Posted inଫୁରସତ

‘ବିଶ୍ୱାସ ସ୍ବରୂପମ୍‌’ର ଅନାବରଣ ଆଜି

ଜୟପୁର: ରାଜସ୍ଥାନର ନାଥଦ୍ୱାରା ସହରରେ ତିଆରି ହୋଇଥିବା ୩୬୯ ଫୁଟ ଶିବ ମୂର୍ତ୍ତିର ଅନାବରଣ ଶନିବାର କରାଯିବ। ଏହି ମୂର୍ତ୍ତିର ନାମ ‘ବିଶ୍ୱାସ ସ୍ବରୂପମ୍‌’ ରଖାଯାଇଛି। ସନ୍ଥ ମୋରାରି ବପୁ ଏହି ମୂର୍ତ୍ତିର ଅନାବରଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଥିରେ ସାମିଲ ହେବେ। ତତ୍‌ ପଦମ ସଂସ୍ଥାନ ପକ୍ଷରୁ ଏହି ବିଶାଳ ମୂର୍ତ୍ତି ତିଆରି କରାଯାଇଛି। ତେବେ ଏହା ବିଶ୍ୱର ସବୁଠୁ ଉଚ୍ଚତମ ଶିବମୂର୍ତ୍ତି ହେବାକୁ ଥିବାବେଳେ ୨୫୦ କି.ମି ପବନର ବେଗକୁ ଏହା ସମ୍ଭାଳି ପାରିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି। ମୂର୍ତ୍ତି ଅନାବରଣ ପରେ ୯ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ପ୍ରବଚନ, ସତ୍‌ସଙ୍ଗ ଭଳି କାର୍ଯ୍ୟକ୍ରମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ଅପରାଧୀଙ୍କୁ ମିଳେ ଅଜବ ଦଣ୍ଡ, ଯାହା ଆଗରୁ କେବେ ଶୁଣି ନ ଥିବେ

ଓ୍ବାଶିଂଟନ୍‌: ସାଧାରଣତଃ ଯେ କୌଣସି ଅପରାଧୀଙ୍କୁ ନ୍ୟାୟାଳୟ ଦଣ୍ଡ ତ ନିଶ୍ଚିତ ପ୍ରଦାନ କରିଥାନ୍ତି। ସେ ଛୋଟ ଅପରାଧ ହେଉ କି ବଡ଼। କିନ୍ତୁ କିଛି...

ସୂକ୍ଷ୍ମ କଳାର ନିଦର୍ଶନ

ଅହମଦାବାଦ: କଳାକାରମାନେ ବେଳେ ବେଳେ ଏଭଳି ସୂକ୍ଷ୍ମ କାରିଗରି କରିଥାନ୍ତି ଯେ, ଦେଖିବା ଲୋକେ ବି ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ଏମିତି ଏକ କଳା ପାଇଁ ଏବେ...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ କାନପୁର: ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍‌ ବିକାଶ କରିଛନ୍ତି । ଷ୍ଟ୍ରୋକ୍‌...

ସ୍ମାର୍ଟବ୍ୟାଣ୍ଡ୍‌ରୁ ଜାଣିହେବେ ଭାବାବେଗ

ଆମେରିକା ଲାଞ୍ଚେଷ୍ଟର ୟୁନିଭର୍ସିଟିର ଗବେଷକମାନେ ଏକ ରିଷ୍ଟ୍‌ବ୍ୟାଣ୍ଡ ୍‌ବିକାଶ କରିଛନ୍ତି ଯାହା ମାଧ୍ୟମରେ ଭାବାବେଗକୁ ଜାଣିପାରିବେ। କୌଣସି ଭାବନା ପ୍ରକାଶ ପାଇଲେ ଏଥିରେ ଉପଯୋଗ କରାଯାଇଥିବା...

ସ୍ବାମୀଙ୍କୁ ବାଧ୍ୟରେ ‘ବେବି’ ବୋଲି ଡାକୁଛନ୍ତି ସ୍ବିଡେନ୍‌ର ଏହି ମହିଳା, କାରଣ ଜାଣିଲେ…

ଭାରତୀୟ ସଂସ୍କୃତିରେ ମହିଳାମାନେ ସ୍ବାମୀଙ୍କ ନାମ ନ ଧରିବାର ପରମ୍ପରା ରହି ଆସିଥିଲା। ଅତ୍ୟାଧୁନିକ ସମୟରେ ଏହାକୁ କେହି ସେତେଟା ପାଳନ କରୁ ନ ଥିଲେ...

ଏକ ପରିବାରକୁ ନେଇ ଗୋଟିଏ ଗାଁ, ଘରର ମୁଖିଆଙ୍କ ନାଁରେ ଗାଁ ପରିଚିତ

ସାଧାରଣତଃ ୫ରୁ ୧୦ ପରିବାର ଗାଁର ଗୋଟିଏ ସାହିରେ ରୁହନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ୯୦ ଜଣ ଲୋକ ଏକ ଗାଁ ତିଆରି କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା...

ନୀଳ ରଙ୍ଗର ହୀରା ମୁଦି ଶହେ କୋଟିରେ ହେବ ନିଲାମ

ଜେନେଭା,୯।୧୧: ଜେନେଭାଠାରେ ଏକ ହୀରାମୁଦିର ନିଲାମ ହେବ। ଏହାକୁ ଶହେ କୋଟି ଟଙ୍କା(୧୪ ମିଲିୟନ୍‌ ଡଲାର)ରେ ନିଲାମ କରାଯିବ ବୋଲି କୁହାଯାଉଛି। ସ୍ଥାନୀୟ କ୍ରେଷ୍ଟ ନିଲାମ...

ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ।...

Advertisement
Archives

Model This Week