ଫୁରସତ

ଯୋଡ଼ି ବନାଇଲା ଫେସ୍‌ବୁକ୍‌: ସ୍ବିଡେନ କନ୍ୟାଙ୍କୁ ଭାରତ ବର

ପ୍ରଥମେ ଫେସ୍‌ବୁକ୍‌ରୁ ଫ୍ରେଣ୍ଡଶିପ୍‌ ଆରମ୍ଭ ହୋଇଥିଲା। ଏହା ପରେ ପ୍ରେମରେ ପଡ଼ିଥିଲେ ଦୁଇ ଯୁବତୀ ଯୁବକ। ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡ଼ି। ଯାହାକି ସମସ୍ତଙ୍କୁ ଚକିତ କରିଛି।…

ଅଜବ ଏହି ଗ୍ଲୋଭ୍ସ

ଶୀତଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍‌ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସ କଥା କୁହାଯାଉଛି; ଏହା ଶୀତଦିନେ ହାତକୁ ଉଷ୍ମତା ପ୍ରଦାନ କରିବା ସଙ୍ଗେସଙ୍ଗେ ଟିକେ ଡିଫରେଣ୍ଟ ଲୁକ୍‌…

କୁଷ୍ଠ ମୂଳୋତ୍ପାଟନ ଦିବସ

ସଚେତନ ହେଲେ ବିଭିନ୍ନ ଶାରୀରିକ ସମସ୍ୟାରୁ ସହଜରେ ଦୂରେଇ ରହିବା ସମ୍ଭବ ହୋଇ ପାରିଥାଏ। ଏହି ମର୍ମରେ କୁଷ୍ଠ ଭଳି ସମସ୍ୟାଠାରୁ ମୁକ୍ତି ପାଇଁ ଜାନୁୟାରୀ ଶେଷ ରବିବାର ଦିନ ବିଶ୍ୱ କୁଷ୍ଠ ମୂଳୋତ୍ପାଟନ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩…

୪.୯ କୋଟିରେ ନିଲାମ ହେଲା ଡାଏନାଙ୍କ ଗାଉନ୍‌

ବ୍ରିଟେନ୍‌ ଓ୍ବେଲ୍ସର ପ୍ରିନ୍ସେସ୍‌ ଡାଏନାଙ୍କ ଗାଉନ୍‌ (୬ ଲକ୍ଷ ଡଲାର) ୪.୯ କୋଟି ଟଙ୍କାରେ ନିଲାମ ହୋଇଛି। ସୋଥେବିଜ୍‌ ପକ୍ଷରୁ ନ୍ୟୁୟର୍କରେ ଏହାର ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଇଗଣୀ ରଙ୍ଗର ଭେଲ୍‌ଭେଟ୍‌ କପଡ଼ାରେ ଏହି ଗାଉନ୍‌ ତିଆରି କରାଯାଇଥିଲା। ଏହି…

‘ବିବାହ ଲାଗି ସରକାରୀ ଚାକିରିଆ ଝିଅ ମିଳିଲେ ଯୌତୁକ ମୁଁ ଦେବି’

ବିବାହରେ ପ୍ରାୟତଃ କନ୍ୟାପକ୍ଷ ଲୋକେ ବରକୁ ଯୌତୁକ ଦେଇଥାନ୍ତି। ଅନେକ କ୍ଷେତ୍ରରେ କନ୍ୟାର ପରିବାର ପକ୍ଷରୁ ଖୁସିରେ ଯୌତୁକ ଦିଆଯାଉଥିବା ବେଳେ ଡିମାଣ୍ଡ ଅନୁଯାୟୀ ଦେବାର ନଜିର ମଧ୍ୟ ରହିଛି। ହେଲେ ଏବେ ଏଭଳି ଜଣେ ଯୁବକ ଚର୍ଚ୍ଚାରେ ଅଛନ୍ତି, ଯିଏ…

ଭାରତୀୟ ଗୀତ ପ୍ରେମରେ ଜର୍ମାନ ମହିଳା, ଶାଢ଼ି ପିନ୍ଧି ଏଭଳି ନାଚିଲେ ଯେ…

ଭାରତୀୟ ଗୀତକୁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଏ। ଇଣ୍ଟରନେଟରେ ଏହିପରି ହଜାର ହଜାର ଭିଡିଓ ଦେଖିବାକୁ ମିଳିବ, ଯେଉଁଥିରେ ବିଦେଶୀମାନେ ଭାରତୀୟ ଗୀତରେ ଜବରଦସ୍ତ ନାଚୁଥିବାର ନଜର ଆସିବେ। ଆଜିକାଲି ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ…

ଜାଣନ୍ତୁ କାହିଁକି ସ୍ବତନ୍ତ୍ର ଏହି ମୋଗଲ ଗାର୍ଡେନ

ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି ମୋଗଲ ଗାର୍ଡେନ ଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ରହିଛି। ଏହି ଉଦ୍ୟାନ ସ୍ବଦେଶୀ ଏବଂ ବିଦେଶୀ ଫୁଲର ଏକ ଅଦ୍ଭୁତ ଉଦ୍ୟାନ। ଟ୍ୟୁଲିପ୍‌, ଗୋଲାପ ସହିତ ବିଭିନ୍ନ ପ୍ରକାରର…

କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରହିଛି ଖାଲଖମାରେ ଭର୍ତ୍ତି ରାସ୍ତା

ଆମ ଦେଶ ଭାରତରେ ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି। ଯାହାକୁ ନେଇ ଲୋକେ ସୋସିଆଲ ମିଡିଆରେ ଏହି ରାସ୍ତାର ପୋଷ୍ଟ କରି ସରକାରଙ୍କୁ ଅନେକ ସମାଲୋଚନା କରିଥାନ୍ତି। କିନ୍ତୁ ବିଶ୍ୱର ଏକ ବିକାଶଶୀଳ ଦେଶରେ ମଧ୍ୟ ଖରାମ ରାସ୍ତା ଦେଖିବାକୁ ମିଳେ।…

ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି

ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ତଥାପି କିଛି ଲୋକଙ୍କ କାର୍ଯ୍ୟ ଏପରି ହୋଇଥାଏ ଯାହା ଶୁଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏମିତି ଜଣେ ବ୍ୟକ୍ତି ଯିଏ କେବଳ କୁକୁରକୁ ଏଣେତେଣେ ବୁଲାଇ କୋଟିପତି ହୋଇପାରିଛନ୍ତି। ମାଇକେଲ…

ଧ୍ୱଂସର ନିକଟତର ହେଉଛି ପୃଥିବୀ: ଡୁମ୍ସଡେ କ୍ଲକ୍‌ରେ କମିଲା ୧୦ ସେକେଣ୍ଡ

ନ୍ୟୁୟର୍କ: ଡୁମ୍‌ସଡେ କ୍ଲକ୍‌ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଣ୍ଟାକୁ ୧୦ ସେକେଣ୍ଡ ହ୍ରାସ କରିଛନ୍ତି। ଏହି…

ମଲ୍‌ରେ ଛୁରି ଧରି ବୁଲୁଥିଲେ ଯୁବତୀ, ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଟୁଇଟରରେ ଭାଇରାଲ ହେଉଛି। ଦୁନିଆ ଏତେ ଅଗ୍ରଗତି…

ମଇଁଷିକୁ କାମୁଡ଼ି ଧରିଲା କୁମ୍ଭୀର, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। କୁହାଯାଏ ଯେ, ପାଣିରେ ଘରକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?