ଫୁରସତ

ସଭିଙ୍କୁ ସମାନ ଅଧିକାର

ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକ ଅନ୍ୟାନ୍ୟ ଜନସଂଖ୍ୟା ସହିତ ସମାନ ଅଧିକାରରୁ ଉପକୃତ ହେବା ନିଶ୍ଚିତ କରିବା ଲାଗି ସ୍ବତନ୍ତ୍ର ପଦକ୍ଷେପ ଆବଶ୍ୟକ କରିଥା’ନ୍ତି। ତେଣୁ ପ୍ରତିବର୍ଷ ସଂଖ୍ୟାଲଘୁ ଅଧିକାର ଦିବସ ଡିସେମ୍ବର ୧୮ରେ ପାଳନ କରାଯାଇ ସମାଜର ସମସ୍ତ ବର୍ଗଙ୍କୁ ସେମାନଙ୍କର…

ପିଲାକୁ ଗିଳି ଓକାଳିଲା ଜଳହସ୍ତୀ

କାମ୍ପାଲା: ଜଣେ ୨ ବର୍ଷର ପିଲାକୁ ଏକ ଭୋକିଲା ଜଳହସ୍ତୀ ଗିଳି ଦେଇଥିଲା। ପରେ ସେ ବାନ୍ତି କରି ପିଲାଟିକୁ ଓକାଳି ଦେଇଛି। ଏପରି ଘଟଣା ଘଟିଛି କାମ୍ପାଲାର କାଟୱେ କବାଟୋରୋ ସହରରେ। ରିପୋର୍ଟ ମୁତାବକ, ଚଳିତ ମାସ ୪ ତାରିଖରେ…

ହେଲିକପ୍ଟର ଚଢ଼ି ମନ୍ଦିର ଗଲେ ବ୍ୟବସାୟୀ, ଆଉ ତା’ ପରେ…

ଭାରତ ହେଉଛି ପୂଜା ପରମ୍ପରା ଏବଂ ରୀତିନୀତିର ଦେଶ। ଯେଉଁଠାରେ ଭଗବାନଙ୍କୁ ସ୍ମରଣ କରି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ସେ ଯେତେ ବଡ଼ ବ୍ୟବସାୟୀ ହୁଅନ୍ତୁ ନା କାହିଁକି, କିମ୍ବା ଚଳଚ୍ଚିତ୍ର ନିର୍ଦ୍ଦେଶକ ହୁଅନ୍ତୁ, ଯେତେବେଳେ ବି ଏମାନେ…

ଖ୍ରୀଷ୍ଟମାସ ପାଇଁ ସାଣ୍ଟାଙ୍କୁ ଏମିତି ଉପହାର ମାଗିଲେ କୁନି ଝିଅ, ଜାଣିଲେ ଆଖିରେ ଭରିଯିବ ଲୁହ

ଆଉ କିଛିଦିନ ପରେ ଆସିଯିବ ଖ୍ରୀଷ୍ଟମାସ। ସମଗ୍ର ବିଶ୍ୱରେ ଲୋକମାନେ ଏହାକୁ ଆନନ୍ଦର ସହ ପାଳନ କରିବେ। ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଏହି ପର୍ବରେ ବେଶି ଖୁସି ହୁଅନ୍ତି, ବହୁତ ମଜା କରନ୍ତି ଏବଂ ସେମାନଙ୍କ ମାତାପିତାଙ୍କଠାରୁ ଉପହାର ମଧ୍ୟ ପାଇଥାନ୍ତି।…

ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ ସହଜରେ ଗ୍ରହଣ କରେନାହିଁ। କାରଣ ସେମାନେ ଆଖିରେ ଆଖି ମିଶାଇ କଥା ହେବା ତ…

୪ ଗୋଡ ଥିବା ଶିଶୁକନ୍ୟା ଜନ୍ମ

ଗ୍ବାଲିଅର,୧୬।୧୨: ଯଦି ସୋସିଆଲ ମିଡିଆକୁ ଅଜବ ଜିନିଷର ଦୁନିଆ କୁହାଯାଏ, ତେବେ ଏହା ଭୁଲ ହେବ ନାହିଁ, ଏଠାରେ ଅନେକ ସମୟରେ ଏପରି କିଛି ଜିନିଷ ଦେଖିବାକୁ କିମ୍ବା ଶୁଣିବାକୁ ମିଳିଥାଏ ଯାହା ଆଶ୍ଚର୍ଯ୍ୟଜନକ। ଇତିମଧ୍ୟରେ ମଧ୍ୟପ୍ରଦେଶର ଗ୍ବାଲିଅରରୁ ଏକ ଘଟଣା…

