ଫୁରସତ

ହେୟାର ଷ୍ଟାଇଲରେ ୱାଲର୍‌ଡ ରେକର୍ଡ

ଦୁବାଇ: ଜଣେ ଫେମସ୍‌ ହେୟାର ଷ୍ଟାଇଲିସ୍‌ ଦାନୀ ହିସ୍‌ୱାନିଙ୍କ ସବୁଠାରୁ ଉଚ୍ଚତା ବିଶିଷ୍ଟ ହେୟାର ଷ୍ଟାଇଲ୍‌ ପାଇଁ ତାଙ୍କ ନାମ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଜଣେ ମହିଳାଙ୍କ ମୁଣ୍ଡରେ ସେ ୯ ଫୁଟର ହେୟାର ଷ୍ଟାଇଲ କରିଥିଲେ। ରେକର୍ଡ…

ପୁଅକୁ ଫେରାଇ ଆଣିଲା ‘ଗୁଗଲ ଆର୍ଥ’

କାନ୍‌ବେରା: ସୋସିଆଲ ମିଡିଆ ହେଉ ଅବା ଇଣ୍ଟରନେଟ୍‌ ଅନେକଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିଛି ଏହି ଅତ୍ୟାଧୁନୀକ ନେଟ୍‌ଓ୍ବାର୍କିଂ ସେବା। ବହୁଳ ବ୍ୟବହୃତ ଏହି ସୁବିଧା କିଛି କ୍ଷେତ୍ରରେ ନକାରାତ୍ମକ ପରିଣତି ଦେଉଥିବାବେଳେ ଅନେକଙ୍କ ଜୀବନରେ ଖୁସି ଭରିଛି। ୨୫ ବର୍ଷ…

ଅନ୍‌ଲାଇନ୍‌ରେ ଜୋତା ଅର୍ଡର କରିଥିଲେ ମହିଳା, କମ୍ପାନୀ କହିଲା ୮୦୩ ଦିନରେ ହେବ ଡେଲିଭର

ଆଜିକାଲି ଲୋକଙ୍କ ପାଇଁ କିଛି ବି ଜିନିଷ କିଣିବା ସହଜ ହୋଇପଡ଼ିଛି। କାରଣ ଆମ ହାତରେ ଥିବା ଛୋଟ ଫୋନ୍‌ଟିଏ ଜରିଆରେ ସମସ୍ତ କାମ କରି ହେଉଛି। ଆଗେ ଯେଉଁଠି ଛୋଟ ଜିନିଷଟିଏ ପାଇଁ ଆମକୁ ବଜାର ଯିବାକୁ ପଡୁଥିଲା. ଏବେ…

ଦାନରେ ପ୍ରେମିକା ମାଗିଲେ ଯୁବକ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ଅଜବ ଧରଣର ଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ବେକରେ ଏକ ପୋଷ୍ଟର ଝୁଲାଇଛନ୍ତି। ଏଥିରେ ଲେଖାହୋଇଛି। ପ୍ରେମିକା ଦାନ…

ମନପସନ୍ଦର ସ୍ବାମୀ ପାଇବା ପାଇଁ ୧୦୦ ଜଣଙ୍କୁ ଡେଟ୍‌ କରିସାରିଲେଣି ଯୁବତୀ, ଥରକେ ଖର୍ଚ୍ଚ କରନ୍ତି ଏତିକି ଟଙ୍କା…

ଲୋକେ ସଫଳତା ପାଇବା ପାଇଁ ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଯେମିତି ଜଣେ ଯୁବତୀ ବିବାହ ପୂର୍ବରୁ ଅନେକ ଡେଟିଂ ସାଇଟ୍‌ ମାଧ୍ୟମରେ ୧୦୦ ଜଣଙ୍କୁ ଡେଟ୍‌ କରିସାରିଲେଣି। ଏହି ଯୁବତୀଙ୍କ ନାମ ଲିନ୍‌। ପ୍ରତି…

ସ୍ପୋର୍ଟସ୍‌ କାର୍‌ଠୁ ବି ଫାଷ୍ଟ୍‌ ଏଇ ଟ୍ରାକ୍ଟର

ଚାଷୀର ସାଥୀ ଟ୍ରାକ୍ଟର। କେବଳ ଚାଷରେ ଯେ ଏହା ସାହାଯ୍ୟ କରେ ତାହା ନୁହେଁ ବରଂ ଭାରି ଜିନିଷ ନେବା ଆଣିବାରେ ବି ଏହାକୁ ବ୍ୟବହାର କରାଯାଏ। ଏଇ ଟ୍ରାକ୍ଟର କିନ୍ତୁ ଦ୍ରୁତ ଗତିରେ ଯାଇପାରି ନ ଥାଏ। ବହୁତ ଧୀର…

ବୃତ୍ତି ବିସମ୍ବାଦ

ଥରେ ଓଡ଼ିଶାରୁ ଦିଲ୍ଲୀ ଯିବା ବାଟରେ ପାଖ ସିଟ୍‌ରେ ବସିଥା’ନ୍ତି ପଞ୍ଜାବୀ ଭଦ୍ରଲୋକ। କଥାଛଳରେ ଜାଣିବାକୁ ପାଇଲି ସେ ଭୁବନେଶ୍ୱରରେ ମୋଟର ପାଟର୍‌ସ ବ୍ୟବସାୟ କରନ୍ତି। ପଞ୍ଜାବରେ ତାଙ୍କ ଗାଁରେ ଥିବା ବାକି ପରିବାର ପାଇଁ ଘର ତିଆରି କରୁଛନ୍ତି ।…

ପ୍ରଥମେ ପୁରୁଷ ପିନ୍ଧୁଥିଲେ କାନଫୁଲ

ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ ହେଉଛି କାନର ଝୁମୁକା ବା କାନଫୁଲ।ହେଲେ ପ୍ରଥମେ ଏହା ନାରୀଙ୍କ ଶୃଙ୍ଗାର ନ ଥିଲା ବରଂ ପୁରୁଷଙ୍କର ଥିଲା ବୋଲି ଇତିହାସ କହେ। ପ୍ରାୟ ୫୦୦୦ ବର୍ଷ ପୂର୍ବେ କାନ ଫୋଡାଇବା ଆରମ୍ଭ ହୋଇଥିବା…

ସ୍ବରସାଧିକା ସାଗରୀକା

ସଂଗୀତ ତାଙ୍କୁ ଦେଇଛି ପରିଚୟ। ସଂଗୀତ ମାଧ୍ୟମରେ ସେବା କରି ପାଇଛନ୍ତି ଆତ୍ମସନ୍ତୋଷ। ଇଏ ହେଲେ କଣ୍ଠଶିଳ୍ପୀ ସାଗରୀକା ପଟ୍ଟନାୟକ। ଯାହାଙ୍କ (ଘର ମୋର ସ୍ବର୍ଗ ଚଳଚ୍ଚିତ୍ରର)ଗୀତ ‘ଜିତିବା ଦିନେ ଆମେ ଜୀବନର ବାଜି ଏଠି’.. ଏବେବି ଶ୍ରୋତା ଗୁଣୁଗୁଣାଇଥାନ୍ତି। ନିଜ…

ପ୍ରତି ୯ରୁ ଜଣଙ୍କୁ ହୋଇପାରେ କ୍ୟାନ୍‌ସର

ନୂଆଦିଲ୍ଲୀ, ୧୮।୧୨: ଭାରତରେ ପ୍ରତିବର୍ଷ କ୍ୟାନ୍‌ସର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କ ଶରୀରରେ କ୍ୟାନ୍‌ସର ବିକଶିତ ହେଉଥିବା ନ୍ୟାଶନାଲ ସେଣ୍ଟର ଫର୍‌ ଡିଜିଜ୍‌ ଇନ୍‌ଫରମେଟିକ୍ସ ଆଣ୍ଡ୍‌ ରିସର୍ଚ୍ଚ (ଏନ୍‌ସିଡିଆଇଆର୍‌) ଏବଂ ଆଇସିଏମ୍‌ଆର୍‌ ପକ୍ଷରୁ…

କିଡ୍‌ନୀ ଦେଇ ମହିଳା ପୂରଣ କଲେ ଅଧୁରା ସ୍ବପ୍ନ, ସତ କଥା ଜାଣିଲେ…

ଦୁନିଆରେ ମାନବ ସ୍ବାସ୍ଥ୍ୟଠାରୁ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ଖରାପ, ତେବେ ଦୁନିଆରେ ଯେତେ ଭଲ ଜିନିଷ ଥାଉ ନା କାହିଁକି ଆପଣଙ୍କୁ କିଛି ବି ଭଲ ଲାଗିବ ନାହିଁ। ଯଦି ସ୍ବାସ୍ଥ୍ୟ ଠିକ୍‌ ତେବେ ସବୁ ଠିକ୍‌।…

ଭାରତୀୟଙ୍କ ସବୁଠୁ ପ୍ରିୟ ବିରିୟାନି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟଙ୍କ ବିରିୟାନି ଡିମାଣ୍ଡ ଅଧିକ ରହିଥିବା ଜଣାପଡ଼ିଛି। ସ୍ବିଗି ରିପୋର୍ଟ ଅନୁସାରେ, ଗୋଟେ ସେକେଣ୍ଡରେ ଲକ୍ଷାଧିକ ବିରିୟାନି ଅର୍ଡର ଆସୁଛି। ଫୁଡ୍‌ ଡେଲିଭରି ସାଇଟ୍‌ ସ୍ବିଗି ପ୍ରତି ମିନିଟ୍‌ରେ ୧୩୭ ବିରିୟାନି ଡେଲିଭରି କରୁଥିବା କହିଛି। ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?