ଫୁରସତ

ଫ୍ରେଣ୍ଡଶିପ୍‌ ଡେ’

ଆଜି ଆମ ଦେଶରେ ପାଳନ ହେଉଛି ଫ୍ରେଣ୍ଡଶିପ୍‌ ଡେ’। ହେଲେ ଅନ୍ୟାନ୍ୟ ଦେଶରେ ଏହି ଦିବସ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା କେବେ କେଉଁଠି ପାଳନ ହୁଏ ଏହି ଦିବସ… ହଲ୍‌ମାର୍କ କାର୍ଡର ପ୍ରତିଷ୍ଠାତା ଜଏସ୍‌ ହଲ୍‌…

ପ୍ରିୟ ସାଙ୍ଗ ପାଇଁ ପଦେ…

ଯାହା ନିକଟରେ ମନର ସବୁ ଅକୁହା କଥା କହିହୁଏ, ଯିଏ ସୁଖ ଆଉ ଦୁଃଖରେ ସାଥିରେ ଥାଏ, ସିଏ ହେଉଛି ବନ୍ଧୁ । ଆଉ ଏହି ଅପୂର୍ବ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ବୋଧହୁଏ ଏହି ବନ୍ଧୁତ୍ୱ ଦିବସର ପରିକଳ୍ପନା।…

ସଙ୍କଟରେ ବୁଣାକାର ପରିବାର

କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି, ଅନୁରୂପ ଭାବେ ହସ୍ତତନ୍ତ, ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ଏକ ପ୍ରମୁଖ କୌଳିକ ବୃତ୍ତି ଭାବେ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଛି। କିନ୍ତୁ ଯେଉଁ ବୁଣାକାରମାନେ ଏଭଳି ଗୌରବ ଆଣିଛନ୍ତି,…

ମିରର୍‌ ବିଚ୍‌

ଜାପାନ, ମିତୋୟୋ ସହରସ୍ଥ ଚିଚିବୁଗାହାମା ବିଚ୍‌ ବା ବେଳାଭୂମି ହେଉଛି ଏକ ଲୋକପ୍ରିୟ ଟୁରିଷ୍ଟ ଡେଷ୍ଟିନେସନ୍‌। ହେଲେ ଦିନେ ଏହା ଲୋକଲୋଚନଠୁ ଦୂରରେ ଥିଲା। କିନ୍ତୁ ସୋସିଆଲ ମିଡିଆ ପାଇଁ ଆଜି ଏହା ପର୍ଯ୍ୟଟକଙ୍କର ପ୍ରିୟସ୍ଥଳ ପାଲଟିଛି। ୨୦୧୬ରେ ମିତୋୟୋ ସହରରେ…

ଟ୍ରାନ୍ସଲେସନ୍‌ କରିବ ଚଷମା

କିଛି ନୂଆ ଶବ୍ଦ ଦେଖିବା ମାତ୍ରେ ଆମେ ଡିକ୍ସନାରୀ ବାହାର କରି ତା’ର ଅର୍ଥ ଖୋଜିବାକୁ ଲାଗୁ। ହେଲେ ଏବେ ସେମିତି କରିବାର ଆବଶ୍ୟକତା ନାହିଁ। କାରଣ ଜାପାନର ଜଣେ ବୈଜ୍ଞାନିକ ଏଭଳି ଚଷମା ତିଆରି କରିଛନ୍ତି, ଯାହା ଅଜଣା ଶବ୍ଦକୁ…

ସୁନା ଆଖି ଥିବା ଯୁବତୀ

ବେଳେବେଳେ ସମୟ ଏମିତି ଆସେ ଯେବେ ଜୀବନ ବଞ୍ଚାଇବା ଲାଗି ମଣିଷକୁ ନିଜ ଶରୀରର ଅଙ୍ଗକୁ ବଳି ଦେବାକୁ ପଡିଥାଏ। ପ୍ରାୟତଃ ଦୁର୍ଘଟଣା ଅବା କୌଣସି ଇନ୍‌ଫେକ୍ସନ ହୋଇଥିଲେ ଏଭଳି ସ୍ଥିତି ଉପୁଜିଥାଏ। ଆଉ ଏଭଳି କରିବା ଦ୍ୱାରା ଜୀବନ ତ…

