ଫୁରସତ

କବାଟର ରଙ୍ଗ ପାଇଁ ୧୯ ଲକ୍ଷ ଫାଇନ୍‌

ଇଡେନବର୍ଗ: ସ୍କଟଲାଣ୍ଡ ଇଡେନବର୍ଗର ଜଣେ ମହିଳା ତାଙ୍କ ଘର ମୁଖ୍ୟ କବାଟର ରଙ୍ଗ ଗୋଲାପୀ କରିଥିବାରୁ ସେଠାକାର ସରକାର ତାଙ୍କ ଉପରେ ୧୯ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ୪୮ ବର୍ଷୀୟା ମିରାଣ୍ଡା ଡିକ୍‌ସନ୍‌ ଇଡେନବର୍ଗର ନ୍ୟୁ ଟାଉନ୍‌ ଏରିଆରେ ରୁହନ୍ତି।…

ମାଙ୍କଡ଼ ପାଇଁ ଚିନ୍ତାରେ ମଦ ଦୋକାନୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଇ ବରେଲିରେ ଗୋଟିଲ ମାଙ୍କଡ଼ ସ୍ଥାନୀୟ ମଦ ଦୋକନୀଙ୍କ ଚିନ୍ତା ପାଲଟିଯାଇଛି, ଯାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ବନ ବଭାଗରେ ଅଭିଯୋଗ ହୋଇଥିଲେ ହେଁ ମଦୁଆ ମାଙ୍କଡ଼କୁ ଧରିବାରେ ବିଭାଗ ଅସଫଳ…

କଟାମୁଣ୍ଡ ଧରି ରାସ୍ତାରେ ଦୌଡୁଛି କୁକୁର, ଭିଡିଓ ଦେଖିଲେ…

ମେକ୍ସିକୋ,୧।୧୧: ମେକ୍ସିକୋ ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁକୁର ମଣିଷ କଟାମୁଣ୍ଡ ଧରି ରାସ୍ତାରେ ଦୌଡୁଛି। ଯାହାକୁ ଦେଖିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକ…

ବିବାହ କରିବେ ହଂସିକା

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ ଡିସେମ୍ବର ୬ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମୁମ୍ବାଇର ବିଜ୍‌ନେସ୍‌ମ୍ୟାନ୍‌ ସୋହେଲ ଖଟୁରିଆଙ୍କ ସହ ହଂସିକାଙ୍କ ବାହାଘର ହେବ। ହଂସିକା ଆରେଞ୍ଜ ମ୍ୟାରେଜ୍‌ କରୁଥିବା କେତେକ ସାଇଟ୍‌ରେ ଖବର…

୪୭ ଲକ୍ଷ ଟଙ୍କାରେ ‘ସାଇଚିକ୍‌ ଥେରାପି’

ମସ୍କୋ: ଅବସାଦ, ଭୟ ଓ ଚିନ୍ତା ପରି ବିରାଟ ସମସ୍ୟାର ସମାଧାନ ପାଇଁ ରୁଷିଆର ଏକ କମ୍ପାନୀ ନିଆରା ଥେରାପି ବ୍ୟବସ୍ଥା କରିଛି। ରୁଷିଆରେ ପ୍ରେକାଟେଡ୍‌ ଏକାଡେମୀ ନାମରେ ଥିବା ଏକ କମ୍ପାନୀ ଲୋକଙ୍କୁ ସାଇଚିକ୍‌ ଥେରାପି ଯୋଗାଉଛି, ଯାହାର ମୂଲ୍ୟ…

୭୨ ବର୍ଷୀୟା ମହିଳା ଚଲାଉଛନ୍ତି ୧୧ ପ୍ରକାର ଗାଡ଼ି

କୋଚି: ପ୍ରତ୍ୟେକ କାର୍ଯ୍ୟ ପାଇଁ ମନରେ ଆଗ୍ରହ ରହିବା ଦରକାର। ଏହା ଦ୍ୱାରା କାର୍ଯ୍ୟଗୁଡ଼ିକ ଅତି ଉତ୍ତମ ଭାବେ ସମ୍ପାଦିତ ହୋଇଥାଏ। କୋଚିର ରାଧାମଣୀ ଅମ୍ମ। ୭୨ ବର୍ଷରେ ପାଦ ଥାପିସାରିଲେଣି। କିନ୍ତୁ ତାଙ୍କ କାର୍ଯ୍ୟ ଦକ୍ଷତା କଥା କହିଲେ, ଯେ…

ସିଂହାସନ ତିଆରି କଲେନି କାରିଗର

ଜୋହାନ୍ସବର୍ଗ :ଦକ୍ଷିଣ ଆଫ୍ରିକାର ଜୁଲୁ ରାଜାଙ୍କ ରାଜାଭିଷେକ ସରିଥିଲେ ହେଁ ସେ ଏବେ ସିଂହାସନ ଅପେକ୍ଷାରେ। ପୂର୍ବପୁରୁଷଙ୍କ ରୀତିନୀତି ଅନୁସାରେ ଜୁଲୁରାଜା ବ୍ୟବହାର କରୁଥିବା ସିଂହାସନ ଭାରତୀୟ ବଂଶୋଦ୍ଭବ ରାଜୀବ ସିଂଙ୍କ ଦ୍ୱାରା ତିଆରି କରାଯାଏ। ସ୍ବତନ୍ତ୍ର ତାମ୍ବୋତି କାଠରେ ରାଜାଙ୍କ…

କର୍ମଚାରୀଙ୍କୁ ବିଦା କରିବାରୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ଡବଲିନ୍‌,୩୧।୧୦: କାର୍ଯ୍ୟାଳୟରେ କାମ କରିବା ସମୟରେ ଜଣେ ବ୍ୟକ୍ତି ଏତେ ମଦ୍ୟପାନ କରିଥିଲେ ଯେ, ଚେତାଶୂନ୍ୟ ହୋଇଯାଇଥିଲେ। ଏପରିକି ବ୍ୟକ୍ତି ଜଣକ ନିଜ ଘରକୁ ମଧ୍ୟ ଫେରିପାରି ନ ଥିଲେ। ଏହାପରେ ତାଙ୍କ ସହକର୍ମୀ ଜଣେ ତାଙ୍କୁ ଘରେ ଛାଡ଼ିଥିଲେ। ଏଭଳି…

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ଯୋଗୁ ଦେବ ଦୀପାବଳି ଏକ ଦିନ ପୂର୍ବରୁ ଅର୍ଥାତ୍‌…

ଏକତା ହିଁ ବଳ

ଏକତାହିଁ ସବୁଠାରୁ ବଳ। ଏହା ଦେଶ ସମ୍ମୁଖରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସଫଳ ସମାଧାନର ପଥ ଉନ୍ମୁକ୍ତ କରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର ୩୧ରେ ଜାତୀୟ ଏକତା ଦିବସ ପାଳନ କରାଯାଇଥାଏ। ପ୍ରଥମେ ଏହା ୨୦୧୪ ମସିହାରେ…

ଶ୍ରୋତାଙ୍କୁ ମତୁଆଲା କରେ ସତ୍ୟବ୍ରତଙ୍କ ସଙ୍ଗୀତ

ବାଲେଶ୍ୱର ଜିଲା ବସ୍ତା ବ୍ଲକ କୁଡିଆ ଗ୍ରାମର ମା’ କାଞ୍ଚନ ଓ ବାପା ଗଣେଶ୍ୱର ଜେନାଙ୍କ ପୁଅ ସତ୍ୟବ୍ରତ। ନିଜର ସୁମଧୁର କଣ୍ଠରେ ଜଗନ୍ନାଥଙ୍କ ଏକ ଭଜନ ଗାଇ ସେ ବେଶ୍‌ ଚର୍ଚ୍ଚାରେ। ଯେଉଁ ଗୀତଟି ସୋସିଆଲ୍‌ ମିଡିଆରେ ଲକ୍ଷାଧିକ ଦର୍ଶକଙ୍କ…

ସଂକଳ୍ପ

ନିଜକୁ ଜଣେ ସଫଳ ଓ ଆତ୍ମନିର୍ଭର ବ୍ୟକ୍ତିତ୍ୱର ପରିଚୟ ଦେବାକୁ କିଏବା ନ ଚାହେଁ! ହେଲେ ଏହା ଯେ ସମସ୍ତଙ୍କୁ ଖୁବ୍‌ ସହଜରେ ଥରକେ ମିଳିଯିବ, ତାହା ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ସଫଳତାର ସ୍ବାଦ ଚାଖିବାକୁ ହେଲେ ବିଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?