ଫୁରସତ

‘ବିଶ୍ୱାସ ସ୍ବରୂପମ୍‌’ର ଅନାବରଣ ଆଜି

ଜୟପୁର: ରାଜସ୍ଥାନର ନାଥଦ୍ୱାରା ସହରରେ ତିଆରି ହୋଇଥିବା ୩୬୯ ଫୁଟ ଶିବ ମୂର୍ତ୍ତିର ଅନାବରଣ ଶନିବାର କରାଯିବ। ଏହି ମୂର୍ତ୍ତିର ନାମ ‘ବିଶ୍ୱାସ ସ୍ବରୂପମ୍‌’ ରଖାଯାଇଛି। ସନ୍ଥ ମୋରାରି ବପୁ ଏହି ମୂର୍ତ୍ତିର ଅନାବରଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ…

ବିବାହ ପରେ ଫେରୁଥିଲେ ବରକନ୍ୟା, ବରଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ, ଆଉ ତା’ ପରେ…

କୌଣସି ଦମ୍ପତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ସେମାନଙ୍କର ବିବାହ ଦିନ। ଏହି ଦିନକୁ ସ୍ବତନ୍ତ୍ର କରିବା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ କରାଯାଏ। ଏଥିରେ ଯେମିତି କିଛି ଅଭାବ ନ ହେବ ସେଥିପାଇଁ ସମ୍ପୂର୍ଣ୍ଣ ଧାନ ରଖାଯାଏ। ଏପରି…

୧୦ ଟଙ୍କିଆ ମୁଦ୍ରାରେ ୫୦୦୦୦ ଟଙ୍କା ସଞ୍ଚୟ କରି ବାଇକ୍‌ କିଣିବାକୁ ପହଞ୍ଚିଲେ ଯୁବକ, ଗଣି ଗଣି ଶୋ’ ରୁମ୍‌ କର୍ମଚାରୀ ନୟାନ୍ତ

ଏକ ପ୍ରବାଦ ଅଛି, ବିନ୍ଦୁ ବିନ୍ଦୁ ପାଣିରେ ହାଣ୍ଡି ଭର୍ତ୍ତି ହୁଏ। ପିଲାଦିନରୁ ଆମ ମାତାପିତା ମଧ୍ୟ ମୁଦ୍ରା ସଂଗ୍ରହ କରିବା ଏବଂ ପିଗି ବ୍ୟାଙ୍କ ମାଧ୍ୟମରେ ସଞ୍ଚୟ କରିବାକୁ ଶିକ୍ଷା ଦେଇଛନ୍ତି। ଏହି ଶିକ୍ଷା ଜଣେ ଯୁବକଙ୍କ ଉପରେ ଏତେ…

ମାତୃଭାଷାରେ ଶିକ୍ଷାଦାନ ପାଇଁ ମାର୍ଗ ଉନ୍ମୋଚନ

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ବର୍ଷରେ ଅକ୍ଟୋବର ୧୬ ତାରିଖ ଦିନଟି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଦିନଟି ଥିଲା ଦେଶର ଶିକ୍ଷା ବ୍ୟବସ୍ଥାର ପୁନର୍ଜାଗରଣର ଦିବସ, ଯେତେବେଳେ କି ମଧ୍ୟପ୍ରଦେଶ ସରକାର ଦେଶରେ ସର୍ବ ପ୍ରଥମ ଭେଷଜ ଶିକ୍ଷା…

ଛୁଟି ମନାଇବା ପାଇଁ ୩ ବର୍ଷ ପୂର୍ବରୁ ବୁକ୍‌ କରିବାକୁ ପଡ଼ିଥାଏ ଏହି ଟାଓ୍ବାର, କାରଣ ଜାଣିଲେ…

ବ୍ରିଟେନ୍‌ର ସବୁଠାରୁ ଲୋକପ୍ରିୟ ଟାଓ୍ବାରରେ ଛୁଟି ମନାଇବାକୁ ହେଲେ ଦୀର୍ଘଦିନରୁ ବୁକ୍‌ କରିବାକୁ ପଡ଼ିଥାଏ। ଏହି ଟାଓ୍ବାରର ସ୍ବତନ୍ତ୍ରତା ରହିଛି। ଯାହାଦ୍ୱାରା ଏଠାରେ ସହଜରେ ବୁକ୍‌ ପାଇଁ ଟିକେଟ ମିଳେନି। ଏମିତି ଟାଓ୍ବାର ରହିଛି ଓ୍ବେୟାରହାମ୍‌ରେ। ଯାହାର ନାମ ‘କ୍ଲାଭେଲ ଟାଓ୍ବାର’।…