ଭ୍ରମନ୍ତି ”ଭ୍ରମ“ରେ

ଆପଣମାନଙ୍କ ମନେ ଥିବ ଗତ ସପ୍ତାହରେ ଲଗାଣ ବର୍ଷା ଅଢେଇ ଦିନ କାଳ ହୋଇଥିଲା। ସେହି ସମୟରେ ଦିନେ ସନ୍ଧ୍ୟାରେ ଗୋଟେ କାମରେ କଟକ ରାମଚନ୍ଦ୍ର ଭବନ ପାଖ ଦେଇ ଯାଉଥିବା ବେଳେ ବର୍ଷା ଯୋଗୁ ସେଠି ଅଟକି ଗଲି। କ’ଣ…

ସନ୍ଧ୍ୟା ହେଲେ କୁକୁରକୁ ଭେଟିବା ପାଇଁ ସମୁଦ୍ରରୁ ଚାଲିଆସୁଥିଲା ସି-ଲାୟନ, ଦିନେ ଘଟିଲା ଏମିତି…

ବନ୍ଧୁତା ଯେ କେବଳ ମଣିଷମାନଙ୍କ କ୍ଷେତ୍ରରେ ହୋଇଥାଏ ତାହା ନୁହେଁ, ବନ୍ଧୁତା ପଶୁପକ୍ଷୀଙ୍କ ସହ ମଧ୍ୟ ହୋଇଥାଏ। ଆଜିର ଏହି ସ୍ବତନ୍ତ୍ର ଦିବସରେ ସୋସିଆଲ ମିଡିଆରେ ଏକ କୁକୁର ଏବଂ ସି ଲାୟନର ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଶ୍ରେଷ୍ଠ…

ମନ୍‌ସୁନ୍‌ ଡେଷ୍ଟିନେଶନ’ କର୍ଜତ’

ମହାରାଷ୍ଟ୍ରର ଏକ ଆକର୍ଷଣୀୟ ମନ୍‌ସୁନ୍‌ ଡେଷ୍ଟିନେଶନ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ନଦୀ, ଝରଣାର ସୌନ୍ଦର୍ଯ୍ୟ ପାଇଁ ଏହା ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ରିମ୍‌ଝିମ୍‌ ବର୍ଷାରେ ଭିଜିଭିଜି ଏଠାକାର ପାହାଡ଼, ପର୍ବତକୁ ବୁଲି ଦେଖିବାରେ ମିଳିଥାଏ ଏକ…

ଚାହିଁ ରହିଥିଲା ମୃତ୍ୟୁ: ଭୟଙ୍କର ଦୃଶ୍ୟ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଟ୍ରେଣ୍ଡି ରାଖୀ

ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଯେଉଁ ଉତ୍କଣ୍ଠା ଥାଏ, ତାହାକୁ ଲକ୍ଷ୍ୟ କରି ଏବେ କେତେ ନୂଆ ନୂଆ ଡିଜାଇନ୍‌ର ରାଖୀ ମିଳିଲାଣି। ତନ୍ମଧ୍ୟରୁ କେତୋଟି ଟ୍ରେଣ୍ଡି ରାଖୀ ସମ୍ପର୍କରେ… ରାଖୀ ପୂର୍ଣ୍ଣିମା। ପ୍ରତିଟି ଭାଇଭଉଣୀଙ୍କ ପାଇଁ ଏହା…

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ମାନସ ରଞ୍ଜନ ପଟ୍ଟନାୟକ

ଖୋର୍ଦ୍ଧା ଜିଲା ସଦର ବ୍ଲକ ଅନ୍ତର୍ଗତ ବାଜପୁର ଗାଁରେ ମୋ ଜନ୍ମ। ଭୁବନେଶ୍ୱର ୮ନଂ ହାଇସ୍କୁଲ୍‌ରୁ ଏକାଦଶ ପାସ୍‌ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇ.ଏସ୍‌ସି ପଢିଥିଲି। ତା’ପରେ ଆଲ୍ଲାହାବାଦ୍‌ସ୍ଥିତ କୁଲଭାସ୍କର ଆଶ୍ରମ କୃଷି ଇଣ୍ଟର କଲେଜରୁ ଡିପ୍ଲୋମା ଏ.ଜି. ଏବଂ ରାଜସ୍ଥାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri