ଫୁରସତ

ରଙ୍ଗ ଇତିହାସ

ହଜାର ହଜାର ବର୍ଷ ଧରି ରଙ୍ଗ ଆମ ଜୀବନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଆସିଛି। ବିନା ରଙ୍ଗରେ ତ ଆମ ଜୀବନ ନିରସ। ତେବେ ପ୍ରଥମେ ପ୍ରାକୃତିକ ରଙ୍ଗର ବ୍ୟବହାର ହେଉଥିଲା। ମହେଞ୍ଜୋଦାରୋ ଓ ହରପ୍ପାର ଖନନ ସମୟରେ ଏମିତି…

ପକ୍କେ ବାଘ ଅଭୟାରଣ୍ୟ ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି ବାଘ ସଂରକ୍ଷଣ କେନ୍ଦ୍ରଟି ପାଖୁଇ ରିଜର୍ଭ ଫରେଷ୍ଟ ଭାବେ ପ୍ରଥମେ ଏଠାରେ ଗଢ଼ି ଉଠିଥିଲା। ପରେ ୧୯୭୭ ମସିହାରେ ଏହି ଅଞ୍ଚଳକୁ ଏକ ଗେମ୍‌ ରିଜର୍ଭ ର ରୂପ ଦିଆଗଲା। ପୁନର୍ବାର…

‘ତଥାପି ମୋ ଗାଁ ହସୁଛି’

”ଫୁଲଟିଏ ନାହିଁ, ଗ୍ରାମଦେବତୀ ମୋ ଫୁଲବିନା ପୂଜା ପାଉଛି। ନେତାଙ୍କ ଉପରେ ସଜଫୁଟା ଫୁଲ କେତେ ଯେ ଅଜଡ଼ା ହେଉଛି। ଆଉ ସେବକ ଆମର କହିକି, ଯିଏ ସେ ଶୋଷଣ ଆମକୁ କରୁଛି, ମୋ ଗାଁ ପୁଅ ଶାସକ ହେଇକି ମୋରି…

ପରିବେଶ ଓ ଗୋସୁରକ୍ଷା ପାଇଁ ସମର୍ପିତ ଗାଁ

ପ୍ରତ୍ୟେକ ଗାଁ ତା’ର ନାଁକୁ ନେଇ ପରିଚିତ। ହେଲେ ବେଳେବେଳେ ଗ୍ରାମବାସୀମାନଙ୍କର ମହତକାର୍ଯ୍ୟ ସେ ଗାଁକୁ ଦେଇଥାଏ ନୂଆ ଏକ ପରିଚୟ। ଯେଉଁଥିପାଇଁ ସେହି ଗାଁଟି ଅନ୍ୟ ଗାଁଠାରୁ ନିଜକୁ ସ୍ବତନ୍ତ୍ର କରେ। ସେମିତି ଏକ ଗାଁ ହରିପୁର। ଯେଉଁଠି ଗ୍ରାମବାସୀଙ୍କ…

ଶିଶୁଙ୍କ ବିକାଶରେ ବିଶ୍ୱର ବିକାଶ

କୁହାଯାଏ, ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁଙ୍କ ବିକାଶରେ ଦେଶ ତଥା ସମଗ୍ର ବିଶ୍ୱର ବିକାଶ ସମ୍ଭବ ହୋଇପାରିଥାଏ। ଶିଶୁଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ତଥା ସେମାନଙ୍କର ଅଧିକାରକୁ ସୁରକ୍ଷା ରଖିବା ପାଇଁ ସଚେତନତା ସୃଷ୍ଟି ଲାଗି…

ବିବାହ ଉତ୍ସବକୁ ସେନା ନିମନ୍ତ୍ରିତ

ଥିରୁଭାନନ୍ତପୁରମ୍‌: ବିବାହ ସମସ୍ତଙ୍କ ଜୀବନରେ ବହୁତ ଖାସ ମୁହୂର୍ତ୍ତ ହୋଇଥାଏ। ଏଥିସହ ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟ ସମସ୍ତେ ଚାହିଁଥାନ୍ତି। ତେବେ ଏପରି ଘଟଣା ସାମ୍‌ନାକୁ ଆସିଛି, ଯେଉଁଥିରେ ବିବାହ କରିବାକୁ ଯାଉଥିବା ଦମ୍ପତି ସମସ୍ତ ଭାରତୀୟ ଆର୍ମିଙ୍କୁ ତାଙ୍କ ବିବାହ…

