ଫୁରସତ

ଛୁଟି ପାଇଁ ଶିକ୍ଷକ ଲେଖିଲେ ଅଜବ ଦରଖାସ୍ତ: ଅଡୁଆରେ ଶିକ୍ଷା ବିଭାଗ

ପାଟନା,୨।୧୨: ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିକ୍ଷକ ଅଜୟ କୁମାର ଡିସେମ୍ବର ୫ ସୋମବାର ୮ଟାରେ…

ବିନା ନିମନ୍ତ୍ରଣରେ ଭୋଜି ଖାଉ ଖାଉ ଧରାପଡିଗଲେ ଏମ୍‌ବିଏ ଛାତ୍ର, ଆଉ ତା’ପରେ…

ଏବେ ବିବାହ ସିଜିନ୍‌ ଚାଲିଛି। ଏହା ସହିତ ସେହି ଲୋକମାନେ ମଧ୍ୟ ଫେରି ଆସିଛନ୍ତି, ଯେଉଁମାନେ ବିନା ନିମନ୍ତ୍ରଣରେ ବିବାହ ସମାରୋହରେ ପହଞ୍ଚି ସ୍ବାଦିଷ୍ଟ ଖାଦ୍ୟର ଉପଭୋଗ କରନ୍ତି। ଦେଶର ଅଧିକାଂଶ ସ୍ଥାନରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏଭଳି କରୁଥିବା ନଜର…

ବଣିଙ୍କୁ ଖାଇବାକୁ ଦେଇ ହୃଦୟ ଜିଣିଲା କୁନି ଝିଅ, ଭିଡିଓ ଦେଖିଲେ…

ବେଳେବେଳେ ଶିଖିବା କିମ୍ବା ପ୍ରେରଣା ଦେବା ଉପରେ ବୟସ ନିର୍ଭର କରେ ନାହିଁ। ପିଲାମାନେ ଚପଳମତି ବୟସରେ ବି କିଛି ନ କହି ସବୁକିଛି କୁହନ୍ତି। ଯାହା ବେଳେବେଳେ ବୁଝି ବି ହୋଇଯାଏ। ଏବେ ଜଣେ କୁନି ଶିଶୁର ଏକ ଭିଡିଓ…

ଆମ ଦେଶରେ ରହିଛି ଏପରି ଅଦ୍ଭୁତ ଝରଣା: ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

ଆପଣ ନିଶ୍ଚିତ ଭାବରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ସୁନ୍ଦର ଦୃଶ୍ୟରାଜି ଦେଖିଥିବେ। ସେଠାକୁ ଯିବାକୁ ଇଚ୍ଛା ମଧ୍ୟ କରିଥିବେ। କିନ୍ତୁ ଆମ ଦେଶରେ ବି ଏମିତି କିଛି ପ୍ରାକୃତିକ ଦୃଶ୍ୟ ଅଛି, ଯାହା ବିଷୟରେ ହୁଏ ତ ଅନେକ ଲୋକ…

ମୃତ୍ୟୁ ପରେ ଜୀବନର ଆଶା : ୬୦୦ ଲୋକଙ୍କ ମୃତଦେହ କରାଗଲାଣି ଫ୍ରିଜ…

ଓ୍ବାଶିଂଟନ,୧।୧୨ : ଶରୀରକୁ ପୁନର୍ବାର ଜୀବନ୍ତ ରଖିବା ଆଶାରେ ଫ୍ରିଜ କରିବାର ଅଭ୍ୟାସ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୬୦୦ ଲୋକଙ୍କ ମୃତଦେହକୁ ଫ୍ରିଜ ରଖାଯାଇଛି। ଏଥିମଧ୍ୟରୁ ୩୦୦ ରୁ ଅଧିକ ମୃତଦେହ କେବଳ ଆମେରିକା…

ମୁଣ୍ଡରେ ବାଇକ୍‌ ରଖି ବସ୍‌ ଛାତକୁ ଚଢୁଛନ୍ତି ଯୁବକ, ଭିଡିଓ ଦେଖିଲେ…

କୁଲିମାନଙ୍କୁ ଆପଣ ନିଶ୍ଚିତ ଦେଖିଥିବେ। ଯିଏ ଲୋକଙ୍କର ଅଖା, ବ୍ୟାଗ୍‌, ବାକ୍ସ, ଆଟାଚ ଆଦି ବହୁ ଓଜନିଆ ଜିନିଷ ମୁଣ୍ଡାଇ ବସ୍‌ କିମ୍ବା ଟ୍ରେନ୍‌ରେ ଚଢ଼ିଥାନ୍ତି। ମାତ୍ର ଏବେ ଏମିତି ଜଣେ କୁଲିଙ୍କ ଭିଡିଓ ଭାଇରାଲ ହେଉଛି, ଯିଏ ଏକ ବାଇକ୍‌…

ଖପୁରିଠୁ ବଡ଼ ମସ୍ତିଷ୍କ

ଓ୍ବାଶିଂଟନ୍‌: ଇଂଲଣ୍ଡର ମର୍ସିସାଇଡ୍‌ରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ନୋସ୍‌ଲି ଗ୍ରାମରେ ସାମନ୍ଥା ଏମ୍‌ସିଗିଙ୍କ ପୁଅ ଲେନୀଙ୍କ ମସ୍ତିଷ୍କ ଖପୁରିଠାରୁ ବଡ଼। ସ୍କୁଲରୁ ଫେରିବା ପରେ ୨ ବର୍ଷୀୟ ପୁଅ ଲେନୀ ଅଣ୍ଟା କାଟୁଥିବା କଥା କହିଥିଲେ। ଡାକ୍ତରଖାନାରେ ଏମ୍‌ଆର୍‌ଆଇ…

ହାଇଡ୍ରୋଜେନ୍‌ରେ ଚାଲିବ ବିମାନ

ଲଣ୍ଡନ: ଗାଡି, ମୋଟରରେ ବ୍ୟବହୃତ ଇନ୍ଧନ ବାୟୁପ୍ରଦୂଷଣ ପାଇଁ ଦାୟୀ। ଇନ୍ଧନରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ୍‌ କାରଣରୁ ଏୟାର ପଲ୍ୟୁଶନ୍‌ର ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ପ୍ରଦୂଷଣ ପାଇଁ ଏୟାରକ୍ରାଫ୍ଟ ବା ବିମାନରେ ବ୍ୟବହାର ହେଉଥିବା ଇନ୍ଧନର ମଧ୍ୟ…

ବିବାହ ସମୟରେ ଲାପଟପ୍‌ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍‌ଏଚ୍‌’ ପ୍ରଭାବ

କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍‌ ହୋମ(ଡବ୍ଲ୍ୟୁଏଫ୍‌ଏଚ୍‌) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି କି ବିବାହ ଦିନ ବି ବର ଓ୍ବାର୍କ ଫ୍ରମ୍‌ ହୋମ କାମ କରୁଥିବା କଥା।…

ସାଢେ ୩ ମିନିଟ୍‌ରେ ପାସ୍ତା ପ୍ରସ୍ତୁତ ନ ହେବାରୁ କମ୍ପାନୀକୁ କୋର୍ଟକୁ ଟାଣିନେଲେ ମହିଳା

ଫାଷ୍ଟଫୁଡ କମ୍ପାନୀଗୁଡିକ ପ୍ରାୟତଃ ଦାବି କରନ୍ତି ଯେ ସେମାନଙ୍କର ଖାଦ୍ୟ ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ, କିନ୍ତୁ ସଠିକ୍‌ ସମୟରେ ଏହା ନ ହେଲେ, ଗ୍ରାହକମାନେ ବହୁତ ଅସନ୍ତୁଷ୍ଟ ହୁଅନ୍ତି। ମାର୍କେଟିଂର ଏହି କୌଶଳ ବୋଧହୁଏ ଗ୍ରାହକଙ୍କୁ ପ୍ରଲୋଭିତ କରିବା…

ଆଖିରେ କଳା ଚଷମା, ମୁହଁରେ ମାସ୍କ ପିନ୍ଧି ୧୦ ଲକ୍ଷର ସୁନା ହାର ଲୁଟିନେଲେ ମହିଳା; ଭିଡିଓ ଦେଖିଲେ…

ଆଖିରେ କଳା ଚଷମା। ମୁହଁରେ ମାସ୍କ ପିନ୍ଧି ଅଭିନବ ଢ଼ଙ୍ଗରେ ମହିଳା ଚୋରି କରିନେଲେ ୧୦ ଲକ୍ଷ ମୂଲ୍ୟର ସୁନା ହାର। ଗୋରଖପୁରର ଗୋଲଘରରେ ଥିବା ଏକ ସୁନା ଦୋକାନରେ ଏଭଳି ଘଟଣା ଘଟିଛି। ମହିଳାଜଣଙ୍କ ଗ୍ରାହକ ସାଜି ଆସି ବେଶ…

ପେଟରୁ ବାହାରିଲା ୧.୨ କିଲୋଗ୍ରାମର ୧୮୭ କଏନ୍‌…

ବେଙ୍ଗାଲୁରୁ,୨୯।୧୧ : କର୍ନାଟକରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୧.୨ କିଲୋଗ୍ରାମର ୧୮୭ କଏନ ବାହାରିଛି। ତାଙ୍କର ପେଟରେ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଅଲ୍ଟାସାଉଣ୍ଡ ପରେ ତାଙ୍କ ପେଟରେ ବହୁଗୁଡ଼ିଏ କଏନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?