Advertisement
Posted inଫୁରସତ

ଚଟାଣ ତଳୁ ବାହାରିଲା ୧୩୫ ବର୍ଷର ଚିଠି

ନୂଆଦିଲ୍ଲୀ: ଏଲିଧ୍‌ ସିମ୍‌ଥନ୍‌ ନାମକ ଜଣେ ମହିଳା ତାଙ୍କ ଘରର ଚଟାଣ ସଫା କରୁଥିଲେ। ସେତେବେଳେ ତାଙ୍କୁ ଏକ ବୋତଲ ମିଳିଥିଲା, ଯାହା କି ୧୩୫ ବର୍ଷ ପୁରୁଣା ବୋଲି ଜଣାପଡିଛି। ସେହି ବୋତଲକୁ ସେମାନେ ବହୁ ସାବଧାନର ସହ ଚଟାଣ ମଧ୍ୟରୁ ବାହାର କରିଥିଲେ। ତା’ ଭିତରେ ଏକ ଚିଠି ଥିଲା। ସେଥିରେ କିଛି ମେଜେସ୍‌ ଲେଖାଥିବା ସହ ୧୮୮୭ ଅକ୍ଟୋବର ୬ ତାରିଖ ଲେଖାଥିଲା। ସେହି ଲେଖାକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେହି ଚିଠି ଏଲିଜାବେଥ୍‌ଙ୍କ ସମୟର ବୋଲି ଜଣାପଡିଛି। ସେଥିରେ ତାଙ୍କ ପୂର୍ବ ପୁରୁଷର କେହି ଜଣେ ଏହି ଚିଠି ଲେଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟା ଦେବୀ: ୯୭ ବର୍ଷ ବୟସରେ ସମ୍ଭାଳିବେ ସରପଞ୍ଚ ଦାୟିତ୍ୱ

ଜୟପୁର,୧୮।୧: ବୟସ ଯେ ଏକ ସଂଖ୍ୟା ଏହାକୁ ଏବେ ପ୍ରମାଣ କରିଛନ୍ତି ରାଜସ୍ଥାନ ସିକାରର ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀ। ନିକଟରେ ଅନୁଷ୍ଠିତ ହୋଇଥିବା...

ଏକ ପ୍ଲାଷ୍ଟିକ୍‌ ବାଲ୍‌ଟିର ଦାମ୍‌ ଜାଣିଲେ…

ଦାମୀ ବ୍ରାଣ୍ଡ୍‌ର ଜିନିଷ ନିଶ୍ଚୟ ଦେଖିଥିବେ କିମ୍ବା କିଣିଥିବେ ମଧ୍ୟ। ମାତ୍ର ଫ୍ୟାଶନ ଏବଂ ଟ୍ରେଣ୍ଡ ନାମରେ ଯେ, ଲୁଟ୍‌ କରାଯାଉଛି ତାହା ଜାଣିଲେ ଆଶ୍ଚର୍ଯ୍ୟ...

୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ

ବର୍ଲିନ୍‌, ୧୨।୧: ଜର୍ମାନ୍‌ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌...

ପଥିକ ଯେହ୍ନେ ବୃକ୍ଷ ମୂଳେ..

ପରମାତ୍ମା ନିଜ ଦ୍ୱାରା ସୃଷ୍ଟ ସର୍ବଶ୍ରେଷ୍ଠ ଜୀବ ମଣିଷକୁ ଏ ଧରାଧାମକୁ ପଠାଇଛନ୍ତି। ଏଠାରେ ତା’ର ରହିବା, ଖାଇବା, ମଉଜମଜ୍‌ଲିସ ଆଦି ସବୁ କାର୍ଯ୍ୟ ପାଇଁଁ...

ୟୁନିସେଫ୍‌ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ସୋସିଆଲ ମିଡ଼ିଆରେ ଭାଇରାଲ

ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ପଛରୁ ଛପିଛପି ହାତୀକୁ କରୁଥିଲେ ପିଛା: ହଠାତ୍‌ ବୁଲିପଡ଼ି ମାଡ଼ିଆସିବାରୁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବିବାହ ପୂର୍ବରୁ ଜିଲାପାଳଙ୍କ ନିକଟରେ ଏମିତି ଗୁହାରି କଲେ ଯୁବତୀ, ଛୁଟୁଛି ପ୍ରଶଂସାର ସୁଅ

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶର ଅଲୀଗଡ଼ରୁ ହୃଦୟକୁ ଛୁଇଁଗଲା ପରି ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବତୀ ନିଜ ବାହାଘରରେ ବରଯାତ୍ରୀ ଆସିବା ପାଇଁ ଗାଁକୁ ରାସ୍ତା...

ବ୍ୟକ୍ତିତ୍ୱ: ପଦ୍ମଶ୍ରୀ କବିତା କ୍ରିଷ୍ଣମୂର୍ତ୍ତି

ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ କବିତା ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ...

Advertisement
Archives

Model This Week