ଫୁରସତ

କୁନି ଶିଶୁଙ୍କ ରୋଷେଇ ପ୍ରତିଭା: ନିମିଷକରେ ପ୍ରସ୍ତୁତ କରୁଛନ୍ତି ଜିଲାପି

ସୋସିଆଲ ମିଡିଆରେ ୭ ବର୍ଷ ଶିଶୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏକି ନିଜର ରୋଷେଇ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଦେଖାଇଛନ୍ତି। ରାଜସ୍ଥାନୀ ଖାଦ୍ୟଠାରୁ ଆରମ୍ଭ କରି ଚକୋଲେଟ, କେକ୍‌ ପର୍ଯ୍ୟନ୍ତ ପିଲାଟି ସବୁକିଛି ଚଟାପଟ୍‌ କରିଦେଉଛନ୍ତି। ତାଙ୍କ…

ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି

ଦୁନିଆର ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ସମସ୍ତଙ୍କର ନିଜର ବ୍ୟବସାୟ କିମ୍ବା ଚାକିରି ଅଛି, ଯାହା ସେମାନଙ୍କୁ ସଫଳତା ଆଡ଼କୁ ନେଇଥାଏ। ତଥାପି କିଛି ଲୋକଙ୍କ କାର୍ଯ୍ୟ ଏପରି ହୋଇଥାଏ ଯେ, ଲୋକମାନେ ଏହା ଶୁଣି…

ସାଧାରଣତନ୍ତ୍ର କ’ଣ ସର୍ବୋତ୍ତମ ଶାସନ

ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଭାଷାରେ ଗରିବ ଓ ଭୋକିଲା ଲୋକ ଯିଏ କାମ ବା ମଜୁରି ପାଏ ନାହିଁ ଏବଂ ଯାହାର ଜୀବନ ଦୁଃଖ ଓ ଦାରିଦ୍ର୍ୟର ଅବିରତ ସଂଗ୍ରାମ, ସେ କେବେ ବି ସମ୍ବିଧାନ ବା ଆଇନ ପାଇଁ ଗର୍ବିତ…

ଘର ଭିତରକୁ ପଶିଆସିଲା ସମ୍ବର, ଆଉ ତା’ ପରେ…

ମଣିଷଙ୍କ ସଂଖ୍ୟା ବଢୁଥିବାରୁ ପଶୁମାନଙ୍କ ବାସସ୍ଥାନ ହଜିଯାଉଛି। ଯେଉଁଥିପାଇଁ ମାନବ-ବନ୍ୟଜନ୍ତୁ ବିବାଦ ବାରମ୍ବାର ନଜର ଆସୁଛି। ଏଭଳି ଏକ ଘଟଣାରେ ମଧ୍ୟପ୍ରଦେଶର କାଟନିସ୍ଥିତ ଏକ ବାସଭବନ ଭିତରେ ଏକ ସମ୍ବରକୁ ଦେଖିବାକୁ ମିଳିଛି। ଜଙ୍ଗଲ ବିଭାଗର ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ।…

ଧ୍ୱଂସର ନିକଟ ହେଉଛି ପୃଥିବୀ: ଡୁମ୍ସଡେ କ୍ଲକରେ କମିଲା ୧୦ ସେକେଣ୍ଡ…

ନ୍ୟୁୟର୍କ,୨୫।୧ : ଡୁମ୍ସଡେ କ୍ଲକ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଣ୍ଟାକୁ ୧୦ ସେକେଣ୍ଡ ହ୍ରାସ କରିଛନ୍ତି।…

ମତଦାନ ମୌଳିକ ଅଧିକାର

ଅଧିକ ଯୁବ ଭୋଟରଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁୟାରୀ ୨୫କୁ ‘ଜାତୀୟ ଭୋଟର ଦିବସ’ ଭାବରେ ପାଳନ କରିଥାନ୍ତି। ଆୟୋଗର ମୂଳ ଦିବସ ପାଳନ ପାଇଁ ଏହା ୨୫ ଜାନୁୟାରୀ ୨୦୧୧ରୁ…

କାଇଲିଙ୍କ ସିଂହ ଗାଉନ୍‌

ପ୍ୟାରିସ୍‌: ଚିଆପାରେଲିରେ ଅନୁଷ୍ଟିତ ପ୍ୟାରିସ ଫ୍ୟାଶନ୍‌ ଓ୍ବିକ୍‌ରେ ରିଆଲିଟି ଶୋ’ ସେଲିବ୍ରିଟି କାଇଲି ଜେନର୍‌ଙ୍କ ଗାଉନ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୋମବାର ଏହି କାର୍ଯ୍ୟକ୍ରମରେ ବହୁ ମଡେଲ୍‌ ଓ ଚର୍ଚ୍ଚିତ ଚେହେରା ଭାଗ ନେଇଥିବାବେଳେ କାଇଲିଙ୍କ ଲୁକ୍‌ ଥିଲା ପୂରା ଭିନ୍ନ।…

ଗର୍ଭସ୍ଥ ଶିଶୁ-ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ…

ଓ୍ବାଶିଂଟନ,୨୫।୧ : ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଏବଂ ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ। ଏନେଇ ‘ଦ ଲାନସେଟ ରିଜିଓନାଲ ହେଲଥ୍‌ ୟୁରୋପ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି। ଅଧ୍ୟୟନ ଅନୁଯାୟୀ ଏହି ସଂକ୍ରମଣ…

ଆଣ୍ଟାର୍କଟିକାରେ ସଙ୍କଟ: ଗ୍ରେଟର ଲଣ୍ଡନ ଆକାରର ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହେଲା…

ଲଣ୍ଡନ,୨୪।୧ : ବ୍ରିଟେନର ଏକ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ନିକଟରେ ହୋଇଥିବା ଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟାର୍କଟିକା ବରଫ ସେଲଫରୁ ଗ୍ରେଟର ଲଣ୍ଡନ ଆକାରର ଏକ ହିମଖଣ୍ଡ ଭାଙ୍ଗି ଅଲଗା ହୋଇଯାଇଛି। ଫଳରେ ଆଣ୍ଟାର୍କଟିକାରେ ସଙ୍କଟ ଘନେଇବାରେ ଲାଗିଛି। ନ୍ୟାଶନାଲ…

ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମା’, ପଛ ସିଟ୍‌ରେ ପିଲାଟିର କାର୍ଯ୍ୟ ଦେଖି ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଛୋଟ ପିଲାମାନଙ୍କୁ ସେମାନଙ୍କ ମାତାପିତା ସ୍କୁଲ ନେବାଆଣିବା କରନ୍ତି। ଅନେକ ଥର ପିଲାମାନେ ବିଦ୍ୟାଳୟକୁ ନ ଯିବାର ଜିଦ ଧରିଥାନ୍ତି। ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ମାତାପିତା ପିଲାଙ୍କୁ ସ୍କୁଲ ନେଇଯାଆନ୍ତି। ବିଦ୍ୟାଳୟକୁ ନ ଯିବା ପାଇଁ, ଅନେକ ଥର ପିଲାମାନେ…

ଫ୍ରିଡମ୍‌ ଫାଇଟର୍‌ ହେଲେ ସାରା

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲ୍ଲି ଖାନ୍‌। ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ନିଜ ଅପ୍‌କିମଂ ଫିଲ୍ମ ‘ଏ ବତନ ମେରେ ବତନ’ରେ ସାରା ସ୍ବାଧୀନତା ସଂଗ୍ରାମୀ ଉଷା…

ଶିକ୍ଷା ହିଁ ବିକାଶର ଚାବିକାଠି

ସମାଜର ବିକାଶରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେଣୁ ଶିକ୍ଷାକୁ ବିକାଶର ଚାବିକାଠି ମଧ୍ୟ କୁହାଯାଇଥାଏ। ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୨୪ରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଥାଏ। ୩ ଡିସେମ୍ବର ୨୦୧୮ରେ ମିଳିତ ଜାତିସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?