ଫୁରସତ

ଲୁଚକାଳି ଖେଳରୁ ବିଦେଶରେ ପହଞ୍ଚିଲେ ବାଳକ

ଢାକା:ଲୁଚକାଳି ପିଲାବେଳର ସମସ୍ତଙ୍କ ପ୍ରିୟ ଖେଳ ଭାବେ ଜଣାଯାଏ। ଲୁଚକାଳିକୁ ନେଇ ଛୋଟବେଳର ଅନେକ ସ୍ମୃତି ମଧ୍ୟ ଅନେକଙ୍କ ମନେ ଥିବ। କିନ୍ତୁ ଏହି ଲୁଚକାଳି ଖେଳରୁ ଜଣେ ୧୫ ବର୍ଷର ବାଳକ ଯାଇ ମାଲେସିଆରେ ପହଞ୍ଚିଛନ୍ତି। ବାଂଲାଦେଶର ଫହିମ ଗତ…

ଭାରତର ଏହି ସହରରେ ଶସ୍ତାରେ ବିକ୍ରି ହୁଏ କାଜୁ

କାଜୁ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ସମସ୍ତେ ଏହାକୁ ପସନ୍ଦ କରନ୍ତି । କିନ୍ତୁ ଆଜିର ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ବଜାରରେ ଏହାର ଦାମ୍‌ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ।…

ଛାତ ଉପରେ ଗୁଡ଼ି ଉଡ଼ାଉଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁମାନେ ଏମିତି କିଛି କାମ କରିଥାନ୍ତି, ଯାହା ଆଶ୍ଚର୍ଯ୍ୟ କରିଥାଏ। ମଣିଷମାନେ ଯାହା କରନ୍ତି, ସେମାନେ ଏହାକୁ ନକଲ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ମାଙ୍କଡ଼ ଗୁଡ଼ି ଉଡ଼ାଉଥିବାର ଭିଡିଓ ଭାଇରାଲ ହେଉଛି। ଏମିତିରେ ମାଙ୍କଡ଼ମାନେ ମଣିଷର…

ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…

ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ ଥାନ୍ତି। ବରଯାତ୍ରୀ ଡ୍ୟାନ୍ସ ନ ଥିଲେ ବିବାହ ଯେମିତି ଅସମ୍ପୂର୍ଣ୍ଣ ଲାଗେ। ବର୍ତ୍ତମାନ ଏମିତି…

ଝୁମର୍‌ ଝୁମ୍‌କା

ନାରୀର ପ୍ରିୟ ଆଭୂଷଣ ମଧ୍ୟରେ କାନର ଝୁମ୍‌କା ଅନ୍ୟତମ। ତେଣୁ ଝୁମ୍‌କାର ଭଲ ସଂଗ୍ରହ ଥାଏ ପ୍ରାୟ ସବୁ ମହିଳାଙ୍କ ପାଖରେ। ଭିନ୍ନ ଭିନ୍ନ ଡିଜାଇନର ଝୁମ୍‌କା ଚେହେରାକୁ ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ। ତେବେ ଏକ ଅଜବ ଡିଜାଇନ୍‌ର ଝୁମ୍‌କା…

ଲୁଣ କିଲୋ ୩୫୦୦୦ଟଙ୍କା

ରୋଷେଇଘରେ ଲୁଣର ସ୍ଥାନ ସ୍ବତନ୍ତ୍ର। କାରଣ ଖାଦ୍ୟର ସ୍ବାଦ ଏହା ଉପରେ ନିର୍ଭର କରେ। ଏହାର ଦାମ୍‌ ବି ବେଶି ନ ଥାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଲୁଣ ଅଛି ଯାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ…

ମୋର ଆଠ ଲାଭ, ତୁମର ଦୁଇ କ୍ଷତି !

