ମନୋରଞ୍ଜନ

କୃଷକଙ୍କ ସହ ଧାରଣାରେ ବସି ଚର୍ଚ୍ଚାକୁ ଆସିଲେ ସ୍ୱରା

ମୁମ୍ବାଇ: ବଲିଉଡ୍ ନାୟିକା ସ୍ୱରା ଭାସ୍କର ଏବେ କିଛି ନା କିଛି କାରଣକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଦେଶ ସହ ଜଡିତ ବିଷୟକୁ ନେଇ ନିଜର ବେକାବୁ ବୟାନ ଦେଇ ଏହି ନାୟିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଡ୍ରଗ୍ସ ମାମଲାରେ ନୋଟିସ୍‌ ପରେ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର: ଲୋକେ କହୁଛନ୍ତି ଏବେ ‘କଫି ଉଇଥ୍‌ ଏନ୍‌ସିବି’ର ସମୟ

ବମ୍ବେ: ବଲିଉଡ୍‌ ପାଇଁ ଅଡ଼ୁଆ ପାଲଟିଲାଣି ଏନ୍‌ସିବି ଯାଞ୍ଚ। ଗୋଟିଏ ପରେ ଗୋଟିଏ ଅଭିନେତାଙ୍କୁ ଏନ୍‌ସିବିରୁ ଡାକରା ଆସୁଛି। ଡ୍ରଗ୍ସ ସେବନଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯାଉଛି। ନିକଟରେ କମେଡିଆନ ଭାରତୀ ସିଂହ, ଅଭିନେତ୍ରୀ ଦୀପିକା…

ଶୀଘ୍ର ମା’ ହେବାକୁ ଚାହୁଁଛି: ସନା

ବମ୍ବେ: ପ୍ରେମିକଙ୍କଠାରୁ ଅଲଗା ହେବା ପରେ ପ୍ରଥମେ ଅଭିନୟଜଗତ ଛାଡ଼ିଥିଲେ ଅଭିନେତ୍ରୀ ସନା ଖାନ। ଆଉ ଏବେ ବିବାହ କରି ସେ ଚର୍ଚ୍ଚାରେ। ମୁଫ୍‌ତି ଅନସଙ୍କ ହାତ ଧରିଥିବା ସନା ଶୀଘ୍ର ମା’ ହେବାକୁ ଚାହୁଁଛନ୍ତି। ୨୦୧୭ରେ ମକ୍କା ଯାଇଥିବା ବେଳେ…

ଡେଲିଭରି ବୟଙ୍କ ମୃତ୍ୟୁ ପରେ ସହଯୋଗର ହାତ ବଢାଇଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚିତ । ଶୁକବାର ମୁମ୍ବାଇରେ ଜଣେ ଫୁଡ ଡେଲିଭରି ବୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ଜାଣିବା ପରେ ସେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ବୋଲି…

ବଢିଲା କଙ୍ଗନାଙ୍କ ଅଡୁଆ: କୋର୍ଟରେ ମାମଲା

ପାଟନା,୧୮ ।୧୨: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ନିଜ ଫିଲ୍ମ ଅପେକ୍ଷା ରାଜନୈତିକ ବୟାନ ବାଜିକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଏମିତି କେତେଥର ଦେଖାଗଲାଣି ସେ ନିଜ ବୟାନକୁ ନେଇ ଆସିଯାଉଛନ୍ତି ବିବାଦ ଘେରକୁ । ନିକଟରେ ବିହାର…

ପିତାଙ୍କ ସହ ନଜର ଆସିଲେ ଅନୁଷ୍କା, ବେବି ବମ୍ପ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ଦୁଇରୁ ତିନି ଜଣ ହେବାକୁ ଯାଉଛନ୍ତି। ଏହା କହିବାର ଅର୍ଥ ହେଲା ଅନୁଷ୍କାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। ଏ ବିଷୟରେ…

ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା ବରୁଣ ଧଓ୍ବନ। ଶୀଘ୍ର ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା କେତେ ସତ କେତେ ମିଛ ଜଣାପଡ଼ି ନ ଥିଲେ ସୁଦ୍ଧା ଉଭୟଙ୍କ ସମ୍ପର୍କକୁ ନେଇ…

ଷଷ୍ଠ ଶ୍ରେଣୀରୁ ପ୍ରେମ, ଏବେ ଲିଭ୍‌ ଇନ୍‌ରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ବରୁଣ ଧାୱନ ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲ ସହ ସେ ଏବେ ଲିଭ୍‌ଇନ୍‌ରେ ରହୁଛନ୍ତି। କୁଲି ନଂ -୨ ଫିଲ୍ମ ପ୍ରମୋଶନ ଅବସରରେ କରିନା କପୁର…

ଖୁସି ଖବର ଦେଲେ ନେହା କକ୍କର

ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ନିଜେ ନେହା ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଛନ୍ତି। ନେହା ଇନ୍‌ଷ୍ଟାଗ୍ରାମ୍‌ରେ ସ୍ବାମୀ ରୋହନପ୍ରୀତ ସିଂହଙ୍କ ସହ ଏକ ସୁନ୍ଦର ତଥା…

ଫଟୋଗ୍ରାଫରଙ୍କୁ ଦେଖି ବିରକ୍ତ ହେଲେ ତୈମୁର: ରାଗରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି। ତୈମୁରଙ୍କର ଗୋଟିଏ ଲୁକ୍‌ ପାଇଁ ଫଟୋଗ୍ରାଫରମାନେ ତାଙ୍କ ଘର ସାମ୍ନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ନିକଟରେ ତୈମୁରଙ୍କର ଏକ ଭିଡିଓ ସୋସିଆଲ…

ଏକଦା ଗୋଡରେ ଛିଡ଼ା ହୋଇପାରୁ ନ ଥିଲେ ସଲମାନ୍‌ଙ୍କ ଏହି ଅଭିନେତ୍ରୀ: ଏବେ…

୧୫ ବର୍ଷ ପୂର୍ବେ ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଲକି ନୋ ଟାଇମ୍‌ ଫର୍‌ ଲଭ୍‌’ରେ ଲିଡ୍‌ ଚରିତ୍ରରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ସ୍ନେହା ଉଲ୍ଲାଲଙ୍କୁ। ଆଜି ସ୍ନେହା ୩୩ ବର୍ଷର ହୋଇଯାଇଛନ୍ତି। ସେ ୧୮ ଡିସେମ୍ବର, ୧୯୮୭ରେ ଓମାନାର ମସ୍କଟରେ…

ଶ୍ରୁତିଙ୍କୁ ୪୩ : ଏକ ଅନ୍ତରଙ୍ଗ ସିନ୍‌ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ଶୁକ୍ରବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?