ଚଟାଣ ତଳୁ ବାହାରିଲା ୧୩୫ ବର୍ଷର ଚିଠି

ନୂଆଦିଲ୍ଲୀ: ଏଲିଧ୍‌ ସିମ୍‌ଥନ୍‌ ନାମକ ଜଣେ ମହିଳା ତାଙ୍କ ଘରର ଚଟାଣ ସଫା କରୁଥିଲେ। ସେତେବେଳେ ତାଙ୍କୁ ଏକ ବୋତଲ ମିଳିଥିଲା, ଯାହା କି ୧୩୫ ବର୍ଷ ପୁରୁଣା ବୋଲି ଜଣାପଡିଛି। ସେହି ବୋତଲକୁ ସେମାନେ ବହୁ ସାବଧାନର ସହ ଚଟାଣ…

୧୪୦ ବର୍ଷ ପରେ ମିଳିଲା ଫେଜାଣ୍ଟ ପାରାର ସନ୍ଧାନ

ପୋର୍ଟ ମୋର୍ସବି: ଜୀବଜଗତରେ ଅନେକ ପଶୁ ଓ ପକ୍ଷୀ ଅଛନ୍ତି ଯେଉଁମାନେ ସହଜରେ ଦେଖା ଦିଅନ୍ତି ନାହିିଁ। ସେମାନେ ଜନବସତିଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ସମୟରେ ଜଙ୍ଗଲ କ୍ଷୟ ମୁଖ୍ୟ କାରଣ ପାଲଟିଛି, ଯାହାଫଳରେ ଗୋପନରେ ରହିବାକୁ ପସନ୍ଦ…

ଅଧିକ ମୋବାଇଲ ବ୍ୟବହାର, ଥାନାରେ ପହଞ୍ଚିଲେ ଦମ୍ପତି…

କୁଶୀନଗର,୧୯।୧୧ : ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ସମ୍ପର୍କ ବୃଦ୍ଧି କରୁଥିବା ଲୋକେ ପାରିବାରିକ ଜୀବନରେ ନିଜ ପ୍ରିୟ ପରିଜନଙ୍କଠାରୁ…

ଏଲନ କେମିତି ହୋଇଥିଲେ ଟୁଇଟର ମାଲିକ ଜାଣନ୍ତି…

ଇଲେକ୍ଟ୍ରିକ କାର୍‌ ନିର୍ମାତା ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ବର୍ତ୍ତମାନ ଟୁଇଟରର ମାଲିକ ହୋଇଛନ୍ତି। ଏଲନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଗଣା। ଯାହାଙ୍କ ସମ୍ପତ୍ତି ମୂଲ୍ୟ ୩ ଶହ ବିଲିୟନ ଡଲାର ଅଟେ। ଚଳିତ ବର୍ଷ ମାର୍ଚ୍ଚରେ ସେ…

ମହିଳାଙ୍କୁ ବେହୋସ କରି ୨ କିଡ୍‌ନୀ କାଢ଼ିନେଲେ ଡାକ୍ତର!

ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ଅବତାର କୁହାଯାଏ। କାରଣ ଡାକ୍ତରମାନେ ମଣିଷର ଜୀବନ ରକ୍ଷା କରନ୍ତି ଏବଂ ଖରାପ ସମୟରେ ସେମାନଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜେ ତେବେ କାହାକୁ କହିବେ? ନିକଟରେ ବିହାରରେ ଏମିତି ଏକ ମାମଲା…

ଡେଙ୍ଗା ହେବାଲାଗି ସର୍ଜରି

ଓ୍ବାଶିଂଟନ୍‌: ନିଜ ଉଚ୍ଚତା ବଢ଼ାଇବା ପାଇଁ ଆମେରିକା ନେଭାଡାର ୬୮ ବର୍ଷୀୟ କନ୍‌ ଲେଗ୍‌ ଲେନ୍‌ଥନିଂ ସର୍ଜରି କରିଛନ୍ତି। ଏହା ଏକ ଜଟିଳ ଓ କଷ୍ଟଦାୟକ ସର୍ଜରି। ଏ ନେଇ ତାଙ୍କୁ ୧୩୦,୦୦୦ ପାଉଣ୍ଡ ତଥା ୧.୨ କୋଟି ଟଙ୍କା ଖର୍ଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri