ଫୁରସତ

ଦୀପାବଳିରେ ଏଠାରେ କୁକୁରଙ୍କୁ କରାଯାଏ ପୂଜା, ଦିଆଯାଏ ସ୍ବାଦିଷ୍ଟ ବ୍ୟଞ୍ଜନ

ଆମ ଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ୍‌ ଉତ୍ସାହର ସହ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥାଏ। ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଦୀପ ଜଳା ଯାଉଥିବା ବେଳେ ନେପାଳରେ ବି ଏହି ଉତ୍ସବ ପାଳନ କରାଯାଏ। ମାତ୍ର ଏଠାରେ ଏକ…

ଦେଶ ବିକାଶରେ ବିଶ୍ୱର ବିକାଶ

ସମସ୍ତ ଦେଶର ବିକାଶରେ ପୃଥିବୀର ବିକାଶ ସମ୍ଭବ ହୋଇପାରିଥାଏ। ୧୯୭୨ରେ ମିଳିତ ଜାତିସଂଘର ସାଧାରଣ ସଭା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ଦିବସ ସହିତ ବିଶ୍ୱ ବିକାଶ ସୂଚନା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୭୦ରେ ଦ୍ୱିତୀୟ ରାଷ୍ଟ୍ର ବିକାଶ…

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଜାତିସଂଘ

ପୃଥିବୀରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ମିଳିତ ଜାତିସଂଘର ସ୍ଥାପନା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହୋଇଥିଲା। ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘ ପ୍ରତିଷ୍ଠା ହୋଇଥିଲା। ତେଣୁ ବିଶ୍ୱ ଶାନ୍ତିରେ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର…

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ। ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି। ତନ୍ମଧ୍ୟରୁ ଦୀପାବଳି ଉତ୍ସବର ମହତ୍ତ୍ୱ ସର୍ବୋଚ୍ଚ ଓ ପ୍ରଧାନ। କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଉତ୍ସବକୁ ଆମ…

ଭାଇରାଲ ହେଉଛି ଆଇଏଏସ୍‌ଙ୍କ ୨୨ ବର୍ଷର ପୁରୁଣା ଚିଠି

ଆଇଏଏସ୍‌ ଉଦିତ ପ୍ରକାଶ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ମଜାଦାର କଥା ଶେୟାର କରନ୍ତି। ଏବେ ସେ ତାଙ୍କର ୨୨ ବର୍ଷର ଏକ ପୁରୁଣା ଚିଠି ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ…

କୁକୁରଙ୍କ ପାଇଁ ରେଷ୍ଟୁରାଣ୍ଟ

ଯେଉଁମାନେ ଘରେ ପେଟ୍‌ ରଖିଥାନ୍ତି, ସେମାନଙ୍କ ପାଇଁ ତାଙ୍କ ପେଟ୍‌ ପରିବାରର ସଦସ୍ୟ ଭଳି ହୋଇଥାନ୍ତି। ସେମାନେ ତାଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଦେବାକୁ ଚାହାନ୍ତି। କିନ୍ତୁ ଯେତେବେଳେ କୌଣସି ରେଷ୍ଟୁରାଣ୍ଟକୁ ଯିବାକୁ ହୁଏ, ସେତେବେଳେ ସେମାନଙ୍କୁ ନେବା ସମ୍ଭବ…

ମେଣ୍ଢା ଗଣି ଗଣି ଶୋଇବେ

ଆଜିକାଲି ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଗଲାଣି। ଏଥିରେ ମଣିଷ ଏତେ ସମୟ ବିତାଉଛି ଯେ, ଅନ୍ୟ ସବୁ କିଛି ଭୁଲି ଯାଉଛି। ଫଳରେ ଅନେକ ସମସ୍ୟା ଦେଖାଦେଉଛି। ଯେଉଁଥିରେ ଅନିଦ୍ରା ଏକ ବଡ଼ ସମସ୍ୟା। ଏହାକୁ…

