୋଦନ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି। ନିଜ କଳାକୁ ନେଇ କିନ୍ତୁ ଏମାନେ ବେଶ୍‌ ସନ୍ତୁଷ୍ଟ। ଏହିଭଳି କେତେଜଣ କଳାକାର ଅଛନ୍ତି ଯେଉଁମାନେ କି ପାରମ୍ପରିକ ବାଦ୍ୟ…

ବୃକ୍ଷପ୍ରେମୀ ଲକ୍ଷ୍ମୀଧର

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷ ରୋପଣ। ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୧ ମସିହାରୁ ସକ୍ରିୟଭାବେ ସେ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରଖିଛନ୍ତିି । ବିଭିନ୍ନ…

ପ୍ରଥମ ଉପାର୍ଜନ ବୋଉକୁ ଦେଇଥିଲି: ଗାଳ୍ପିକା, ପ୍ରାବନ୍ଧିକା ସବିତା ମହାପାତ୍ର

ରୌପ୍ୟ ନଗରୀ କଟକର ମେରିଆ ବଜାରରେ ମୋର ଜନ୍ମ। ପାଠପଢା ବି ସେଇଠି। ପ୍ୟାରିମୋହନ ଏକାଡେମୀରୁ ଏକାଦଶ ପାସ୍‌ କରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିଥିଲି। ୧୯୮୩ ମସିହାରେ ମୁଁ ଉକ୍ତ କଲେଜରେ ସ୍ନାତକ ପରୀକ୍ଷାରେ…

ଅଭିନୟ ନିଶାରେ ପୂର୍ଣ୍ଣେନ୍ଦୁ

ଦୀର୍ଘ ୫ ଦଶନ୍ଧି ଧରି ବିଭିନ୍ନ ମଞ୍ଚନାଟକ, ଦୂରଦର୍ଶନ ଧାରାବାହିକ ଓ ସିନେମାରେ ସେ ଅଭିନୟ କରିଛନ୍ତି। ଏକାଧିକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇସାରିଛନ୍ତି। ନାଟ୍ୟକଳାକୁ ନେଇ ସେ କେବଳ ସ୍ବପ୍ନ ଦେଖନ୍ତିନି ତାକୁ ନେଇ ନିଜର ଏକ ନିଆରା ପରିଚୟ…

ଦାମୀ ବ୍ରେଡ

ବ୍ରେଡ୍‌ ବା ପାଉଁରୁଟି ପ୍ରାୟ ସମସ୍ତେ ଖାଇଥିବେ। କିଏ ଏହାକୁ ସାଣ୍ଡଓ୍ବିଚ କରି ଖାଆନ୍ତି ତ କିଏ ଟୋଷ୍ଟ କରି ଖାଆନ୍ତି। ତେବେ ଏମିତିବି କିଛି ବ୍ରେଡ୍‌ ଅଛି ଯାହାକୁ ସାଧାରଣ ଲୋକ ନିଜର ଦୈନନ୍ଦିନ ଜୀବନରେ ଖାଇବା ଅସମ୍ଭବ। କାରଣ…

ଏହି ଦେଶରେ ଭାରତୀୟଙ୍କୁ ଲୋଡ଼ା ନାହିଁ ଭିଜା

ବିଦେଶ ଭ୍ରମଣ କରିବା ଅନେକଙ୍କ ସ୍ବପ୍ନ। ଆଉ ଏଥିପାଇଁ ଲୋଡ଼ାହୁଏ ଭିଜା। ହେଲେ ଆପଣ ଜାଣନ୍ତିକି ଏମିତି କେତେକ ଦେଶ ରହିଛି, ଯେଉଁଠାରେ ବୁଲିବା ଲାଗି ଭାରତୀୟଙ୍କୁ ଆବଶ୍ୟକ ହୁଏ ନାହିଁ ଭିଜା। ଜାଣିବା ଏ ସମ୍ପର୍କରେ… ୧. ନେପାଳ: ଭାରତର…

ସୁଇମିଂ ପୁଲ୍‌ରେ କୁକୁରଛୁଆ ପଡ଼ିଗଲା ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ, ଘଟିଲା ଏମିତି…

ଅଧିକାଂଶ ଯୁବକ ବିପଦପୂର୍ଣ୍ଣ କୌଶଳ କରି ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ ଏହି ଦୃଶ୍ୟ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆଣିଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଜଣେ ଯୁବକଙ୍କ ଷ୍ଟଣ୍ଟ୍‌ ଭାଇରାଲ ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri