ଫୁରସତ

ଏଠି ବୁଲିବେ ଦେଶପ୍ରୀତିରେ

ସାଧାରଣତନ୍ତ୍ର ଦିବସ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରୀତି ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ଜାଣିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ… * ଇଣ୍ଡିଆ ଗେଟ୍‌: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ ହେଉଛି ଏକ ରାଷ୍ଟ୍ରୀୟ ସ୍ମାରକ।…

କଣ୍ଢେଇ ଦରବାର

ଦକ୍ଷିଣ ଭାରତୀୟ ପରମ୍ପରାରେ ବୋମ୍ମାଲା କୋଲୁୱୁ ବା ଗୋଲୁ ଏକ ସୁନ୍ଦର ପର୍ବ। ପବିତ୍ର ନବରାତ୍ରି ଉତ୍ସବ ପାଳନ ସମୟରେ ତାମିଲନାଡୁ, ତେଲେଙ୍ଗାନା, କର୍ନାଟକ, ଆନ୍ଧ୍ର ପ୍ରଦେଶ ତଥା ଓଡ଼ିଶାର ବ୍ରହ୍ମପୁର, ଜୟପୁର, ରାୟଗଡ଼ା ଇତ୍ୟାଦି ଅଞ୍ଚଳର ତେଲୁଗୁ ଭାଷୀ ପରିବାରର…

ସାଧନା ପୀଠ ବେଣ୍ଟପୁର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଯେଉଁଠାରେ ନାମ ସଂକୀର୍ତ୍ତନ ହୁଏ ସେଠାରେ ସ୍ବୟଂ ଭଗବାନ ପ୍ରକଟ ହୁଅନ୍ତିି ବୋଲି ଧର୍ମ ବିଶ୍ୱାସ ରହିଛି। ପ୍ରତି ଯୁଗରେ ଭଗବାନଙ୍କ ସାନ୍ନିଧ୍ୟ ଲାଭ ଓ ଆଶୀର୍ବାଦ ପାଇଁ ପ୍ରାର୍ଥନା, ଭଜନ, ଜଣାଣ, କୀର୍ତ୍ତନ,…

ଗାଁକୁ କରିବେ ଆଲୋକିତ

ଭାରତ ସ୍ବାଧୀନ ହେବାର ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ଏବେବି କିଛି ଗାଁ ଅଛି, ଯେଉଁଠି ଦେଖିବାକୁ ମିଳୁନି ବିକାଶର କୌଣସି ଛାପ। ନା ସେଠାକାର ଅଧିବାସୀ ପାଉଛନ୍ତି କୌଣସି ମୌଳିକ ସୁବିଧା, ନା ସେଠି ପହଞ୍ଚତ୍ ପାରିଛି ବିଦ୍ୟୁତ୍‌…

ପ୍ରାଣୀ ପର୍ଯ୍ୟଟନ

ଏବେ ପର୍ଯ୍ୟଟନର ଋତୁ। ଆଉ ଓଡ଼ିଶା ହେଉଛି ପର୍ଯ୍ୟଟନର ଗନ୍ତାଘର। ଏଠାକାର ପାହାଡ଼, ଝରଣା, ପଶୁପକ୍ଷୀ ସବୁକିଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେବେ ଯେଉଁମାନେ ଖାସ୍‌ ପଶୁପକ୍ଷୀଙ୍କୁ ଦେଖିବାକୁ ଆଗ୍ରହୀ ସେମାନଙ୍କ ପାଇଁ ଓଡ଼ିଶା ଏକ ସୁନ୍ଦର ସ୍ଥାନ। ଏଠାକାର ଏମିତି…

ନୁଡୁଲ୍ସ ଖାଉଥିଲେ ଥରେ ଦେଖନ୍ତୁ ଏହି ଭିଡିଓ…

ଭାରତର ଲୋକମାନେ ଚାଇନିଜ୍‌ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଯେଉଁଥିରେ ନୁଡୁଲ୍ସ ସବୁଠାରୁ ପ୍ରିୟ। ଯାହାକୁ ଲୋକମାନେ ପ୍ରତ୍ୟେକ ପରିସ୍ଥିତିରେ ଖାଇବାକୁ ଚାହାନ୍ତି। ସେଥିପାଇଁ ପ୍ରତ୍ୟେକ ଫାଷ୍ଟଫୁଡ୍‌ ଷ୍ଟଲରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳେ। କିନ୍ତୁ ଯେଉଁ ନୁଡୁଲ୍ସକୁ ଆପଣମାନେ…

୧୧୫ ବର୍ଷରେ ହସ୍ପିଟାଲ ଯାଇନାହାନ୍ତି

ବରସେଲୋନା: ସ୍ପେନ୍‌ର ୧୧୫ ବର୍ଷୀୟା ମାରିଆ ବ୍ରାନିୟାସ ମୋରେରା ବିଶ୍ୱର ସବୁଠୁ ବୟସ୍କା ମହିଳା ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡର କନ୍‌ସଲଟାନ୍ସ ରବର୍ଟ ଡି’ ୟଙ୍ଗ କହିଛନ୍ତି। ମଙ୍ଗଳବାର ଫ୍ରାନ୍ସର ନନ୍‌ ଲୁସିଲେ ରାଣ୍ଡୋନ୍‌ (୧୧୮)ଙ୍କ ମୃତ୍ୟୁ ପରେ ମୋରେରା ବର୍ତ୍ତମାନ…

୮୦ ବର୍ଷୀୟା ବୃଦ୍ଧାଙ୍କ ପାରାଗ୍ଲାଇଡିଂ, ଭିଡିଓ ଦେଖିଲେ…

ବୟସ କେବଳ ଏକ ସଂଖ୍ୟା। ଇଚ୍ଛାଶକ୍ତି ଥିଲେ ପରିଣତ ବୟସରେ ମଧ୍ୟ ଲୋକେ ସଫଳତା ହାସଲ କରିଥାନ୍ତି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ପରିଣତ ବୟସରେ ମଧ୍ୟ ପାରାଗ୍ଲାଇଡିଂ…

ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ଆଲଡ୍ରିନ ୯୩ତମ ଜନ୍ମ ଦିନରେ କଲେ ବିବାହ…

ଓ୍ବାଶିଂଟନ,୨୧।୧ : ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ବଜ ଆଲଡ୍ରିନ ତାଙ୍କର ୯୩ ତମ ଜନ୍ମଦିନରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି। ୧୯୬୯ ଆପୋଲୋ ୧୧ ମିଶନର ଏକ ଅଂଶ ଭାବରେ ଚନ୍ଦ୍ରରେ ପାଦ ଦେଇଥିବା ତିତି…

ଚା’ ପିଇ ୭୬ ବର୍ଷ

କୋଲକାତା: ସୁସ୍ଥ ଶରୀର ପାଇଁ ପୋଷକତତ୍ତ୍ୱର ଆବଶ୍ୟକତା ରହିଛି। ଶରୀର ପାଇଁ ଜରୁରୀ ଭିଟାମିନ୍‌ ସବୁ ଖାଦ୍ୟରୁ ମିଳିଥାଏ। ପଶ୍ଚିମବଙ୍ଗର ଜଣେ ମହିଳା ବିନା ଖାଦ୍ୟରେ ୭୬ ବର୍ଷ କାଟିସାରିଛନ୍ତି। ହୁଗଳି ଜିଲା ବେଲଡିହ ଗ୍ରାମରେ ଅନୀମା ଚକ୍ରବର୍ତ୍ତୀଙ୍କ ଘର। କେବଳ…

୨.୭ କେଜିର ବେଙ୍ଗ

କାନବେରା: ଉତ୍ତର ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ଜିଲାରେ ଅବସ୍ଥିତ କନ୍‌ୱେ ଜାତୀୟ ଉଦ୍ୟାନରୁ ଏକ ବିଶାଳକାୟ ବିଷାକ୍ତ ବେଙ୍ଗ ଉଦ୍ଧାର ହୋଇଛି। ସେହି ବେଙ୍ଗର ଓଜନ ୨.୭ କିଲୋଗ୍ରାମ, ଯାହାକି ଜଣେ ନବଜାତ ଶିଶୁର ଓଜନ ସହ ସମାନ। ଅଷ୍ଟ୍ରେଲୀୟ ରେଞ୍ଜର ଏହି…

୧୨୪ ଏକରରେ ମେସିଙ୍କ ଚିତ୍ର

ବ୍ୟୁନସ୍‌ ଆୟର୍ସ: ଗତ ମାସରେ କାତାରରେ ଆୟୋଜିତ ଫିଫା ୱାଲର୍‌ଡ କପ୍‌ରେ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଥିଲା। ଏଥିରେ ଲିଓନେଲ ମେସିଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହି ବିଜୟ ପାଇଁ ଦେଶରେ ଅନେକ ପ୍ରକାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଆର୍ଜେଣ୍ଟିନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?