ବନବାସ କାଳରେ ପ୍ରଭୁ ରାମ ଅଯୋଧ୍ୟାରୁ ପ୍ରସ୍ଥାନ କରି ପହଞ୍ଚିଲେ ଶୃଙ୍ଗବେରପୁରରେ l ସେଠାରେ ଗୁହକଙ୍କ ଆତିଥ୍ୟ ସ୍ବୀକାର କରି ପରଦିନ ଗଙ୍ଗା ପାର ହେବା ନିମନ୍ତେ ବାହାରିଲେ l ଘାଟ ଗୋଟିଏକୁ ଡଙ୍ଗା ବି ଗୋଟିଏ l ତଳେ ଗଙ୍ଗା,…

ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ

ତାମିଲନାଡ଼ୁର ରାମନାଥପୁରମ୍‌ ଜିଲାରେ ଥିବା ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ ହେଉଛି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକଙ୍କ ଭାଷାରେ ଏହା ଚିତ୍ରାଙ୍ଗୁଡ଼ି କାନ୍‌ମୋଲି ନାମରେ ପରିଚିତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟଟିର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ…

ଫ୍ୟାଶନ୍‌ ଡିଜାଇନର ତରୀନା

ସେ ନା କରିଛନ୍ତି ଫ୍ୟାଶନ୍‌ ଡିଜାଇନିଂର କୌଣସି ସ୍ପେଶାଲ କୋର୍ସ ନା ନେଇଛନ୍ତି କେଉଁଠୁ ତାଲିମ, ତଥାପି ତାଙ୍କ ପ୍ରସ୍ତୁତ ଡିଜାଇନର୍‌ ଗାର୍ମେଣ୍ଟ ଶୋଭାପାଏ ଫ୍ୟାଶନ୍‌ ଶୋ’ରେ ରାମ୍ପ୍‌ ଓ୍ବାକ୍‌ କରୁଥିବା ମଡେଲ୍‌ଙ୍କ ଦେହରେ। ନିଜ ହାତର ଜାଦୁଗରୀ ସ୍ପର୍ଶରେ ଇକତ୍‌…

ଲେଖା ଦେଇଛି ପରିଚୟ

ଗାଁମୁଣ୍ଡ ଆମ୍ବତୋଟା ନିକଟରେ ରହିଥାଏ ଛୋଟ ପାହାଡ଼ଟିଏ। ପାଖରେ ବହିଯାଇଛି ରାଜୁଆ ନଦୀ। ନଦୀପଠାର କଡ଼ରେ ଥିବା ଧାନବିଲରେ ହସିଉଠୁଛି ସବୁଜକ୍ଷେତର ସମ୍ଭାର । ଅନିତ ଦୂରରେ ଥିବା ଏକ ପାଇକମେଳି ଗାଁର ଗଡ଼ସାହିରେ ରହିଛି ବହୁବର୍ଷର ପୁରୁଣା ଅସ୍ତ୍ରଶସ୍ତ୍ର। ପିଲାଦିନେ…

କଣ୍ଟାରେ ସୁଷମା

ବଙ୍ଗଳା ଭାଷାରେ ଗୀତଟିଏ ଅଛି ‘କାକଟସ୍‌ ତୁମେ କାନ୍ଦନା ଯୀଶୁର ମୁକୁଟେ କଣ୍ଟା’। ଅର୍ଥାତ୍‌ ତାକୁ ଏମିତି କହିହେବ ଯେ କଣ୍ଟା ଅଛି ତ ଇଶ୍ୱରୀୟତା ଅଛି। କଷ୍ଟ ଥିଲେ କୃଷ୍ଣ ମିଳେ ଏକଥା ଆମେ ପିଲାବେଳୁ ଶୁଣିଆସିଛୁ। ଆଉ ଭୋଗି…

ଏକ ମୂଷା ପାଇଁ ବଞ୍ଚିଗଲା ପୂରା ପରିବାରର ଜୀବନ, ଜାଣନ୍ତୁ ଏହା ପଛର କାରଣ…

ଯେତେବେଳେ ଆପଣ ଛୋଟ ଥିବେ, ସେତେବେଳେ ନିଶ୍ଚିତ ଏକ କାହାଣୀ ପଢ଼ିଥିବେ। ତାହା ଥିଲା ସିଂହ ଏବଂ ମୂଷାର କାହାଣୀ। ଯେଉଁଥିରେ ମୂଷାଟି ଜାଲକୁ ଦାନ୍ତରେ କାଟି ଫସି ରହିଥିବା ସିଂହର ଜୀବନ ରକ୍ଷା କରିଥିଲା। ଠିକ୍‌ ସେମିତି ଧୋଲପୁର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?