ଉଡ଼ନ୍ତା ସାପ ଭଳି ରୋବୋ

ଓ୍ବାଶିଂଟନ୍‌,୧୬ା୧୨:ଆଧୁନିକ ଯୁଗରେ କଳକାରଖାନା ହେଉ ଅବା ରିସର୍ଚ୍ଚ ସେଣ୍ଟର ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ରୋବୋ ସାହାଯ୍ୟରେ କମ୍‌ ସମୟରେ ଓ ଅତି ସହଜରେ ଅଧିକ କାମ ହେଉଥିବାରୁ ଅନେକେ ଏହାର ବ୍ୟବହାର ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।…

ବିବାହ ବେଦୀରେ ବସି କ୍ରିକେଟ ଖେଳିଲେ ବର, ଭିଡିଓ ଦେଖିଲେ…

ଆଜିକାଲି ବିବାହର ଶୈଳୀ ଏବଂ ପରିବେଶ ବହୁତ ବଦଳି ଗଲାଣି। ପ୍ରି-ଓ୍ବେଡିଂ ଫଟୋ ଶୁଟ୍‌ଠାରୁ ଆରମ୍ଭ କରି ବର ମଣ୍ଡପକୁ ଆସିବା ପର୍ଯ୍ୟନ୍ତ ସବୁକିଛି ଆଧୁନିକୀକରଣ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ ଶୈଳୀ ଅତ୍ୟନ୍ତ ସ୍ବତନ୍ତ୍ର ହୋଇପାରିଛି। varshagumashta ନାମକ ଏକ ଇନ୍‌ଷ୍ଟାଗ୍ରାମରେ…

ଭଗବାନ ବିଷ୍ଣୁଙ୍କୁ ବିବାହ କରି ଚର୍ଚ୍ଚାରେ ଯୁବତୀ, ସିନ୍ଦୂର ବଦଳରେ ସିନ୍ଥିରେ ଭରିଲେ ଚନ୍ଦନ

ଆଜିକାଲି ଅଜବ ବିବାହ ସମ୍ପର୍କିତ ଅନେକ ଖବର ସାମ୍ନାକୁ ଆସୁଛି। କିଏ ନିଜକୁ ତ କିଏ ଗଛ, କଣ୍ଢେଇ ଆଦିକୁ ଜୀବନସାଥୀ କରିଥିବା ଦେଖାଯାଇଛି। ଏହି କ୍ରମରେ ଜୟପୁରର ଜଣେ ଯୁବତୀ ଭଗବାନ ବିଷ୍ଣୁଙ୍କୁ ଜୀବନସାଥୀ ରୂପରେ ବାଛିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ…

ଶହଶହ କଇଁଛଙ୍କ ପିଠିରେ ଡେଉଁଛି ବତକ ଛୁଆ

ଦୁନିଆରେ ଅନେକ ବିଚିତ୍ର ଫଟୋ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଫଟୋ ହଜାର ଶବ୍ଦ ପ୍ରକାଶ କରିଥାଏ। କମେଡି ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ପ୍ରତିଯୋଗିତା-୨୦୨୨ ପାଇଁ ଏହିପରି କିଛି ମଜାଳିଆ ଫଟୋ ନିଆଯାଇଛି। ଯାହାକୁ ଦେଖିଲେ ମନ ଖୁସିରେ ନାଚି…

ଛାତ ଉପରେ ଉଡୁଥିବା ଏରୋପ୍ଲେନ୍‌କୁ ଧରିନେଲେ ପିଲା, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ପିଲାଦିନରେ ନିଶ୍ଚିତ ଭାବରେ ଘରର ଛାତ ଉପରେ ତଥା ଆକାଶରେ ଉଡ଼ୁଥିବା ଏରୋପ୍ଲେନ୍‌କୁ ଦେଖିଥିବେ। ଏଥିରେ ବୁଲିବାକୁ ମଧ୍ୟ ଯାଇଥିବେ। ଏହା ମଧ୍ୟ ଜାଣିଥିବେ ଯେ, ବିମାନ ଅବତରଣ କରିବା ପାଇଁ କେବଳ ରନ୍‌ଓ୍ବେ ଆବଶ୍ୟକ। ନଚେତ ପଡ଼ିଆ କିମ୍ବା ଛାତ…

ଏମିତି ଗାଁ, ଯେଉଁଠୁ ଆସୁଛି ଅଜବ ଶବ୍ଦ

ଆପଣ ନିଶ୍ଚିତ ଭାବରେ ଏପରି ଅନେକ ସ୍ଥାନ ବିଷୟରେ ଶୁଣିଥିବେ, ଯାହା ସହିତ କିଛି କାହାଣୀ ଜଡ଼ିତ ଥାଏ ତାହାଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଇଂଲଣ୍ଡରେ ମଧ୍ୟ ସେମିତି ଏକ ଗାଁ ରହିଛି। ଯେଉଁଠାରେ ଅନନ୍ୟ ରହସ୍ୟ ଲୁଚି ରହିଛି। ଏଠାକାର ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?