Posted inଫୁରସତ

ଶିଶୁଙ୍କ ବିକାଶରେ ବିଶ୍ୱର ବିକାଶ

କୁହାଯାଏ, ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁଙ୍କ ବିକାଶରେ ଦେଶ ତଥା ସମଗ୍ର ବିଶ୍ୱର ବିକାଶ ସମ୍ଭବ ହୋଇପାରିଥାଏ। ଶିଶୁଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ତଥା ସେମାନଙ୍କର ଅଧିକାରକୁ ସୁରକ୍ଷା ରଖିବା ପାଇଁ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୨୦ରେ ବିଶ୍ୱ ଶିଶୁ ଦିବସ ପାଳନ କରାଯାଇଥାଏ। ଶିଶୁଙ୍କ ପାଇଁ ଏଭଳି ଏକ ଦିବସ ପାଳନର ଆରମ୍ଭ ୧୯୫୪ ନଭେମ୍ବର ୨୦ରେ ହୋଇଥିଲା। ସମଗ୍ର ବିଶ୍ୱର ଶିଶୁଙ୍କ କଲ୍ୟାଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଏହି ଦିବସର ଉଦ୍ଦେଶ୍ୟ। ନଭେମ୍ବର ୧୯୫୯ ନଭେମ୍ବର ୨୦ରେ ମିଳିତ ଜାତିସଂଘର ସାଧାରଣ ସଭା ଶିଶୁଙ୍କ ଅଧିକାର ସମ୍ପର୍କରେ ଘୋଷଣା କରିଥିଲେ। ୧୯୮୯ରେ ଏହାକୁ ଜାତିସଂଘ ପକ୍ଷରୁ ଅନୁମୋଦନ କରାଯାଇଥିଲା। ୧୯୯୦ ମସିହାଠାରୁ ମିଳିତ ଜାତିସଂଘ ନଭେମ୍ବର ୨୦କୁ ଶିଶୁ ଅଧିକାର ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri