ବର ଟଙ୍କା ନ ଗଣିପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା
ଫାରୁଖବାଦ: ଉତ୍ତର ପ୍ରଦେଶର ଫାରୁଖବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବର ଟଙ୍କା ଗଣି ନ ପାରିବାରୁ କନ୍ୟା ବାହାଘର ଭାଙ୍ଗି ଦେଇଛନ୍ତି। ୨୧ ବର୍ଷୀୟା ରୀତା ସିଂଙ୍କ ବାହାଘର ମୋହିତ(୨୩)ଙ୍କ ସହ ଠିକ୍ ହୋଇଥିଲା। କିନ୍ତୁ ବିବାହ ଦିନ…
ମହାକାଶଠୁ ଯୁଦ୍ଧକ୍ଷେତ୍ର ସବୁଠି ଆଗରେ
ଦେଶର ପ୍ରତିଟି କ୍ଷେତ୍ରରେ ବାଳିକାମାନେ ଆଗୁଆ ରହିଛନ୍ତି। ମହାକାଶଠାରୁ ଆରମ୍ଭକରି ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ବାଳିକାମାନେ ନିଜର ପ୍ରତିଭା ପ୍ରଦର୍ଶନ ଜାରି ରଖିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବାଳିକାଙ୍କ ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବାଳିକା ଶିଶୁଙ୍କ ବିକାଶ ପାଇଁ…
ସ୍କୁଲରେ ଜଣେ ଛାତ୍ରକୁ ଜଣେ ଶିକ୍ଷକ
ଓ୍ବାଶିମ୍: ମହାରାଷ୍ଟ୍ର ଓ୍ବାଶିମ୍ ଜିଲାର ଏକ ଛୋଟିଆ ଗାଁ ଗଣେଶପୁର। ସେଠାରେ ପାଖାପାଖି ୨୦୦ ଲୋକ ବାସ କରନ୍ତି। ଗାଁରେ ଏକ ଜିଲା ପରିଷଦ ପ୍ରାଇମେରୀ ସ୍କୁଲ ରହିଛି, ଯେଉଁଠାରେ ଜଣେ ଶିକ୍ଷକ ଥିବାବେଳେ ଜଣେ ଛାତ୍ର ସେହି ସ୍କୁଲରେ ପାଠ…
ବୀର ସୁରେନ୍ଦ୍ର ସାଏ: ଇଂରେଜଙ୍କ ବିରୁଦ୍ଧରେ ୨୦ ବର୍ଷର ଲଢ଼େଇ,୩୬ ବର୍ଷକାଳ କାରାଗାର…
ବୀର ସୁରେନ୍ଦ୍ର ସାଏ ଭାରତର ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ…
୭୫ ବର୍ଷ ତଳେ ରାଓ୍ବଲପିଣ୍ଡିରୁ ଅମୃତସର ଟ୍ରେନ ଭଡ଼ା ମାତ୍ର ୪ ଟଙ୍କା…
ନୂଆଦିଲ୍ଲୀ/ଇସଲାମାବାଦ,୨୩।୧ : ଭାରତ ଏବଂ ପାକିସ୍ତାନର ସ୍ବାଧୀନତା ସମୟ ଏକ ରେଳ ଟିକଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟିକଟ ପାକିସ୍ତାନର ରାୱଲପିଣ୍ଡି ଏବଂ ଅମୃତସର ମଧ୍ୟରେ ଟ୍ରେନ ଯାତ୍ରା ପାଇଁ ଉଦ୍ଦିଷ୍ଟ। ରାୱଲପିଣ୍ଡି ଠାରୁ ଅମୃତସର…
ବଲିଉଡ୍ର ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେପାଳୀ ଯୁବତୀ,ଭିଡିଓ ଦେଖିଲେ…
ପ୍ରତିଦିନ ଆପଣ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ପ୍ରତିଭାଙ୍କୁ ଦେଖିବାକୁ ଦେଖିବାକୁ ମିଳିଥାଏ।ଆଉ କିଛି ଭିଡିଓ ଲୋକମାନଙ୍କ ମନୋରଞ୍ଜନ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ…
ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେଇ ରେକର୍ଡ କରିଥିଲେ ମହିଳା
ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେବାରେ ରୁଷିଆର ଜଣେ ମହିଳାଙ୍କ ନାଁରେ ରେକର୍ଡ ରହିଛି। ରୁଷିଆର ଜଣେ କୃଷକ ଫିଡୋର ଭାସିଲିଭଙ୍କ ପ୍ରଥମ ସ୍ତ୍ରୀ ରେକର୍ଡ ସଂଖ୍ୟକ ୬୯ ସନ୍ତାନ ଜନ୍ମ ଦେଇଥିଲେ। ସେ ୧୬ ଯମଜ ସନ୍ତାନ, ୭ଥର ଏକସଙ୍ଗେ…
ବାଇକ୍ରେ ଷ୍ଟଣ୍ଟ୍ କରୁଥିଲେ ଯୁବକ, ପରେ ଯାହା ଘଟିଲା, ଭିଡିଓ ଦେଖିଲେ ବିଶ୍ୱାସ କରିବେ
ଦୁନିଆରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଥିବା ଲୋକମାନଙ୍କର କୌଣସି ଅଭାବ ନାହିଁ। ସୋସିଆଲ ମିଡିଆରେ ଏକାଧିକ ଷ୍ଟଣ୍ଟମ୍ୟାନ୍ଙ୍କ ଚମତ୍କାରିତା ଦେଖିବାକୁ ମିଳିଥାଏ। ବେଳେବେଳେ ଷ୍ଟଣ୍ଟ୍ କରୁକରୁ ଅସାବଧାନତା ଯୋଗୁ ଅଘଟଣ ଘଟିଥାଏ। ଏବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ…
ଅଜବ ସାପ
ପୃଥିବୀରେ ସମୁଦାୟ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଦେଖାଯାଆନ୍ତି। କିଏ ବଡ଼ ତ କିଏ ଛୋଟ, କିଏ ଆଦୌ ବିଷାକ୍ତ ନୁହେଁ ତ କିଏ ଅତ୍ୟନ୍ତ ବିଷାକ୍ତ ଆଉ ପୁଣି କିଏ ରଙ୍ଗବେରଙ୍ଗ। ତେବେ ଜାଣିବା କେତେକ ଅଜବ ସାପ ସମ୍ପର୍କରେ……
ବନ୍ଧୁମିଳନ
ସମୟ ସୁଅରେ ଏବେ ସମସ୍ତେ ବ୍ୟସ୍ତ। କିଏ କର୍ମମୟ ଜୀବନର ଚାପରେ ତ ଆଉ କିଏ ପାରିବାରିକ ଜଞ୍ଜାଳରେ ବନ୍ଧା। ଇଚ୍ଛା ଥିଲେ ବି ଯେମିତି କାହା ପାଇଁ କାହା ପାଖରେ ନାହିଁ ସମୟ। ଏମିତିରେ ଏବେ ଅନେକଙ୍କ ପାଇଁ ସ୍କୁଲ୍…
ଜନ୍ମଦିନ
ଆଜିକାଲିର ଇଣ୍ଟରନେଟ୍ ସର୍ବସ୍ବ ଆଧୁନିକ ଯୁଗରେ ପ୍ରତ୍ୟେକ ମଣିଷର ଅନ୍ତତଃ ଦୁଇ ତିନିଟି ଜନ୍ମଦିନ ପାଳନ ହେଉଛି । ଇଂଲିଶ୍ ତାରିଖ, ସାର୍ଟିଫିକେଟ୍ ତାରିଖ, ଫେସ୍ବୁକ ତାରିଖ ଓ ଘରେ (ସମ୍ଭବତଃ କେବଳ ମା’) ଓଡ଼ିଆ ତିଥି ଅନୁଯାୟୀ ତାରିଖ। ଜନ୍ମ…
ଚରଖା ପ୍ରତିକୃତୀ
ସୂତା କାଟୁଥିବା ଚରଖା ଦିନେ ଭାରତ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ଅଂଶ ପାଲଟିଥିଲା। କାରଣ ବିଦେଶୀ ବସ୍ତ୍ର ବର୍ଜନ ଓ ସ୍ବଦେଶୀ ବସ୍ତ୍ର ପରିଧାନ ପାଇଁ ବାର୍ତ୍ତା ଦେଇଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ। ଆଉ ଏଇ କାଟି ପିନ୍ଧ…