ଝିଣ୍ଟିକା ପରି ଘର

ଏଇ ଫଟୋକୁ ଦେଖି ଲାଗୁଥିବ ଏତେ ବଡ଼ ବଡ଼ ଝିଣ୍ଟିକା କୋଉଠୁ ଆସିଲା। କିନ୍ତୁ ପ୍ରକୃତରେ ଏହା ଝିଣ୍ଟିକା ନୁହେଁ, ବରଂ ଏକ ଘର। ଦକ୍ଷିଣ କୋରିଆ ଜିଓଙ୍ଗସିଓନ, ଗୁଜିଓଲରି ଟ୍ରେନ୍‌ ଷ୍ଟେଶନ୍‌ ନିକଟସ୍ଥ ଔରାଜି ରେଲ ବାଇକ୍‌ ରୁଟ୍‌ରେ ଅଛି…

ଅନ୍ତର୍ଜାତୀୟ ଶିକ୍ଷା ଅଭିଯାନ

ଆଜି ଆମ ଅଞ୍ଚଳରେ ଏକ ନୂତନ ଇଣ୍ଟରନ୍ୟାଶନାଲ ସ୍କୁଲର ଶୁଭ ଉଦ୍‌ଘାଟନ ହେଲା। ଏହାକୁ ମିଶେଇ ଏବେ ଆମ ଏଇ ସହର ତଳି ଛୋଟ ଅଞ୍ଚଳରେ ତିନୋଟି ଇଣ୍ଟରନ୍ୟାଶନାଲ ସ୍କୁଲ। ଏହା ନିଶ୍ଚିତଭାବେ ଆମ ଅଞ୍ଚଳ ପାଇଁ ଗୌରବର ବିଷୟ। ଆମ…

ରଙ୍ଗୋଲି…

ଭାରତୀୟ ପରମ୍ପରାରେ ରଙ୍ଗୋଲିର ମହତ୍ୱ ବହୁତ ରହିଛି। ହିନ୍ଦୁଧର୍ମରେ ଅଗଣା ଅବା ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରିବାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। ଏହା ଘରେ ସକାରାତ୍ମକ ପରିବେଶ ବି ସୃଷ୍ଟି କରିଥାଏ। ଯାହାଦ୍ୱାରା ମନ…

ଦୀପାବଳି ଆନନ୍ଦରେ ଭ୍ରମଣ

ଆଲୋକର ପର୍ବ ଦୀପାବଳିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି ଦେଶବାସୀ। କେହି କେହି ଦୀପ ଜାଳି, ରଙ୍ଗୀନ ଆଲୋକମାଳାରେ ଘରଦୁଆର, ରାସ୍ତାଘାଟ ସଜାଇବା ସହ ବନ୍ଧୁବାନ୍ଧବଙ୍କ ସଙ୍ଗେ ମଜା ମଜ୍‌ଲିସ୍‌ରେ ଏହି ଶୁଭ ଦିନଟିକୁ ବିତାଇ ଦେଇଥାନ୍ତି ତ ଆଉ…

ଜୀଇଁ ଥିବାଯାଏ ଗାଉଥିବି: କଣ୍ଠଶିଳ୍ପୀ ମାନସୀ ପାତ୍ର

ପିଲାଟି ଦିନରୁ ସେ ଗୀତ ବୋଲିବାକୁ ଖୁବ୍‌ ଭଲ ପାଉଥିଲେ। ଯେବେ କିଏ ଲକ୍ଷ୍ମୀପୁରାଣ କି ସାବିତ୍ରୀ ବ୍ରତ କିମ୍ବା ରାଧାକୃଷ୍ଣ ବ୍ରତ ଆଦି ବହି ପଢ଼ିବାକୁ ଡାକୁଥିଲେ ସେ ଖୁସୀ ହୋଇପଡ଼ୁଥିଲେ । ସ୍କୁଲ ବୟସରୁ ସଂଗୀତ ଶିଖିବାର ନିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?