କୃଷକଙ୍କ ସହ ଧାରଣାରେ ବସି ଚର୍ଚ୍ଚାକୁ ଆସିଲେ ସ୍ୱରା

ମୁମ୍ବାଇ: ବଲିଉଡ୍ ନାୟିକା ସ୍ୱରା ଭାସ୍କର ଏବେ କିଛି ନା କିଛି କାରଣକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଦେଶ ସହ ଜଡିତ ବିଷୟକୁ ନେଇ ନିଜର ବେକାବୁ ବୟାନ ଦେଇ ଏହି ନାୟିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏବେ ସ୍ୱରା କୃଷକଙ୍କ ଆନ୍ଦୋଳନ ସ୍ଥାନରେ ଦେଖାଯାଇଛନ୍ତି । ଯାହାକୁ ନେଇ ସେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ମତ ରଖୁଥିବା ନାୟିକା ଏବେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେଠାରେ ବସିଥିବା ନଜର ଆସିଛି । ଏହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି । ଅବଶ୍ୟ ସେଠାରେ ବସିବା ସମୟରେ ସେ କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ଗୋଟିଏ ଫଟୋରେ ମାସ୍କ ପିନ୍ଧିଥିବା ଦେଖାଯାଇଛି । ଏମିତି କିଛି ଫଟୋ ଶେୟାର କରି ସେ ଲେଖିଛନ୍ତି ଏକ ନମ୍ର ଦେବା ଭଳି ଦିନ, ପ୍ରଦର୍ଶନକାରୀ କୃଷକ ଓ ବରିଷ୍ଠ ନାଗରିକଙ୍କ ଧୈର୍ଯ୍ୟ, ସଂକଳ୍ପ ଓ ଦୃଢତା ଦେଖିବାର ସମୟ ବୋଲି ଲେଖିବା ସହ ହ୍ୟାସଟ୍ୟାଗ ବି ବ୍ୟବହାର କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଦ କରି ପ୍ରାୟ ୨୩ ଦିନ ହେବ ଦିଲ୍ଲୀ ନିକଟରେ ବିଭିନ୍ନ ରାଜ୍ୟର କୃଷକ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହା ହେଉଛି ସୋନୁ ସୁଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି। ନିକଟରେ ତାଙ୍କ ଉପରେ...

କନିକାଙ୍କୁ କରୋନା: ଦାୟିତ୍ୱହୀନତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମ୍‌

ବମ୍ବେ: ବଲିଉଡ୍‌ ଗାୟିକା କନିକା କପୁର କରୋନା ସଂକ୍ରମିତ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଦଶଦିନ ତଳେ ଲଣ୍ଡନରୁ ଫେରିଥିଲେ ସେ। ହେଲେ ବିମାନ...

ଯୁବକଙ୍କଠାରୁ ସେଫ୍ଟିିପିନ୍‌ ଫୋଡ଼ା ଖାଇଥିଲି

ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍‌ ଗୀତ। ୭ ହଜାରରୁ...

ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବନ୍ଧୁଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ ସ୍ବାମୀ, ମନା କରିବାରୁ…

ମୁମ୍ବାଇ: ସିଲ୍‌ଭର ସ୍କ୍ରିନ୍‌ରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ। ସେ ୯୦ ଦଶକରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କରିସ୍ମା...

ପରୋକ୍ଷରେ ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ତସଲିମା, ସରୋଗେସୀକୁ କହିଲେ ‘ରେଡିମେଡ୍‌ ଛୁଆ’

ବମ୍ବେ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଲୋକପ୍ରିୟ ଲେଖିକା ତସଲିମା ନସରିନ୍‌। ନିକଟରେ ପିସି ମା’ ହୋଇଛନ୍ତି। ସରୋଗେସୀ ଜରିଆରେ ପିସିଙ୍କ ଏକ...

ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା...

ଫିଲ୍ମ ଛାଡି ସାବୁନ ତିଆରି କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

୧୭ ବର୍ଷ ପୂର୍ବେ ୨୦୦୩ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘କଲ ହୋ ନା ହୋ’ ରେ ପ୍ରିତି ଜିଣ୍ଟାଙ୍କ ସାନ ଭଉଣୀ ଜିୟା ଚରିତ୍ରରେ...

ଜନ୍ମଦିନରେ ମାମୁଁ ହେଲେ ଭାଇଜାନ୍‌

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାଁ ଆଜି ଅର୍ଥାତ୍‌ ଶୁକ୍ରବାର ୫୪ ତମ ଜନ୍ମଦିବସ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଏକ ଖୁସି ଖବର ମିଳିଛି।...

Advertisement
Archives

Model This Week