ବିଦେଶରେ ଭାରତୀୟ ବଂଶୋଦ୍ଭବ ଶାସକ

ଆଣ୍ଟୋନିଓ କୋଷ୍ଟା,୨୭।୧୦: ଦିନ ଥିଲା ବ୍ରିଟିଶ୍‌ ଶାସକ ଭାରତକୁ ଶାସନ କରୁଥିଲେ। ସେ ସମୟରେ ବ୍ରିଟିଶ୍‌ମାନେ ଭାରତୀୟଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ। ଲୋକଙ୍କୁ ନିର୍ଯାତନା ଦେବାରେ ସେମାନେ ସବୁ ସୀମା ଲଂଘି ଯାଉଥିଲେ। କିନ୍ତୁ ଆଜି ସମୟ ବଦଳିଯାଇଛି।…

ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରକୁ ବାଣ ପକାନ୍ତି ଲୋକେ…

ଆଜମେର,୨୬।୧୦ : ରାଜସ୍ଥାନରେ ଏପରି ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟ ବିତିବା ସହିତ ଏହି ପରମ୍ପରାଗୁଡ଼ିକର ପ୍ରକୃତି ମଧ୍ୟ ବଦଳି ଯାଇଛି। ଅଜମେରର କେକେଡିରେ ଖେଳାଯାଉଥିବା ଏପରି ଏକ ପରମ୍ପରା ଲୋକଙ୍କ…

ଅଜଗର ପାଳିଥିଲେ ମହିଳା, ଶେଷରେ ଏମିତି ଘଟିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ଗୃହପାଳିତ ପଶୁ ରଖିବାକୁ ଭଲପାଆନ୍ତି। କେହି କେହି ଘରେ କୁକୁର,ବିଲେଇ, ଗାଈ ଏବଂ ଛେଳି ପାଳି ସେମାନଙ୍କର ଯତ୍ନ ନିଅନ୍ତି। ଅନେକ ଦେଶରେ ଲୋକମାନେ ସିଂହ ଏବଂ ବାଘ ପାଳିବାକୁ ମଧ୍ୟ ଭଲ ପାଆନ୍ତି, କିନ୍ତୁ କିଛି ଅଛନ୍ତି,…

ଆଖି ଭିତରୁ ଡୋଳା ବାହାର କରି ରେକର୍ଡ

ବ୍ରାସିଲିଆ: ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଛି। ଅନେକ ଲୋକ ବିସ୍ମୟ କଲାଭଳି ପ୍ରତିଭା ପ୍ରଦର୍ଶନ କରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ମଧ୍ୟ ହାତେଇଛନ୍ତି। ସେହିପରି ବ୍ରାଜିଲ୍‌ର ସିଡନି ଡେ କାର୍‌ଭାଲହୋ ମେସ୍‌କ୍ୱିଟା ନିଜ ଆଖି…

ବିଶ୍ୱର ସବୁଠୁ ଅପରିଚ୍ଛନ୍ନ ବ୍ୟକ୍ତିଙ୍କ ବିୟୋଗ

ତେହେରାନ୍‌: ସୁସ୍ଥ ଶରୀର ପାଇଁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ନିହାତି ଦରକାର। ଏଥିଲାଗି ନିୟମିତ ଗାଧୋଇବା ଜରୁରୀ। କିନ୍ତୁ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଗାଧୋଇବାକୁ ଭଲ ପାଆନ୍ତି ନାହିଁ। ଇରାନ୍‌ର ଆମୋଉ ହାଜି, ଯେ ବିଶ୍ୱର…

ଧନୀ ହେବାକୁ ଚାହୁଁଥିଲେ ଦୀପାବଳିରେ ଯାନ୍ତୁ ଏହି ମନ୍ଦିର

ଭାରତରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର ମା’ ମହାଲକ୍ଷ୍ମୀଙ୍କ…

ଅଜବ ଟୋପି ପିନ୍ଧି ପରୀକ୍ଷା ଦେଲେ ଛାତ୍ରୀଛାତ୍ର, ଏହା ପଛର କାରଣ ଜାଣିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଜିନିଷ ଭାଇରାଲ ହୋଇଥାଏ। ଏଥିରୁ କିଛି କଥା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଫିଲିପାଇନ୍ସରୁ ଏହିପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଲୋକେ କିଛି ବୁଝିପାରିବେ ନାହିଁ। କଲେଜ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?